ପାରା ଏସିଆନ୍ କ୍ରୀଡ଼ାରେ ମହିଳା ପାରା କ୍ଲବ୍ ଥ୍ରୋ ରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଆଥଲେଟ୍ ଏକତା ଭ୍ୟାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

October 24th, 05:27 pm

ପାରା ଏସୀୟ କ୍ରୀଡ଼ାରେ ମହିଳା ପାରା କ୍ଲବ୍ ଥ୍ରୋ- ଏଫ୍ ୩୨/୫୧ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା କ୍ରୀଡ଼ାବିତ୍ ଏକତା ଭ୍ୟାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।