ପଶ୍ଚିମବଙ୍ଗର ହୁଗଲି ଠାରେ ଆୟୋଜିତ ‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 19th, 11:54 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଦିବସ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଏହି ଉତ୍ସବ ହୁଗ୍ଲି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହୋଇଥିଲା, ଯାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ବିଷୟବସ୍ତୁ ଥିଲା: “ପଶ୍ଚିମବଙ୍ଗ: ଐତିହ୍ୟ, ସମନ୍ୱୟ ଏବଂ ବିକାଶ”, ଯାହା ରାଜ୍ୟର ସାଂସ୍କୃତିକ ସମୃଦ୍ଧି, ସାମାଜିକ ସଂହତି ଏବଂ ବିକାଶମୂଳକ ଆକାଂକ୍ଷାକୁ ପ୍ରତିଫଳିତ କରେ।Daman has become a living example of Mini India: PM Modi
June 05th, 07:20 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.PM Modi inaugurates, dedicates to the nation and lays the foundation stone of development projects worth around ₹2,970 crore in Daman
June 05th, 07:15 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.From waste to wealth: PM Modi showcases Surat’s green development model
June 05th, 04:30 pm
At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.PM Modi inaugurates, dedicates to the nation and lays the foundation stone of multiple development projects worth over ₹18,800 crore in Surat, Gujarat
June 05th, 04:16 pm
At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.୫ ଜୁନରେ ସୁରଟ ଏବଂ ଦାମନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
June 04th, 10:03 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ଜୁନ୍, ୨୦୨୬ରେ ଗୁଜରାଟ ଏବଂ ଦାମନ ଗସ୍ତ କରିବେ । ଦିନ ପ୍ରାୟ ୨ଟା ୩୦ ମିିନିଟରେ, ପ୍ରଧାନମନ୍ତ୍ରୀ ସୁରଟ ଜିଲ୍ଲାର ହାଜିରା ଗସ୍ତ କରିବେ ଏବଂ ଚାଲୁଥିବା ଔଦ୍ୟୋଗିକ କାର୍ଯ୍ୟ ଓ ଭିତ୍ତିଭୂମିର ସମୀକ୍ଷା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ସୁରଟରେ ପ୍ରାୟ ୧୮,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରି ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।Cabinet approves road upgradation projects in Madhya Pradesh worth Rs. 4,415.60 Crore
June 03rd, 03:29 pm
The Cabinet Committee on Economic Affairs, chaired by PM Modi, has approved upgradation of Hiwarkhedi-Roshni-Ashapur-Rudhy Section of NH-347B and widening of Deshgaon-Julwaniya Section of NH-347B in Madhya Pradesh at a cost of Rs.4,415.60 Crore. The upgraded corridor will enhance multi-modal integration by connecting with 6 PM Gati-Shakti Economic Nodes, 5 social nodes and 5 Logistic Nodes, thereby facilitating faster movement of goods and passengers across the region.ବିହାରର ଖଗରିଆ-ପୂର୍ଣ୍ଣିଆ ଜାତୀୟ ରାଜପଥ ଖଣ୍ଡକୁ ୪-ଲେନ୍ରେ ଉନ୍ନତୀକରଣ ପାଇଁ କ୍ୟାବିନେଟ୍ର ମଞ୍ଜୁରୀ
June 03rd, 03:24 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ (ସିସିଇଏ) ଆଜି ବିହାରର ଏନଏଚ୍-୩୧ ଏବଂ ଏନଏଚ୍- ୨୩୧ର ଖଗରିଆ–ପୂର୍ଣ୍ଣିଆ ଖଣ୍ଡ (୧୪୩.୫୨୯ କିଲୋମିଟର)କୁ ବିଓଟି (ଟୋଲ୍) ମୋଡ୍ରେ ୪-ଲେନ୍ ମାନକକୁ ଉନ୍ନତ କରିବା ପାଇଁ ୩,୯୩୬.୦୫ କୋଟି ଟଙ୍କା ବ୍ୟୟର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।ମଇ ୧୦-୧୧ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ
May 09th, 11:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦-୧୧ ମଇ ୨୦୨୬ ତାରିଖରେ ଗୁଜରାଟ ଗସ୍ତ କରିବେ । ସେ ମଇ ୧୦ ବିଳମ୍ବିତ ରାତିରେ ଗୁଜରାଟର ଜାମନଗରଠାରେ ପହଞ୍ଚିବେ । ମଇ ୧୧ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ମହୋତ୍ସବରେ ଯୋଗ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଭଦୋଦରାକୁ ଯାତ୍ରା କରିବେ, ଯେଉଁଠାରେ ସେ ସନ୍ଧ୍ୟା ପ୍ରାୟ ୬ଟାରେ ସର୍ଦ୍ଦାରଧାମ ଛାତ୍ରାବାସ ଉଦଘାଟନ କରିବେ । ସେ ଉଭୟ ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ମଇ ୧୦ ରେ କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ
May 09th, 11:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୦ ମଇ, ୨୦୨୬ରେ କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତ କରିବେ। ସକାଳ ପ୍ରାୟ ୧୧ଟାରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ 'ଦ ଆର୍ଟ ଅଫ୍ ଲିଭିଂ ’ ର ୪୫ତମ ବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ଏବଂ ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୩ଟାରେ ସେ ପ୍ରାୟ ୯୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ସିନ୍ଧୁ ଡାକ୍ତରଖାନାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ।ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି
May 06th, 05:24 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ, ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ମେ’୦୫ ରୁ ୦୭ ପର୍ଯ୍ୟନ୍ତ ଭାରତ ଗସ୍ତ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି। ଏକ ଦୃଢ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାମିଲ ଅଛନ୍ତି।List of Outcomes: State Visit of President of the Socialist Republic of Vietnam to India
May 06th, 03:44 pm
The state visit of President To Lam of Vietnam to India resulted in the signing of several MoUs/agreements. These cover areas such as rare earth elements, culture, digital payments, technology, medicine, education, audit and tourism. Major announcements include the elevation of bilateral ties to Enhanced Comprehensive Strategic Partnership and the new trade goal of USD 25 billion by 2030.ଭିଏତନାମ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଏବଂ ଭିଏତନାମ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
May 06th, 01:00 pm
ରାଷ୍ଟ୍ରପତି ତୋ ଲାମଙ୍କ ଭାରତ ଗସ୍ତ ଅବସରରେ ମୁଁ ତାଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ବହୁତ ଆନନ୍ଦିତ। ଭିଏତନାମର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ମଧ୍ୟରେ ସେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏବଂ ଅନେକ ବ୍ୟବସାୟିକ ନେତାଙ୍କ ସହ ଭାରତ ଗସ୍ତରେ ଆସି ଭାରତ-ଭିଏତନାମ ସମ୍ପର୍କରେ ସେ ଯେଉଁ ପ୍ରାଥମିକତା ରଖିଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି।ଗ୍ୟାଙ୍ଗଟକରେ ସିକିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 28th, 10:25 am
ସିକିମର ରାଜ୍ୟପାଳ ଶ୍ରୀ ଓମ୍ ମାଥୁର ଜୀ, ଏଠିକାର ଲୋକପ୍ରିୟ , ଦକ୍ଷତା ପୂର୍ଣ୍ଣ ଯୁବ ଏବଂ ମୋର ପ୍ରିୟ ବନ୍ଧୁ ଶ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ସଂସଦରେ ମୋର ସହକର୍ମୀ ଶ୍ରୀ ଦୋରଜୀ ଶେରିଂ ଲେପଚା ଜୀ, ଡକ୍ଟର ଇନ୍ଦ୍ର ହାଙ୍ଗ ସୁବ୍ବା ଜୀ, ଶ୍ରୀ ଦିଲ୍ଲୀ ରାମ ଥାପା ଜୀ, ଏବଂ ସିକିମର ମୋର ପ୍ରିୟ ଭାଇ ଓ ଭଉଣୀମାନେ।PM Modi participates in the closing ceremony of Sikkim’s 50th Year of Statehood celebrations in Gangtok, Sikkim
April 28th, 10:15 am
Addressing the closing ceremony of Sikkim’s 50th Year of Statehood celebrations in Gangtok, Sikkim, PM Modi said the state exemplifies the spirit of ‘Ek Bharat, Shreshtha Bharat’. Highlighting tourism, sporting talent and the role of self-help groups in Sikkim, he termed the Northeast as India’s ‘Asht Lakshmi’ and called for collective efforts to accelerate Sikkim’s development and realise Viksit Bharat.The Dehradun-Delhi Economic Corridor will transform the entire region: PM Modi in Uttarakhand
April 14th, 01:25 pm
PM Narendra Modi inaugurated the Delhi-Dehradun Economic Corridor in Dehradun. In his address, he detailed the transformative benefits of the corridor and highlighted the project's multi-dimensional impact on the region. He also spoke about the construction of a nearly 12-kilometre elevated wildlife corridor as part of the expressway and urged tourists and pilgrims to keep sacred spaces clean and plastic-free.Prime Minister Shri Narendra Modi inaugurates Delhi–Dehradun Economic Corridor
April 14th, 01:20 pm
PM Narendra Modi inaugurated the Delhi-Dehradun Economic Corridor in Dehradun. In his address, he detailed the transformative benefits of the corridor and highlighted the project's multi-dimensional impact on the region. He also spoke about the construction of a nearly 12-kilometre elevated wildlife corridor as part of the expressway and urged tourists and pilgrims to keep sacred spaces clean and plastic-free.ଅପ୍ରେଲ ୧୪ରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
April 13th, 04:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଏପ୍ରିଲ୍, ୨୦୨୬ରେ ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶ ଗସ୍ତ କରିବେ। ପ୍ରାୟ ୧୧:୧୫ ସମୟରେ, ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ସହାରନପୁରରେ ଦିଲ୍ଲୀ-ଡେରାଡୁନ୍ ଅର୍ଥନୈତିକ କରିଡର ବନ୍ୟପ୍ରାଣୀ କରିଡରର ଉଚ୍ଚ ଅଂଶ ସମୀକ୍ଷା କରିବେ। ପ୍ରାୟ ୧୧:୪୦ ସମୟରେ, ପ୍ରଧାନମନ୍ତ୍ରୀ ଡେରାଡୁନ୍ ନିକଟସ୍ଥ ଜୟ ମା' ଦାତ କାଳୀ ମନ୍ଦିର ପରିଦର୍ଶନ ଏବଂ ପୂଜା କରିବେ। ଏହା ପରେ, ପ୍ରାୟ ୧୨:୩୦ ସମୟରେ, ପ୍ରଧାନମନ୍ତ୍ରୀ ଡେରାଡୁନ୍ରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଦିଲ୍ଲୀ-ଡେରାଡୁନ୍ ଅର୍ଥନୈତିକ କରିଡରର ଉଦଘାଟନ କରିବେ ଏବଂ ସମାବେଶକୁ ସମ୍ବୋଧିତ କରିବେ।TMC is Anti-North Bengal, Anti-tribal, Anti-tea garden, Anti-women & Anti-youth: PM Modi in Siliguri
April 12th, 01:15 pm
Ahead of the West Bengal Assembly elections, Prime Minister Narendra Modi today turbocharged the BJP’s campaign with a high-energy address in Siliguri, drawing massive public support. Addressing a packed rally in North Bengal, the PM launched a scathing attack on the ruling All India Trinamool Congress (TMC), accusing it of corruption, neglect and fostering a climate of fear.PM Modi’s high-energy speech electrifies the Siliguri crowd
April 12th, 01:00 pm
Ahead of the West Bengal Assembly elections, Prime Minister Narendra Modi today turbocharged the BJP’s campaign with a high-energy address in Siliguri, drawing massive public support. Addressing a packed rally in North Bengal, the PM launched a scathing attack on the ruling All India Trinamool Congress (TMC), accusing it of corruption, neglect and fostering a climate of fear.