ଧରିତ୍ରୀ ମାତାଙ୍କ ଆଶୀର୍ବାଦ ଉପରେ ଆଲୋକପାତ କରି ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
February 10th, 10:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧରିତ୍ରୀ ମାତାଙ୍କ ଆଶୀର୍ବାଦ ଉପରେ ଆଲୋକପାତ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ।PM Modi shares a Sanskrit Subhashitam Invoking Blessings for Health, Longevity and Service to the Nation
February 06th, 11:53 am
PM Modi today drew upon India’s timeless civilizational wisdom, invoking a prayer that reflects the nation’s collective aspiration. Quoting an ancient Sanskrit verse, the Prime Minister emphasized that the invocation embodies the spirit of India’s cultural heritage—where reverence for the Earth, commitment to well-being and dedication to service form the foundation of national progress.ଶୁଭାଂଶୁ ଶୁକ୍ଳାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
August 19th, 09:43 am
ପ୍ରଧାନମନ୍ତ୍ରୀ-ଆପଣ ନିଶ୍ଚୟ କିଛି ଭିନ୍ନ ଅନୁଭବ କରୁଛନ୍ତି। ମୁଁ କହିବାକୁ ଚାହୁଁଛି, ଆପଣ କ 'ଣ ଅନୁଭବ କରୁଛନ୍ତି?ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
August 19th, 09:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆଦିଲ୍ଲୀରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କରିଥିଲେ। ମହାକାଶ ଯାତ୍ରାର ପରିବର୍ତ୍ତନକାରୀ ଅଭିଜ୍ଞତା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଯାତ୍ରା କରିବା ପରେ ଜଣେ ନିଶ୍ଚିତଭାବେ କିଛିଟା ପରିବର୍ତ୍ତନ ଅନୁଭବ କରୁଥିବ ଏବଂ ମହାକାଶଚାରୀମାନେ ଏହି ପରିବର୍ତ୍ତନକୁ କିପରି ଦେଖନ୍ତି ଏବଂ ଅନୁଭବ କରନ୍ତି ତାହା ସେ ବୁଝିବାକୁ ଚେଷ୍ଟା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ ଶୁଭାଂଶୁ ଶୁକ୍ଳା କହିଥିଲେ ଯେ ମହାକାଶର ପରିବେଶ ସମ୍ପୂର୍ଣ୍ଣ ଭିନ୍ନ, ଏହାର ଏକ ପ୍ରମୁଖ କାରଣ ହେଉଛି ମାଧ୍ୟାକର୍ଷଣର ଅଭାବ ।In India, Tradition meets innovation, Spirituality meets science, and curiosity meets creativity: PM Modi
August 12th, 04:34 pm
Addressing the 18th International Olympiad on Astronomy and Astrophysics, PM Modi affirmed that India is deeply committed to nurturing scientific curiosity and empowering young minds. The PM highlighted the ‘One Nation One Subscription’ scheme that provides access to reputed international journals to students and researchers. He encouraged participants to align their efforts with the goal of benefiting humanity.ଅଷ୍ଟାଦଶ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ନଭୋବିଦ୍ୟା ବିଜ୍ଞାନ ଅଲମ୍ପିଆଡକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 12th, 04:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଷ୍ଟାଦଶ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ନଭୋବିଦ୍ୟା ବିଜ୍ଞାନ (ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସ) ଅଲମ୍ପିଆଡକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ, ପ୍ରଧାନମନ୍ତ୍ରୀ ୬୪ଟି ଦେଶର ୩୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ଯୋଡି ହୋଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି । ସେ ଅନ୍ତର୍ଜାତୀୟ ଅଲମ୍ପିଆଡ ପାଇଁ ସେମାନଙ୍କୁ ଭାରତରେ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ଭାରତରେ, ପରମ୍ପରା ନବସୃଜନ ସହିତ, ଆଧ୍ୟାତ୍ମିକତା ବିଜ୍ଞାନ ସହିତ ଏବଂ କୌତୁହଳ ସୃଜନଶୀଳତା ସହିତ ମିଶିଛି । ଶହ ଶହ ବର୍ଷ ଧରି, ଭାରତୀୟମାନେ ଆକାଶକୁ ଅବଲୋକନ କରି ବଡ଼ ବଡ ପ୍ରଶ୍ନ ପଚାରି ଆସୁଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଆର୍ଯ୍ୟଭଟ୍ଟଙ୍କ ଉଦାହରଣ ଦେଇଥିଲେ , ଯିଏକି ପଞ୍ଚମ ଶତାବ୍ଦୀରେ ଶୂନ (୦)ର ଉଦ୍ଭାବନ କରିଥିଲେ। ପୃଥିବୀ ନିଜ ଅକ୍ଷ ଚାରି ପାଖରେ ଘୂରେ ବୋଲି ସେ ପ୍ରଥମେ କହିଥିଲେ। ‘‘କହିବାକୁ ଗଲେ, ସେ ଶୂନ୍ୟରୁ ଆରମ୍ଭ କରିଥିଲେ ଏବଂ ଇତିହାସ ସୃଷ୍ଟି କରିଥିଲେ!’’ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।କ୍ରୁ-9 ମହାକାଶଚାରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
March 19th, 11:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସମେତ କ୍ରୁ-9 ମହାକାଶଚାରୀଙ୍କ ସୁରକ୍ଷିତ ପୃଥବୀ ପ୍ରତ୍ୟାବର୍ତ୍ତନକୁ ନେଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କ୍ରୁ-9 ମହାକାଶ ଯାତ୍ରୀଙ୍କ ସାହସ, ଦୃଢ଼ ସଂକଳ୍ପ ଏବଂ ମହାକାଶ ଅନ୍ୱେଷଣରେ ସେମାନଙ୍କର ଯୋଗଦାନକୁ ପ୍ରଶଂସା କରିଛନ୍ତି ।ଜୁଲାଇ ୨୬ ତାରିଖରେ ପ୍ରଗତି ମଇଦାନ ସ୍ଥିତ ଆର୍ନ୍ତଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସୌଧକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
July 24th, 07:45 pm
ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶରେ ସଭା, ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆୟୋଜନ ପାଇଁ ପ୍ରଗତି ମଇଦାନରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଥିବା ଆନ୍ତର୍ଜାତୀୟ ପ୍ରଦର୍ଶନୀ ତଥା ସମ୍ମିଳନୀ କେନ୍ଦ୍ର (ଆଇଇସିସି) ସଂକଳ୍ପବଦ୍ଧତାକୁ ଦର୍ଶାଇଛି । ପ୍ରଗତି ମଇଦାନରେ ପୁରାତନ ତଥା ପୁରୁଣା ସୁବିଧାଗୁଡ଼ିକର ନବୀକରଣ କରିଥିବା ଏହି ପ୍ରକଳ୍ପ ପ୍ରାୟ ୨୭୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ପ୍ରକଳ୍ପ ଭାବରେ ବିକଶିତ ହୋଇଛି । ପାଖାପାଖି ୧୨୩ ଏକର ପରିମିତ ଏକ ଅଞ୍ଚଳ ସହିତ, ଆଇଇସିସି ସୌଧ ଭାରତର ସର୍ବବୃହତ ଏମଆଇସିଇ (ବୈଠକ, ପ୍ରୋତ୍ସାହନ, ସମ୍ମିଳନୀ ଏବଂ ପ୍ରଦର୍ଶନୀ) ସ୍ଥଳ ଭାବରେ ବିକଶିତ ହୋଇଛି । କାର୍ଯ୍ୟକ୍ରମ ଗୁଡିକ ପାଇଁ ଉପଲବ୍ଧ ଆବୃତ ସ୍ଥାନ ଦୃଷ୍ଟିରୁ, ଆଇଇସିସି ସୌଧ ବିଶ୍ୱର ଶୀର୍ଷ ପ୍ରଦର୍ଶନୀ ଏବଂ ସମ୍ମିଳନୀ ସୌଧ ମଧ୍ୟରେ ସ୍ଥାନ ପାଇଛି ।ପୃଥିବୀ ଦିବସ ଅବସରରେ ଆମ ଗ୍ରହରେ ଜୀବନଯାପନ ଉନ୍ନତ କରିବାରେ ଉଦ୍ୟମରତ ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
April 22nd, 09:53 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୃଥିବୀ ଦିବସ ଅବସରରେ ଆମ ଗ୍ରହରେ ଜୀବନଯାପନ ଉନ୍ନତ କରିବାରେ ଉଦ୍ୟମରତ ବ୍ୟକ୍ତିବିଶେଷଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।ଭାରତର ଜି-୨ଠ ନେତୃତ୍ୱ ପାଇଁ ଲୋଗୋ, ଥିମ ଏବଂ ୱେବସାଇଟର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 08th, 07:31 pm
ମୋର ପ୍ରିୟ ଦେଶବାସୀ ଏବଂ ବିଶ୍ୱ ସମୁଦାୟର ସମସ୍ତ ପରିବାରଗଣ, କିଛି ଦିନ ପରେ, ଡିସେମ୍ବର ପହିଲାରୁ ଭାରତ, ଜି-୨ଠର ଅଧ୍ୟକ୍ଷତା କରିବ । ଭାରତ ପାଇଁ ଏହା ଏକ ଐତିହାସିକ ଅବସର ଅଟେ । ଆଜି ଏହି ସଂଦର୍ଭରେ ଏହି ସମ୍ମିଳନୀର ୱେବସାଇଟ, ଥିମ ଏବଂ ଲୋଗୋକୁ ଉନ୍ମୋଚନ କରାଯାଇଛି । ମୁଁ ସମସ୍ତ ଦେଶବାସୀଙ୍କୁ ଏହି ଅବସରରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।ଭାରତର ଜି-୨ଠ ସଭାପତିତ୍ୱ ଅବସରରେ ଏହାର ଲୋଗୋ ଓ ୱେବସାଇଟକୁ ଆଭାସୀ ଜରିଆରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
November 08th, 04:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଠ୮-୧୧-୨ଠ୨୨) ଆଭାସୀ ମାଧ୍ୟମରେ ଜି-୨ଠରେ ଭାରତ ଅଧ୍ୟକ୍ଷତାରେ ଲୋଗୋ, ବାର୍ତ୍ତା ଓ ୱେବସାଇଟ ଉନ୍ମୋଚନ କରିଛନ୍ତି ।Lifestyle of the planet, for the planet and by the planet: PM Modi at launch of Mission LiFE
October 20th, 11:01 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.PM launches Mission LiFE at Statue of Unity in Ekta Nagar, Kevadia, Gujarat
October 20th, 11:00 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.ରୋଟାରୀ ଇଣ୍ଟରନେସନାଲର ବିଶ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 05th, 09:46 pm
ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ରୋଟାରିଆନମାନଙ୍କର ବୃହତ ପରିବାର, ପ୍ରିୟ ବନ୍ଧୁଗଣ, ନମସ୍କାର! ରୋଟାରୀ ଇଣ୍ଟରନେସନାଲ ସମ୍ମିଳନୀକୁ ସମ୍ବୋଧିତ କରି ମୁଁ ଖୁସି ଯେ ଏହି ଭଳି ପ୍ରତ୍ୟେକ ରୋଟାରୀ ସମାବେଶ ଏକ ମିନି-ଗ୍ଲୋବାଲ୍ ଆସେମ୍ବ୍ଲି ପରି । ସେଠାରେ ବିବିଧତା ଏବଂ ସ୍ପନ୍ଦନ ଅଛି । ଆପଣ ସମସ୍ତେ ନିଜ ନିଜ କ୍ଷେତ୍ରରେ ସଫଳ ଅଟନ୍ତି । ତଥାପି, ଆପଣ କେବଳ କାର୍ଯ୍ୟ କରିବାରେ ନିଜକୁ ସୀମିତ କରିନାହାଁନ୍ତି । ଆମର ପୃଥିବୀକୁ ଉନ୍ନତ କରିବାକୁ ତୁମର ଇଚ୍ଛା ତୁମକୁ ଏହି ପ୍ଲାଟଫର୍ମରେ ଏକାଠି କରିଛି । ଏହା ସଫଳତା ଏବଂ ସେବାର ପ୍ରକୃତ ମିଶ୍ରଣ ।ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
June 05th, 09:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରୋଟାରୀ ଇଣ୍ଟରନେସନାଲ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ରୋଟାରୀଆନମାନଙ୍କୁ ଏକ ସେବା ଓ ସଫଳତାର ପ୍ରକୃତ ମିଶ୍ରଣ” ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକାରର ପ୍ରତ୍ୟେକ ରୋଟାରୀ ସମାବେଶ ଏକ ମିନି-ଗ୍ଲୋବାଲ୍ ଆସେମ୍ବଲି । ସେଠାରେ ବିବିଧତା ଏବଂ ସ୍ପନ୍ଦନ ଅଛି ।‘ଲାଇଫ୍’ ଆନ୍ଦୋଳନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଅଭିଭାଷଣ
June 05th, 07:42 pm
ୟୁଏନଇପିର ଗ୍ଲୋବାଲ୍ ମୁଖ୍ୟ ମହାମହୀମ ଇଙ୍ଗର ଆଣ୍ଡରସନ, ୟୁଏନଡିପିର ଗ୍ଲୋବାଲ୍ ହେଡ୍ ମହାବହୀମ ଆଚିମ୍ ଷ୍ଟେନର, ମୋର ବନ୍ଧୁ ବିଶ୍ୱ ବ୍ୟାଙ୍କର ସଭାପତି ଲର୍ଡ ନିକୋଲାସ୍ ଷ୍ଟର୍ଣ୍ଣ, ମିଷ୍ଟର କାସ୍ ସନଷ୍ଟେନ୍, ମୋର ବନ୍ଧୁ ବିଲ୍ ଗେଟ୍ସ, ଶ୍ରୀ ଅନୀଲ ଦାସଗୁପ୍ତା, ଭାରତର ପରିବେଶ ବିଭାଗ ମନ୍ତ୍ରୀ ଶ୍ରୀ ଭୂପୀନ୍ଦର ଯାଦବ,PM launches global initiative ‘Lifestyle for the Environment- LiFE Movement’
June 05th, 07:41 pm
Prime Minister Narendra Modi launched a global initiative ‘Lifestyle for the Environment - LiFE Movement’. He said that the vision of LiFE was to live a lifestyle in tune with our planet and which does not harm it.ଜୈନ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସଂଗଠନର ‘JITO Connect 2022’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 06th, 02:08 pm
JITO ସଂଯୋଗର ଏହି ଶିଖର ସମ୍ମିଳନୀ ସ୍ୱାଧୀନତାର ୭୫ତମ ବର୍ଷରେ ଅମୃତ ମହୋତ୍ସବରେ ଅନୁଷ୍ଠିତ ହେଉଛି। ଏଠାରୁ ଦେଶ ସ୍ୱାଧୀନତାର ଅମୃତ କାଳକୁ ପ୍ରବେଶ କରୁଛି । ବର୍ତ୍ତମାନ ଦେଶ ସମ୍ମୁଖରେ ଆଗାମୀ ୨୫ ବର୍ଷରେ ଏକ ସୁବର୍ଣ୍ଣ ଭାରତ ଗଠନ ପାଇଁ ସଂକଳ୍ପ ଅଛି । ତେଣୁ ଏଥର ଆପଣ ଯେଉଁ ଥିମ ରଖିଛନ୍ତି, ଏହି ଥିମ ମଧ୍ୟ ନିଜେ ବହୁତ ଉପଯୁକ୍ତ । ଟୁଗେଦର, ଟୁୱାର୍ଡସ, ଟୁମୋରୋ ଏବଂ ମୁଁ କହିପାରେ ଯେ ଏହା ସେହି କଥା ଯାହା ସମସ୍ତଙ୍କ ପ୍ରୟାସର ଭାବନା, ଯାହା ସ୍ୱାଧୀନତାର ଅମୃତ କାଳରେ ଦ୍ରୁତ ବିକାଶର ମନ୍ତ୍ର ଅଟେ । ଆଗାମୀ ତିନିଦିନରେ ଆପଣ ସମସ୍ତଙ୍କର ପ୍ରୟାସ ଏହି ଭାବନାକୁ ସବୁ ଦିଗରେ ବିକଶିତ କରିବା ଉଚିତ, ବିକାଶ ସର୍ବବ୍ୟାପି ହେବା ଉଚିତ, ସମାଜର ଶେଷ ବ୍ୟକ୍ତି ମଧ୍ୟ ଏଥିରୁ ବଂଚିତ ହେବା ଉଚିତ ନୁହେଁ ।‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
May 06th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜୈନ ଅନ୍ତର୍ଜାତୀୟ ବାଣିଜ୍ୟ ସଙ୍ଗଠନର ‘ଜିଆଇଟିଓ କନେକ୍ଟ ୨୦୨୨’ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ।ଗ୍ଲାସଗୋରେ ସିଓପି୨୬ ଶିଖର ସମ୍ମିଳନୀରେ ‘ସ୍ୱଚ୍ଛ ପ୍ରଯୁକ୍ତି ଉଦ୍ଭାବନ ଓ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ’ ପ୍ରସଙ୍ଗରେ ଆୟୋଜିତ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସମ୍ଭାଷଣ
November 02nd, 07:45 pm
ଆଜି ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ଶୁଭାରମ୍ଭ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଏବଂ ବ୍ରିଟେନର ଗ୍ରିନ ଗ୍ରିଡ କାର୍ଯ୍ୟକ୍ରମରୁ ଆସିଥିବା ଏହି ପଦକ୍ଷେପ ଦ୍ୱାରା ‘ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରିଡ’ ନେଇ ଥିବା ମୋର ଦୀର୍ଘ ବର୍ଷର ପରିକଳ୍ପନାକୁ ଆଜି ଏକ ଠୋସ ରୂପ ମିଳିଛି । ମାନ୍ୟଗଣ, ଶିଳ୍ପ ବିପ୍ଳବକୁ ଜୀବାଶ୍ମ ଇନ୍ଧନ ଶକ୍ତି ଦେଉଥିଲା । ଜୀବାଶ୍ମ ଇନ୍ଧନର ବ୍ୟବହାର ଦ୍ୱାରା ଅନେକ ଦେଶ ସମୃଦ୍ଧ ତ ହୋଇଛନ୍ତି, କିନ୍ତୁ ଆମ ପୃଥିବୀ, ଆମର ପରିବେଶ ଏହାଦ୍ୱାରା ପ୍ରଭାବିତ ହୋଇଛି । ଜୀବାଶ୍ମ ଇନ୍ଧନ ପାଇଁ ଏହି ଦୌଡ଼ ଭୌଗୋଳିକ-ରାଜନୈତିକ ବିବାଦ ମଧ୍ୟ ସୃଷ୍ଟି କରିଛି । କିନ୍ତୁ ଆଜି ପ୍ରଯୁକ୍ତି ଆମକୁ ଏକ ମହତ୍ତ୍ୱପୂର୍ଣ୍ଣ ବିକଳ୍ପ ପ୍ରଦାନ କରିଛି ।