We have resolved that even the poorest of the poor in this country will have a roof over their head: PM

January 03rd, 08:30 pm

In the heartwarming conversation with the beneficiaries moving into Swabhiman Apartments, Prime Minister Shri Narendra Modi expressed his joy at the transformation brought about by the Government's housing initiative. The interaction reflected the positive changes in the lives of families who had previously lived in slums and now have access to permanent homes.

Prime Minister Interacts with the Beneficiaries of Swabhiman Apartments

January 03rd, 08:24 pm

In the heartwarming conversation with the beneficiaries moving into Swabhiman Apartments, Prime Minister Shri Narendra Modi expressed his joy at the transformation brought about by the Government's housing initiative. The interaction reflected the positive changes in the lives of families who had previously lived in slums and now have access to permanent homes.

ଭିଡିଓ ବ୍ରିଜ ଯୋଗେ ଦେଶବ୍ୟାପୀ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

July 12th, 10:30 am

ଆପଣମାନେ ଆଜି ଏତେ ସଂଖ୍ୟାରେ ମାତେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଦୂର ଦୂରାନ୍ତରୁ ନିଜ ଗ୍ରାମରୁ କୋଟି କୋଟି ମା’ ଓ ଭଉଣୀମାନେ ଆଜି ମୋତେ ଆଶୀର୍ବାଦ ପ୍ରଦାନ କରୁଛନ୍ତି । କିଏ ବା ଏପରି ହେବ ଯାହାକୁ କି ଏହି ସୌଭାଗ୍ୟ କାରଣରୁ ଉର୍ଜା ମିଳିବ ନାହିଁ ତଥା କାମ କରିବାର ସାହସ ମିଳିବ ନାହିଁ । ଆପଣମାନେ ହିଁ ହେଉଛନ୍ତି ସେଇ ଲୋକ ଯେଉଁମାନଙ୍କ ଆଶୀର୍ବାଦ ମୋତେ ଦେଶ ପାଇଁ କିଛି ନା କିଛି କରିବା ଲାଗି ସବୁବେଳେ ନୂତନ ଶକ୍ତି ପ୍ରଦାନ କରିଆସିଛି । ଆପଣମାନେ ସବୁ ହେଉଛନ୍ତି ନିଜ ମଧ୍ୟରେ ସଂକଳ୍ପରେ ଧନୀ । ଉଦ୍ୟମଶୀଳତା ପାଇଁ ସମର୍ପିତ । ଏବଂ ଆପଣମାନଙ୍କୁ ନେଇ ଦଳଗତ ଭାବେ କିପରି କାମ କରାଯାଇ ପାରିବ, ଏକ ସାମୁହିକ ପ୍ରୟାସ କିପରି ଭାବେ କରାଯାଇ ପାରିବ । ମୁଁ ଭାବୁଛି ଦୁନିଆର ବଡ ବଡ ବିଶ୍ୱବିଦ୍ୟାଳୟ ଏହି ବିଷୟକୁ ନେଇ କଳ୍ପନା କରିପାରିବେ ନାହିଁ କି ମୋର ହିନ୍ଦୁସ୍ଥାନର ଏହି ଗରିବ ମା’ ଓ ଭଉଣୀମାନେ ଯେଉଁମାନଙ୍କ ମଧ୍ୟରୁ ବହୁତ କମ ଲୋକଙ୍କୁ ପଢ଼ିବାର ସୌଭାଗ୍ୟ ମିଳିଛି, ମାତ୍ର ଦଳଗତ ଭାବନା କ’ଣ, ମିଳିତ ଭାବେ କିପରି କାମ କରିବାକୁ ହୁଏ ଓ କାମକୁ କିପରି ଭାବେ ବାଣ୍ଟିବାକୁ ହୁଏ ସେ ସମ୍ବନ୍ଧରେ ସେମାନଙ୍କୁ ଜଣାଅଛି ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଭିଡିଓ କନଫେରେନ୍ସ ଜରିଆରେ କଲେ ଆଲୋଚନା

July 12th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଭିଡିଓ କନଫରେନ୍ସ ଜରିଆରେ ଦେଶର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଦୀନ ଦୟାଲ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ଗୋଷ୍ଠୀରୁ ପ୍ରତିନିଧିତ୍ୱ କରୁଥିବା ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପହଂଚାଯାଇପାରିଥିଲା । ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା ପର୍ଯ୍ୟାୟର ଏହା ନବମ ମତ ବିନିମୟ ।

ଦାମନ ଓ ଦିଉରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 24th, 02:09 pm

ବୋଧହୁଏ ଦାମନର ଇତିହାସରେ ପୂର୍ବରୁ ନା କେବେ ଏତେ ବଡ଼ ଜନ ସମୁଦ୍ର ଆସିଥିବ ଏବଂ ନା କେବେ ଦାମନର, ଦିଉର ବିକାଶ ପାଇଁ ପାଖା ପାଖି ଏକ ହଜାର କୋଟି ଟଙ୍କାର ଯୋଜନା କେବେ ଲାଗୁ କରାଯାଇଥିବ – ତାହା ବୋଧହୁଏ ପୂର୍ବରୁ କେବେ ହୋଇ ନ ଥିବ ।

ଦାମନ ଏବଂ ଦିଉରେ 1 ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;

February 24th, 02:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦାମନ ଏବଂ ଦିଉରେ 1 ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି । ସେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିବା ସହିତ ଦାମନ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ ।

ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 28, 2018

January 28th, 07:35 pm

ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।

ନାରୀଶକ୍ତି ସମାଜର ବାଧାବିଘ୍ନକୁ ଭାଙ୍ଗି ଅଗ୍ରସର ହେଉଛନ୍ତି : 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

January 28th, 11:45 am

ନୂଆ ବର୍ଷର ପ୍ରଥମ 'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ ମହିଳା ସଶକ୍ତିକରଣ ,ସ୍ୱଚ୍ଛତା ,ଜନଔଷଧି କେନ୍ଦ୍ର ଏବଂ ପଦ୍ମ ପୁରସ୍କାର ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମାଗାନ୍ଧୀଙ୍କୁ ମଧ୍ୟ ସ୍ମରଣ କରି କହିଲେ ଯେ ବାପୁ କେବଳ ଶାନ୍ତି ଏବଂ ଅହିଂସାର ମନ୍ତ୍ରରେ ବିଶ୍ୱାସ କରୁଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଯଦି ଆମେ ତାଙ୍କ ଦ୍ଵାରା ଦେଖାଯାଇଥିବା ମାର୍ଗର ପାଳନ କରିବା ତ ମହାତ୍ମାଗାନ୍ଧୀଙ୍କ ପାଇଁ ଏକ ଉତ୍ତମ ଶ୍ରଦ୍ଧାଞ୍ଜଳି ହେବ ।

"ସ୍ୱଚ୍ଛ ଭାରତ ଉଦ୍ଦେଶ୍ୟରେ ମାଡ ଖାଇ ମୃତ୍ୟୁବରଣ କରିଥିବା ଇ-ରିକ୍ସା ଡ୍ରାଇଭରଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା "

May 29th, 10:00 pm

ନୂଆଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ପରିସ୍ରା କରିବା ପାଇଁ ଦୁଇ ଜଣଙ୍କୁ ବାରଣ କରିବା ପରେ ମାଡ଼ ଖାଇ ମୃତ୍ୟୁବରଣ କରିଥିବା ଇ-ରିକ୍ସା ଡ୍ରାଇଭର ରବିନ୍ଦ୍ର କୁମାରଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରିଲିଫ ପାଣ୍ଠିରୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଘଟଣାଟିକୁ ନିନ୍ଦା କରିବା ସହ ଏପରି ଅମାନବୀୟ କାର୍ଯ୍ୟ କରିଥିବା ଅପରାଧୀଙ୍କୁ ଗିରଫ କରି ଦଣ୍ଡ ବିଧାନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Social Media Corner 31st August

August 31st, 07:25 pm

Your daily does of governance updates from Social Media. Your tweets on governance get featured here daily. Keep reading and sharing!

जाति-धर्म नहीं, विकास ही हमारा एजेंडा - मोदी

July 05th, 12:01 pm



A Clean & Green Simhasth Kumbh

May 05th, 06:13 pm



Prime Minister Modi hands over e-rickshaws, interacts with the beneficiaries

May 01st, 06:45 pm



Shri Narendra Modi to visit Uttar Pradesh on May 1st, 2016

April 30th, 07:40 pm



'Stand up India scheme' aims to empower every Indian & enable them to stand on their own feet: PM Modi

April 05th, 05:19 pm



'Stand up India' gives wings to the poor & the marginalised

April 05th, 05:18 pm



PM to launch 'Stand Up India' Initiative at Noida on 5th April, 2016

April 04th, 05:25 pm



Whole world has recognised that India is the fastest growing major economy in the world today: PM Modi at a function organised by Bharatiya Micro Credit

January 22nd, 07:30 pm



PM attends function for distribution of e-rickshaws in Lucknow; interacts with rickshaw pullers and their families

January 22nd, 05:17 pm



PM to visit Varanasi and Lucknow on 22nd January, 2016

January 21st, 08:27 pm