ପ୍ରଧାନମନ୍ତ୍ରୀ ଡିଆରଡିଓର ପୂର୍ବତନ ମହାନିଦେ୍ର୍ଦଶକ ଡ. ଭି. ଏସ. ଅରୁଣାଚଲମଙ୍କ ବିୟୋଗରେ ଶୋକପ୍ରକାଶ କଲେ

August 17th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ)ର ପୂର୍ବତନ ମହାନିଦେ୍ର୍ଦଶକ ଡ. ଭି. ଏସ. ଅରୁଣାଚଲମଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।