ଭାରତୀୟ ସଂସ୍କୃତି ଏବଂ ଆଧ୍ମୟାତ୍ମିକତା ବାବଦରେ ଡ. ଟୋନି ନାଦାରଙ୍କ ଭାବନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

February 15th, 05:56 pm

ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତା ବାବଦରେ ଡ. ଟୋନିନାଦାରଙ୍କ ଗଭୀର ଭାବନା ଏବଂ ଜାଣିବାର ଇଚ୍ଛାଶକ୍ତିକୁ ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।