୭୯ତମ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
August 15th, 07:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସଅବସରରେ ଶୁଭେଚ୍ଛା ଏବଂ ଶୁଭକାମନା ପାଇଁ ବିଶ୍ୱନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
July 26th, 06:47 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେ ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ‘ସମ୍ମାନିତ ଅତିଥି’ ଭାବରେ ଯୋଗ ଦେଇଛନ୍ତି। ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଥମ ବିଦେଶୀ ନେତା ଯାହାଙ୍କୁ ରାଷ୍ଟ୍ରପତି ମୁଇଜୁ ଆତିଥ୍ୟ ପ୍ରଦାନ କରିଛନ୍ତି।Release of Commemorative Stamps on the occasion of the 60th anniversary of establishment of India-Maldives diplomatic relations
July 25th, 09:08 pm
PM Modi and Malpes President Muizzu jointly released commemorative stamps on the occasion of the 60th anniversary of the establishment of India-Malpes diplomatic relations. Reflecting the age-old bilateral ties, the stamps depict the Indian boat Uru - a large wooden dhow handcrafted in the historic boatyards of Beypore, Kerala, and the traditional Malpian fishing boat - Vadhu Dhoni.Prime Minister meets the President of Maldives
July 25th, 08:48 pm
PM Modi has met Malpes President Muizzu in Male. Both the leaders took stock of the progress in the implementation of the India-Malpes Joint Vision for a ‘Comprehensive Economic and Maritime Security Partnership’ and also witnessed exchange of 6 MOUs. The PM reiterated India’s commitment to further deepen ties with Malpes in keeping with its Neighbourhood First’ and Vision MAHASAGAR policies.ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି
July 25th, 08:43 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁ ଆଜି ମାଲେଠାରେ ମାଳଦ୍ୱୀପର ଅତ୍ୟାଧୁନିକ ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଓଡି) ସୌଧକୁ ମିଳିତ ଭାବେ ଉଦଘାଟନ କରିଛନ୍ତି।ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 25th, 06:00 pm
ସର୍ବପ୍ରଥମେ, ସମସ୍ତ ଭାରତୀୟଙ୍କ ପକ୍ଷରୁ, ମୁଁ ସ୍ୱାଧୀନତାର ୬୦ ବର୍ଷର ଐତିହାସିକ ବାର୍ଷିକୀ ପାଳନ ଅବସରରେ ରାଷ୍ଟ୍ରପତି ଏବଂ ମାଳଦ୍ୱୀପର ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି ।ମାଳଦ୍ୱୀପର ମାଲେରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
July 25th, 10:28 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ମାଳଦ୍ୱୀପରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ତାଙ୍କୁ ବ୍ୟକ୍ତିଗତ ଭାବେ ସ୍ୱାଗତ କରିଥିଲେ। ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।ବ୍ରିଟେନ ଓ ମାଳଦ୍ୱୀପ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦାୟୀ ଅଭିଭାଷଣ
July 23rd, 01:05 pm
ଗତ କିଛି ବର୍ଷ ଭିତରେ ଭାରତ ଓ ବ୍ରିଟେନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା, ଶିକ୍ଷା, ଗବେଷଣା, ସ୍ୱାସ୍ଥ୍ୟ ପରି ଅନେକ କ୍ଷେତ୍ରରେ ଦୁଇ ଦେଶ ଭିତରେ ସମ୍ପର୍କ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ସାର କେୟର ଷ୍ଟାରମରଙ୍କୁ ସାକ୍ଷାତ କରିବା ବେଳେ ପ୍ରଗତି ଓ ବିକାଶକୁ ଲକ୍ଷ୍ୟ ରଖି ଦୁଇ ଦେଶ ଭିତରେ ଆର୍ଥିକ କାରବାର ବୃଦ୍ଧି ପାଇଁ କଥା ହେବି । ଫଳରେ ଦୁଇ ଦେଶ ଭିତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ମୋ ଗସ୍ତ ସମୟରେ ରାଜା ଚାର୍ଲସ ତୃତୀୟଙ୍କୁ ବି ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।ପ୍ରଧାନମନ୍ତ୍ରୀଙ୍କ ବ୍ରିଟେନ ଓ ମାଳଦ୍ୱୀପ ଗସ୍ତ (ଜୁଲାଇ 23 - 26, 2025)
July 20th, 10:49 pm
ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ 23 ରୁ 26 ମଧ୍ୟରେ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତରେ ଯିବେ । ସେ ପିଏମ ଷ୍ଟାରମରଙ୍କ ସହ ବ୍ୟାପକ ଆଲୋଚନା କରିବେ ଏବଂ ସେମାନେ ସିଏସପିର ଅଗ୍ରଗତି ର ସମୀକ୍ଷା କରିବେ । ଆସନ୍ତା 26 ତାରିଖରେ ମାଳଦ୍ୱୀପର ସ୍ୱାଧୀନତାର 60ତମ ବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ସେ ମାଳଦ୍ୱୀପର ରାଷ୍ଟ୍ରପତି ମୁଇଜୁଙ୍କୁ ଭେଟିବେ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।୭୬ତମ ଜନରାଜ୍ୟ ଦିବସରେ ଶୁଭେଚ୍ଛା ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
January 26th, 05:56 pm
ଭାରତର ୭୬ତମ ଜନରାଜ୍ୟ ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତାମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଜଣାଇଛନ୍ତି ।ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ଭାରତ ଗସ୍ତ (ଅକ୍ଟୋବର ୦୬-ଅକ୍ଟୋବର ୧୦, ୨୦୨୪)ର ପରିଣାମଗୁଡ଼ିକର ସୂଚୀ
October 07th, 03:40 pm
ଭାରତ-ମାଳଦ୍ୱୀପ: ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ନିରାପତ୍ତା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ ଉପରେ ସହମତିଭାରତ ଏବଂ ମାଳଦ୍ୱୀପ: ବ୍ୟାପକ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ
October 07th, 02:39 pm
07.10.2024 : ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପର ରାଷ୍ଟ୍ରପତି ମହାମହିମ ଡ. ମହମ୍ମଦ ମୁଇଜୁ ୭ ଅକ୍ଟୋବର ୨୦୨୪ରେ ସାକ୍ଷାତ କରି ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ଦିଗର ସମୀକ୍ଷା କରିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କର ସମଗ୍ର ଦିଗକୁ ବ୍ୟାପକ ଭାବେ ସମୀକ୍ଷା କରିଥିଲେ ଏବଂ ଉଭୟ ଦେଶର ଐତିହାସିକ ଘନିଷ୍ଠ ଏବଂ ସ୍ୱତନ୍ତ୍ର ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ହୋଇଥିବା ଅଗ୍ରଗତିକୁ ଉଲ୍ଲେଖ କରିଥିଲେ ଯାହା ଦୁଇ ଦେଶର ଜନସାଧାରଣଙ୍କ ଉନ୍ନତିରେ ଅତ୍ୟନ୍ତ ସହାୟକ ହୋଇଛି ।ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ମହମ୍ମଦ ମୁଇଜୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତ
October 07th, 12:25 pm
ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ମୁଇଜ୍ଜୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳକୁ ହାର୍ଦ୍ଦିକ ସ୍ୱାଗତ କରୁଛି।୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 15th, 09:20 pm
୭୮ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓଅଭିନନ୍ଦନ ଜଣାଇଥିବାରୁ ବିଶ୍ୱ ନେତୃତ୍ୱଙ୍କୁଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦୀ ।ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ନେତାମାନେ ଅଂଶଗ୍ରହଣ କରିଥିଲେ
June 09th, 11:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ୯ ଜୁନ ୨୦୨୪ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ନେତାମାନେ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ପାଇଁ ବିଭିନ୍ନ ଦେଶର ନେତାଙ୍କ ଭାରତ ଗସ୍ତ
June 08th, 12:24 pm
୨୦୨୪ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ୯ ଜୁନ ୨୦୨୪ରେ ଅନୁଷ୍ଠିତ ହେବ । ଏହି ଅବସରରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳର ନେତାମାନଙ୍କୁ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
December 01st, 09:35 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଏଇରେ କପ୍ ୨୮ ସମ୍ମିଳନୀରେ ଯୋଗ ଦେବା ଅବସରରେ ୨୦୨୩ ଡିସେମ୍ବର ୧ରେ ମାଳଦ୍ୱୀପ ରାଷ୍ଟ୍ରପତି ଡ. ମହମ୍ମଦ ମୁଇଜୁଙ୍କୁ ଭେଟିଛନ୍ତି ।ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡ. ମହମ୍ମଦ ମୁଇଜ୍ଜୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 01st, 09:34 am
ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଡ. ମହମ୍ମଦ ମୁଇଜ୍ଜୁଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।