ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଷୋଡଶ ଅର୍ଥ ଆୟୋଗର ପ୍ରତିନିଧି ଦଳଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 17th, 08:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୋଗର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ୧୬ତମ ଅର୍ଥ ଆୟୋଗ ସଦସ୍ୟଙ୍କ ଏକ ପ୍ରତିନିଧି ଦଳକୁ ଭେଟିଥିଲେ।