ପୁଡୁଚେରୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 01st, 12:00 pm
ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ରଙ୍ଗାସାମୀ, ମୋର କେନ୍ଦ୍ର କ୍ୟାବିନେଟ୍ ସହଯୋଗୀ ଶ୍ରୀ ମନସୁଖ ମାଣ୍ଡଭୀୟ, ପୁଡୁଚେରୀର ଉପରାଜ୍ୟପାଳ ଶ୍ରୀ କେ. କୈଳାସନାଥନ, ରାଜ୍ୟ ବିଧାନସଭାର ବାଚସ୍ପତି ଶ୍ରୀ ଆର. ସେଲଭାମ, ଗୃହମନ୍ତ୍ରୀ ଶ୍ରୀ ଏ. ନମାସ୍ସିଭ୍ୟମ, ଅନ୍ୟ ନେତାଗଣ, ପୁଡୁଚେରୀର ମୋର ପ୍ରିୟ ଭଉଣୀ ଏବଂ ଭାଇମାନେ, ବନକ୍କମ!ପୁଡୁଚେରୀରେ ୨,୭୦୦ କୋଟିରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 01st, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀରେ ୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗତିଶୀଳତା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଦିଗରେ ପରିବର୍ତ୍ତନ କରିବା ଲକ୍ଷ୍ୟ ନେଇ ଆଗେଇଯାଉଛି।ଡକ୍ଟର ଏପିଜେ ଅବୁଦଲ କଲାମଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
October 15th, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।An RSS shakha is a ground of inspiration, where the journey from 'me' to 'we' begins: PM Modi
October 01st, 10:45 am
In his address at the centenary celebrations of the Rashtriya Swayamsevak Sangh (RSS), PM Modi extended his best wishes to the countless swayamsevaks dedicated to the resolve of national service. He announced that, to commemorate the occasion, the GoI has released a special postage stamp and a coin. Highlighting the RSS’ five transformative resolutions, the PM remarked that in times of calamity, swayamsevaks are among the first responders.ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 01st, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବୋଧିତ କରିଛନ୍ତି। ଏହି ଅବସରରେ, ଶ୍ରୀ ମୋଦୀ ସମସ୍ତ ନାଗରିକଙ୍କୁ ନବରାତ୍ରିର ଶୁଭେଚ୍ଛା ଜଣାଇ କହିଥିଲେ ଯେ ଆଜି ମହାନବମୀ ଏବଂ ଦେବୀ ସିଦ୍ଧିଦାତ୍ରୀଙ୍କ ଦିବସ। ସେ ଉଲ୍ଲେଖ କରିଥିଲେ ଯେ ଆସନ୍ତାକାଲି ବିଜୟାଦଶମୀର ମହାନ ପର୍ବ, ଯାହା ଭାରତୀୟ ସଂସ୍କୃତିର ଚିରନ୍ତନ ଘୋଷଣାର ପ୍ରତୀକ: ଅନ୍ୟାୟ ଉପରେ ନ୍ୟାୟ, ମିଥ୍ୟା ଉପରେ ସତ୍ୟ ଏବଂ ଅନ୍ଧାର ଉପରେ ଆଲୋକର ବିଜୟ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ୧୦୦ ବର୍ଷ ପୂର୍ବେ ଏପରି ଏକ ପବିତ୍ର ଅବସରରେ ପ୍ରତିଷ୍ଠିତ ହୋଇଥିଲା ଏବଂ କହିଛନ୍ତି ଯେ ଏହା କୌଣସି ସଂଯୋଗ ନୁହେଁ। ସେ କହିଛନ୍ତି ଯେ ଏହା ହଜାର ହଜାର ବର୍ଷ ପୁରୁଣା ଏକ ପ୍ରାଚୀନ ପରମ୍ପରାର ପୁନରୁଦ୍ଧାର, ଯେଉଁଥିରେ ଜାତୀୟ ଚେତନା ପ୍ରତ୍ୟେକ ଯୁଗର ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ନୂତନ ରୂପରେ ନିଜକୁ ପ୍ରକାଶ କରେ। ସେ କହିଛନ୍ତି ଯେ ଏହି ଯୁଗରେ, ସଂଘ ସେହି ଅନନ୍ତ ଜାତୀୟ ଚେତନାର ଏକ ସଦ୍ଗୁଣ ପ୍ରତିମୂର୍ତ୍ତି।The history and legacy of the Chola Empire reflect the strength and true potential of our great nation: PM Modi
July 27th, 12:30 pm
In his address during the Aadi Thiruvathirai Festival at the Gangaikonda Cholapuram temple in Tamil Nadu, PM Modi said that the legacy of Rajaraja Chola and Rajendra Chola is synonymous with India's identity and pride. He remarked that the economic and strategic advancements achieved during the Chola era continue to inspire modern India. The PM affirmed his resolve to further strengthen the spirit of pride in India’s rich heritage.ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
July 27th, 12:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ । ସର୍ବଶକ୍ତିମାନ ଭଗବାନ ଶିବଙ୍କୁ ପ୍ରଣାମ କରି, ରାଜରାଜା ଚୋଳଙ୍କ ପବିତ୍ର ଭୂମିରେ ଦିବ୍ୟ ଶିବ ଦର୍ଶନ ମାଧ୍ୟମରେ ଅନୁଭୂତ ଗଭୀର ଆଧ୍ୟାତ୍ମିକ ଶକ୍ତିକୁ ପ୍ରତିଫଳିତ କରି, ଶ୍ରୀ ଇଲୈୟାରାଜଙ୍କ ସଙ୍ଗୀତ ଏବଂ ଓଧୂବରମାନଙ୍କ ପବିତ୍ର ମନ୍ତ୍ର ସହିତ, ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଏହି ଆଧ୍ୟାତ୍ମିକ ପରିବେଶ ଆତ୍ମାକୁ ଗଭୀର ଭାବରେ ଆକର୍ଷିତ କରିଛି ।ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
July 27th, 09:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟି ସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାଗଦର୍ଶକ ଏବଂ ଜରେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ ।ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
October 15th, 10:21 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଖ୍ୟାତ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।Congress & BRS have three things in common in their DNA, dynasty, corruption and appeasement: PM Modi
November 07th, 05:05 pm
Continuing his election campaigning spree, Prime Minister Narendra Modi spoke at a public rally in Hyderabad, Telangana, where he conveyed his heartfelt greetings to the people of the state. He acknowledged that the winds that bring change can be witnessed through such public gatherings in Telangana. Also, recognising a message that perse people from every corner of Telangana brought along, PM Modi said, “The trust of Telangana is now with the BJP.”PM Narendra Modi addresses a public meeting in Hyderabad, Telangana
November 07th, 04:44 pm
Continuing his election campaigning spree, Prime Minister Narendra Modi spoke at a public rally in Hyderabad, Telangana, where he conveyed his heartfelt greetings to the people of the state. He acknowledged that the winds that bring change can be witnessed through such public gatherings in Telangana. Also, recognising a message that perse people from every corner of Telangana brought along, PM Modi said, “The trust of Telangana is now with the BJP.”ଡ. ଏପିଜେ ଅବଦୁଲ୍ କଲାମଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
October 15th, 08:42 am
ପ୍ରଧାନମନ୍ତ୍ରୀ ତାଙ୍କ ଶାଳୀନ ବ୍ୟବହାର ଏବଂ ବୈଜ୍ଞାନିକ ପ୍ରତିଭାକୁ ମନେ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶ ପାଇଁ ଡ. କଲାମଙ୍କ ପାଇଁ ଅବଦାନ ଅତୁଳନୀୟ ଅବଦାନ ସବୁଦିନ ଲାଗି ସ୍ମରଣୀୟ ହୋଇରହିବ ।ନୂଆଦିଲ୍ଲୀରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 11th, 11:00 am
ଆଜି ୧୧ ମେ’ର ଏହି ଦିନ, ଭାରତ ଇତିହାସର ସବୁଠାରୁ ଗୌରବମୟ ଦିନ ମଧ୍ୟରେ ଅନ୍ୟତମ । ଆଜି ଭାରତୀୟ ବୈଜ୍ଞାନିକମାନେ ପୋଖରାନରେ ସେହି ସଫଳତା ହାସଲ କରିଥିଲେ, ଯାହା ମାତା ଭାରତୀଙ୍କର ପ୍ରତ୍ୟେକ ସନ୍ତାନଙ୍କର ମଥା ଗର୍ବର ସହିତ ଉପରକୁ ଉଠିଥିଲା । ମୁଁ ସେହି ଦିନକୁ କେବେ ଭୁଲିପାରିବି ନାହିଁ, ଯେତେବେଳେ ଅଟଳ ଜୀ ଭାରତର ସଫଳ ପରମାଣୁ ପରୀକ୍ଷଣର ଘୋଷଣା କରିଥିଲେ । ପୋଖରାନ ପରମାଣୁ ପରୀକ୍ଷଣ ମାଧ୍ୟମରେ ଭାରତ କେବଳ ଏହାର ବୈଜ୍ଞାନିକମାନଙ୍କର ଦକ୍ଷତାକୁ ପ୍ରମାଣ କରିନାହିଁ, ବରଂ ଭାରତକୁ ବିଶ୍ୱ ସ୍ତରରେ ଏକ ନୂତନ ଉଚ୍ଚତା ମଧ୍ୟ ଆଣି ଦେଇଛି । ଅଟଳ ଜୀଙ୍କ ଶବ୍ଦରେ ମୁଁ କହିବି, ତେବେ- “ଅପନୀ ଧେୟ-ୟାତ୍ରା ମେଁ, ହମ୍ କଭି ରୁକେ ନେହିଁ ହେ । କିସି ଚୁନୋତି କେ ସମକ୍ଷ, କଭି ଝୁକେ ନେହିଁ ହେ ।” ମୁଁ ସମସ୍ତ ଦେଶବାସୀଙ୍କୁ ଆଜିର ଦିନର, ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବହୁତ ବହୁତ ଶୁଭକାମନା ଜଣାଉଛି ।ପ୍ରଧାନମନ୍ତ୍ରୀ ୧୧ ମଇରେ ନୂଆଦିଲ୍ଲୀ ଠାରେ ଜାତୀୟ ପ୍ରଯୁକ୍ତି ଦିବସ ୨୦୨୩ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି
May 11th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ଜାତୀୟ ପ୍ରଯୁକ୍ତିି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ , ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହା ଦେଶର ବିଜ୍ଞାନ ଭିତ୍ତିକ ଅନୁଷ୍ଠାନ ଗୁଡ଼ିକୁ ମଜବୁତ କରି ଭାରତକୁ ଆତ୍ମନିର୍ଭର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ ।ଅହମଦାବାଦରେ ପ୍ରମୁଖ ସ୍ୱାମୀ ମହାରାଜ ଶତାବ୍ଦୀ ମହୋତ୍ସବର ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
December 14th, 05:45 pm
ପରମ ପୂଜ୍ୟ ମହନ୍ତ ସ୍ୱାମୀ ଜୀ, ପୂଜ୍ୟ ସନ୍ଥଗଣ, ଗଭର୍ଣ୍ଣର ଶ୍ରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏବଂ ଉପସ୍ଥିତ ସମସ୍ତ ସତସଙ୍ଗ ପରିବାରଗଣ, ଏହା ମୋର ସୌଭାଗ୍ୟ ଯେ ମୋତେ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାକ୍ଷୀ ହେବାର ଏବଂ ସତସଙ୍ଗୀ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଏତେ ବଡ଼ ସ୍ତରରେ ଆହୁରି ଏକ ମାସ ବ୍ୟାପି ଚାଲିବାକୁ ଥିବା କାର୍ଯ୍ୟକ୍ରମ କେବଳ ସଂଖ୍ୟା ହିସାବରେ ବଡ଼ ଅଟେ । ସମୟ ଅନୁସାରେ ବହୁତ ଲମ୍ବା ଅଟେ । ସମୟ ଅନୁସାରେ ବହୁତ ଲମ୍ବା, କିନ୍ତୁ ଏଠାରେ ଯେତେ ସମୟ ମୁଁ ଅତିବାହିତ କରିଛି, ମୋତେ ଲାଗୁଛି ଯେ ଏଠାରେ ଗୋଟିଏ ଦିବ୍ୟତାର ଅନୁଭୂତି ଅଛି । ଏଠାରେ ସକଂଳ୍ପର ଭବ୍ୟତା ରହିଛି । ଏଠାରେ ବାଲ ବୃଦ୍ଧ ସମସ୍ତଙ୍କ ପାଇଁ ଆମର ଐତିହ୍ୟ କ’ଣ, ଆମର ଧରୋହର କ’ଣ ଅଟେ, ଆମର ଆସ୍ଥା କ’ଣ ଅଟେ, ଆମର ଆଧ୍ୟାତ୍ମିକତା କ’ଣ ଅଟେ, ଆମର ପରମ୍ପରା କ’ଣ, ଆମର ସଂସ୍କୃତି କ’ଣ, ଆମର ପ୍ରକୃତି କ’ଣ ଅଟେ, ଏହି ସବୁୁକୁ ଏହି ପରିସରରେ ଏକତ୍ରୀକରଣ କରାଯାଇ ପାରିଛି । ଏଠାରେ ଭାରତର ପ୍ରତ୍ୟେକଟି ରଙ୍ଗ ପ୍ରଦର୍ଶିତ ହେଉଛି । ମୁଁ ଏହି ଅବସରରେ ସମସ୍ତ ପୂଜ୍ୟ ସନ୍ଥଗଣଙ୍କୁ ଏହି ଆୟୋଜନ ପାଇଁ କଳ୍ପନା ସାମର୍ଥ୍ୟ ପାଇଁ ଏବଂ ସେହି କଳ୍ପନାକୁ ଚରିତାର୍ଥ କରିବା ପାଇଁ ଯେଉଁ ପୁରୁଷାର୍ଥ କରାଯାଇଛି, ମୁଁ ସେହି ସମସ୍ତଙ୍କର ଚରଣ ବନ୍ଦନା କରୁଛି, ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ପୂଜ୍ୟ ମହନ୍ତ ସ୍ୱାମୀ ଜୀଙ୍କ ଆଶୀର୍ବାଦ ପାଇ ଏତେ ବଡ଼ ଭବ୍ୟ ଆୟୋଜନ ଏବଂ ଏହି ଦେଶ ଏବଂ ଦୁନିଆକୁ ଆକର୍ଷିତ କରିବ କେବଳ ଏତିକି ନୁହେଁ, ଏହା ପ୍ରଭାବିତ କରିବ, ଏହା ଆଗାମୀ ପିଢ଼ିକୁ ପ୍ରେରିତ କରିବ ।PM addresses inaugural function of Pramukh Swami Maharaj Shatabdi Mahotsav
December 14th, 05:30 pm
PM Modi addressed the inaugural function of Pramukh Swami Maharaj Shatabdi Mahotsav in Ahmedabad. “HH Pramukh Swami Maharaj Ji was a reformist. He was special because he saw good in every person and encouraged them to focus on these strengths. He helped every inpidual who came in contact with him. I can never forget his efforts during the Machchhu dam disaster in Morbi”, the Prime Minister said.ମୁଁ ଭାଗ୍ୟବାନ ଯେ ଡକ୍ଟର କଲାମଙ୍କ ସହ ବର୍ଷ ବର୍ଷ ଧରି ଘନିଷ୍ଠ ଭାବରେ ଆଲୋଚନା କରିଛି : ପ୍ରଧାନମନ୍ତ୍ରୀ
October 15th, 10:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତକୁ ସେୟାର କରିଛନ୍ତି ।ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
October 15th, 09:53 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୈଜ୍ଞାନିକ ତଥା ରାଷ୍ଟ୍ରପତି ଭାବରେ ଡକ୍ଟର କଲାମଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ଯିଏ ସମାଜର ପ୍ରତ୍ୟେକ ବର୍ଗଙ୍କ ସହିତ ତାଳମେଳ ରଖୁଥିଲେ ।The whole world is looking at India’s youth with hope: PM Modi
July 29th, 12:42 pm
PM Modi addressed the 42nd Convocation of Anna University in Chennai. The Prime Minister remarked, “The whole world is looking at India’s youth with hope. Because you are the growth engines of the country and India is the world’s growth engine.”PM addresses 42nd Convocation of Anna University, Chennai
July 29th, 09:48 am
PM Modi addressed the 42nd Convocation of Anna University in Chennai. The Prime Minister remarked, “The whole world is looking at India’s youth with hope. Because you are the growth engines of the country and India is the world’s growth engine.”