ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

May 17th, 09:10 am

ଦୋହା ଡାଇମଣ୍ଡ ଲିଗ୍ ୨୦୨୫ରେ ଜାଭେଲିନ୍ ଥ୍ରୋରେ ୯୦ ମିଟର ଟାର୍ଗେଟ ଅତିକ୍ରମ କରିବା ଏବଂ ବ୍ୟକ୍ତିଗତ ସର୍ବୋତ୍ତମ ଥ୍ରୋ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହା ତାଙ୍କର ନିରନ୍ତର ଉଦ୍ୟମ, ଶୃଙ୍ଖଳା ଏବଂ ଆଗ୍ରହର ପରିଣାମ ।”

ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

May 06th, 10:57 am

ଦୋହା ଡାଇମଣ୍ଡ୍ ଲିଗରେ ପ୍ରଥମ ସ୍ଥାନ ପାଇଁ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।