କ୍ୟାପ୍ଟେନ ବିଜୟକାନ୍ତଙ୍କ ସମାଜ ପ୍ରତି ସେବା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

April 14th, 11:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୟାପ୍ଟେନ ବିଜୟକାନ୍ତଙ୍କ ସହ ତାଙ୍କର ବନ୍ଧୁତା ଉପରେ ଆଲୋକପାତ କରିବା ସହ ସମାଜ ପ୍ରତି ତାଙ୍କର ଯୋଗଦାନକୁ ସ୍ମରଣ କରିଛନ୍ତି ।

ଡିଏମ୍‌ଡିକେ ପ୍ରତିଷ୍ଠାତା ବିଜୟକାନ୍ତଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

December 28th, 11:06 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡିଏମ୍‌ଡିକେ ପ୍ରତିଷ୍ଠାତା ତଥା ବିଶିଷ୍ଟ ଅଭିନେତା ଶ୍ରୀ ବିଜୟକାନ୍ତଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ।