ଗ୍ରାଣ୍ଡମାଷ୍ଟର ହେବା ପାଇଁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

July 29th, 06:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟା ଦେଶମୁଖଙ୍କୁ କେବଳ ୨୦୨୫ ଫିଡେ ମହିଳା ବିଶ୍ୱକପ ଜିତିବା ପାଇଁ ନୁହେଁ ବରଂ ଜଣେ ଗ୍ରାଣ୍ଡମାଷ୍ଟର ହେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ତାଙ୍କର ଏହି ସଫଳତା ଅନେକ ଲୋକଙ୍କୁ ପ୍ରେରିତ କରିବ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଚେସକୁ ଆହୁରି ଲୋକପ୍ରିୟ କରିବାରେ ଯୋଗଦାନ ଦେବ ।”

୨୦୨୫ ଫିଡେ ମହିଳା ବିଶ୍ୱ ଚେସ ଚାମ୍ପିଅନ ହୋଇଥିବାରୁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

July 28th, 06:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ର ଫିଡେ (ଏଫ୍‌ଆଇଡିଇ) ମହିଳା ବିଶ୍ୱ ଚେସ ଚାମ୍ପିଅନ୍ ହୋଇଥିବାରୁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “କୋନେରୁ ହମ୍ପି ମଧ୍ୟ ଚାମ୍ପିଅନ୍‌ସିପରେ ଅପାର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଉଭୟ ଖେଳାଳିଙ୍କୁ ସେମାନଙ୍କର ଭବିଷ୍ୟତର ପୟାସ ପାଇଁ ଶୁଭକାମନା ।”

Prime Minister congratulates Divya Deshmukh for her stellar win in Blitz semifinal at the World Team Blitz Championships in London

June 19th, 02:00 pm

Prime Minister Shri Narendra Modi today congratulated Indian chess prodigy Divya Deshmukh for her historic victory over World No. 1 Hou Yifan in the second leg of the Blitz semifinal at the World Team Blitz Championships in London.