Prime Minister congratulates Seema on winning Bronze in Women’s Discus Throw at Commonwealth Games 2026

July 31st, 02:33 pm

The Prime Minister, Shri Narendra Modi, has congratulated Seema on winning the Bronze medal in the Women’s Discus Throw event at the Glasgow Commonwealth Games 2026.

ରୌପ୍ୟ ପଦକ ଜିତିଥିବାରୁ କ୍ରୀଡ଼ାବିତ ଯୋଗେଶ କାଥୁନିୟାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

September 02nd, 08:15 pm

ଫ୍ରାନ୍ସରେ ଏବେ ଚାଲିଥିବା ପ୍ୟାରିସ ପାରାଅଲିମ୍ପିକ୍ସର ପୁରୁଷ ଡିସକସ୍ ଥ୍ରୋ ଏଫ୫୬ରେ ରୌପ୍ୟ ପଦକ ଜିତିଥିବାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ପାରାଅଲମ୍ପିକ୍ସ କ୍ରୀଡାରେ ପୁରୁଷ ଡିସ୍‍କସ ଥ୍ରୋରେ ବ୍ରୋଞ୍ଜ ପଦକ ବିଜେତା ବିନୋଦ କୁମାରଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି

August 29th, 07:03 pm

ଟୋକିଓ ପାରାଅଲମ୍ପିକ୍ସ କ୍ରୀଡାରେ ପୁରୁଷ ଡିସକସ୍ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିନୋଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।