ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବୀ କଳାକାର ଦିଲଜିତ୍ ଦୋସାଞ୍ଜ
January 01st, 11:29 pm
ପଞ୍ଜାବୀ କଳାକାର ଦିଲଜିତ୍ ଦୋସାଞ୍ଜ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ ଦିଲଜିତ୍ଙ୍କୁ ବହୁମୁଖୀ ଏବଂ ପରମ୍ପରା ସହ ପ୍ରତିଭା ମିଶ୍ରିତ ଜଣେ କଳାକାର ବୋଲି କହିବା ସହ ତାଙ୍କର ପ୍ରଶଂସା କରିଥିଲେ ।