ଏସିଆନ୍ ପାରା ଗେମ୍ସରେ ପୁରୁଷ ଲଙ୍ଗ ଜମ୍ପ-ଟି୬୪ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଧର୍ମରାଜ ସୋଲାଇରାଜଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି
October 27th, 06:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ପୁରୁଷ ଲଙ୍ଗ ଜମ୍ପ-ଟି-୬୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଧର୍ମରାଜ ସୋଲାଇରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।