ଧନୁ ଯାତ୍ରାର ଶୁଭାରମ୍ଭ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

December 27th, 09:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଧନୁ ଯାତ୍ରା ଆରମ୍ଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାନ ଧନୁ ଯାତ୍ରା ଓଡିଶାର ସଂସ୍କୃତି ସହିତ ଜଡିତ ।