ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

December 30th, 10:06 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବି. ଏନ୍. ପି. ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।

Prime Minister condoles the the loss of lives in a tragic air crash in Dhaka

July 21st, 07:07 pm

Prime Minister Shri Narendra Modi today condoled the loss of lives, many of them young students, in a tragic air crash in Dhaka. He assured that India stands in solidarity with Bangladesh and is ready to extend all possible support and assistance.

Our connectivity initiatives emerged as a lifeline during the COVID Pandemic: PM Modi

November 01st, 11:00 am

PM Modi and President Sheikh Hasina of Bangladesh jointly inaugurated three projects in Bangladesh. We have prioritized the strengthening of India-Bangladesh Relations by enabling robust connectivity and creating a Smart Bangladesh, PM Modi said.

ଜାନୁଆରୀ ୧୩ ତାରିଖରେ ବାରଣାସୀ ଠାରେ ବିଶ୍ୱର ଦୀର୍ଘତମ ପୋତ- ଏମ୍‍ଭି ଗଙ୍ଗା ବିଳାସକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଟେଣ୍ଟ ସିଟିର ଉଦଘାଟନ କରବେ ପ୍ରଧାନମନ୍ତ୍ରୀ

January 11th, 03:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୧୩ ତାରିଖ ପୂର୍ବାହ୍ନ ୧୦.୩୦ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବାରଣାସୀ ଠାରେ ବିଶ୍ୱର ଦୀର୍ଘତମ ପୋତ-ଏମଭି ଗଙ୍ଗା ବିଳାସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଏବଂ ଟେଣ୍ଟ ସିଟିର ଉଦଘାଟନ କରିବେ । ସେ ମଧ୍ୟ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଜଳପଥ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିବେ ।

ବାଂଲାଦେଶର ଓରାକଣ୍ଡି ଠାକୁରବାଡିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 27th, 12:44 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଯାତ୍ରାର ଦ୍ୱିତୀୟ ଦିନରେ ଢ଼ାକାର ଓରକାଣ୍ଡିସ୍ଥିତ ହରି ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସେଠାରେ ଆୟୋଜିତ ସାର୍ବଜନୀନ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପରମ ପୂଜ୍ୟ ଠାକୁର ପରିବାରର ବଂଶଜଙଙ୍କ ସହିତ ମଧ୍ୟ ଭାବ ମିନିମୟ କରିଥିଲେ ।.

ଓରକାଣ୍ଡିସ୍ଥିତ ହରି ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂଜାର୍ଚ୍ଚନା ଏବଂ ସାର୍ବଜନୀନ ସ୍ୱାଗତ ସମାରୋହରେ ଅଂଶଗ୍ରହଣ

March 27th, 12:39 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଂଲାଦେଶ ଯାତ୍ରାର ଦ୍ୱିତୀୟ ଦିନରେ ଢ଼ାକାର ଓରକାଣ୍ଡିସ୍ଥିତ ହରି ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ଏବଂ ସେଠାରେ ଆୟୋଜିତ ସାର୍ବଜନୀନ ସମ୍ବର୍ଦ୍ଧନା ସମାରୋହରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପରମ ପୂଜ୍ୟ ଠାକୁର ପରିବାରର ବଂଶଜଙଙ୍କ ସହିତ ମଧ୍ୟ ଭାବ ମିନିମୟ କରିଥିଲେ ।.

ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମିଳିତ ଭାବେ ଉନ୍ମୋଚନ କଲେ ଦୁଇଟି ପ୍ରକଳ୍ପର ଭୂମିପୂଜନ ଫଳକ

September 18th, 04:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ମିଳିତ ଭାବେ ଭିଡିଓ କନଫରେନ୍ସ ଜରିଆରେ ଦୁଇଟି ପ୍ରକଳ୍ପ ପାଇଁ ଭୂମିପୂଜନର ଇ-ଫଳକ ଉନ୍ମୋଚନ କରିଥିଲେ । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତି ସୁଷମା ସ୍ୱରାଜ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ ।

Joint dedication of the Petrapole Integrated Check Post (ICP)

July 21st, 08:52 pm



In India’s development journey, our neighbours play a vital role: PM Modi

July 21st, 04:53 pm



Call on PM by Mr. Gen Nakatani, Defence Minister of Japan

July 14th, 06:02 pm



PM expresses grief over loss of lives due to attack in Dhaka

July 02nd, 05:15 pm



We are near and we are together: PM speaks at Dhaka University

June 07th, 07:35 pm