The HPV vaccination campaign, launched from Ajmer, marks a significant step towards empowering the nation’s Nari Shakti: PM Modi in Rajasthan
February 28th, 12:00 pm
At a public gathering in Ajmer, PM Modi expressed satisfaction that the “double-engine government” in Rajasthan has completed two years of rapid progress. He launched projects worth approximately ₹17,000 crore and handed over appointment letters to youth. The PM also launched the nationwide HPV vaccination campaign, describing it as a pivotal step toward empowering India’s ‘Nari Shakti’ (women power) and ensuring the health of mothers and daughters.ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
February 28th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହା ରାଜସ୍ଥାନର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ବୀରତ୍ୱପୂର୍ଣ୍ଣ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସୁରସୁରାର ତେଜାଜୀ ଧାମ ଏବଂ ହାଇଫାକୁ ମୁକ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଏବେ ବି ଇସ୍ରାଏଲରେ ସମ୍ମାନିତ ମେଜର ଦଲପତ ସିଂହଙ୍କ ସାହସିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।BJP is making Rajasthan one of the strongest states in the country: PM Modi in Dausa
February 12th, 03:31 pm
Addressing a huge gathering in Dausa today, Prime Minister Narendra Modi congratulated the people of Rajasthan for commencement of the first phase of Delhi-Mumbai Expressway. He said, “Today, the Delhi-Dausa-Lalsot stretch of Delhi-Mumbai Expressway, the longest expressway being constructed in the country, has been inaugurated. Due to this, it will be cheaper and easier to deliver milk, fruits and vegetables to a big market like Delhi.”PM Modi addresses a public meeting in Rajasthan’s Dausa
February 12th, 03:30 pm
Addressing a huge gathering in Dausa today, Prime Minister Narendra Modi congratulated the people of Rajasthan for commencement of the first phase of Delhi-Mumbai Expressway. He said, “Today, the Delhi-Dausa-Lalsot stretch of Delhi-Mumbai Expressway, the longest expressway being constructed in the country, has been inaugurated. Due to this, it will be cheaper and easier to deliver milk, fruits and vegetables to a big market like Delhi.”ରାଜସ୍ଥାନର ଭିଲୱାଡାରେ ଭଗବାନ ଶ୍ରୀ ଦେବନାରାୟଣ ଜୀଙ୍କର 1111ତମ ଅବତରଣ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 28th, 03:50 pm
ଆଜି ଏହି ପବିତ୍ର ଅବସରରେ ଭଗବାନ ଦେବ ନାରାୟଣ ଜୀଙ୍କର ଡାକରା ଆସିଲା ଆଉ ଯେତେବେଳେ ଭଗବାନ ଦେବ ନାରାୟଣ ଜୀଙ୍କର ଡାକରା ଆସିଥାଏ ସେତେବେଳେ କିଏ ହେଲେ ମଧ୍ୟ ସୁଯୋଗକୁ ହାତଛଡ଼ା କରିଥାଏ କି? ମୁଁ ମଧ୍ୟ ଆସି ପହଂଚିଗଲି । ଆଉ ଆପଣ ମନେ ରଖନ୍ତୁ, ଇଏ କୌଣସି ପ୍ରଧାନମନ୍ତ୍ରୀ ଏଠାକୁ ଆସି ନାହାଁନ୍ତି । ମୁଁ ସମ୍ପୂର୍ଣ୍ଣ ଭକ୍ତିଭାବର ସହିତ ଆପଣମାନଙ୍କ ପାଖକୁ ଜଣେ ତୀର୍ଥଯାତ୍ରୀ ଭାବେ ଆଶୀର୍ବାଦ ନେବାକୁ ଆସିଛି । ଏବେ ମୋତ ଯଞ୍ଜଶାଳାରେ ପୂର୍ଣ୍ଣାହୁତି ଦେବାର ସୌଭାଗ୍ୟ ମଧ୍ୟ ମିଳିଲା । ମୋ ପାଇଁ ଏହା ମଧ୍ୟ ସୌଭାଗ୍ୟର ବିଷୟ ଯେ ମୋ ଭଳି ଏକ ସାଧାରଣ ବ୍ୟକ୍ତି ଆପଣମାନଙ୍କ ଗହଣକୁ ଆସି ଭଗବାନ ଦେବ ନାରାୟଣ ଜୀଙ୍କର ଆଉ ତାଙ୍କର ସମସ୍ତ ଭକ୍ତମାନଙ୍କର ଆଶୀର୍ବାଦ ପ୍ରାପ୍ତ କରିବାର ପୁଣ୍ୟ ପ୍ରାପ୍ତ ହୋଇଛି । ଭଗବାନ ଦେବ ନାରାୟଣ ଜୀ ଏବଂ ଜନତା ଜନାର୍ଦ୍ଦନ, ଦୁହିଁଙ୍କର ଦର୍ଶନ କରି ମୁଁ ଆଜି ଧନ୍ୟ ହୋଇଗଲି । ସାରା ଦେଶରୁ ଏଠାକୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଭଳି, ଅନବରତ ରାଷ୍ଟ୍ରସେବା ପାଇଁ, ଗରୀବଙ୍କ କଲ୍ୟାଣ ପାଇଁ ମୁଁ ଭଗବାନ ଦେବ ନାରାୟଣ ଜୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି ।ରାଜସ୍ଥାନର ଭିଲୱାରା ଠାରେ ଭଗବାନ୍ ଶ୍ରୀ ଦେବନାରାୟଣ ଜୀଙ୍କର ୧୧୧୧ ତମ "ଅବତରଣ ମହୋତ୍ସବ” ଅବସରରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
January 28th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଭିଲୱାରା ଠାରେ ଭଗବାନ୍ ଶ୍ରୀ ଦେବନାରାୟଣ ଜୀଙ୍କର ୧୧୧୧ ତମ ଅବତରଣ ମହୋତ୍ସବ” ଅବସରରେ ଆୟୋଜିତ ଏକ ସମାରୋହକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମନ୍ଦିର ଦର୍ଶନ ଏବଂ ପରିକ୍ରମା କରିଥିଲେ ଏବଂ ଏକ ନୀମ ଚାରା ରୋପଣ କରିଥିଲେ । ସେ ଯଜ୍ଞ ଶାଳାରେ ଚାଲିଥିବା ବିଷ୍ଣୁ ମହାଯଜ୍ଞରେ ମଧ୍ୟ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ । ଭଗବାନ୍ ଶ୍ରୀ ଦେବନାରାୟଣ ଜୀଙ୍କୁ ରାଜସ୍ଥାନର ଲୋକମାନେ ପୂଜା କରନ୍ତି ଏବଂ ତାଙ୍କର ଅନୁଗାମୀମାନେ ଦେଶର ସବୁ ସ୍ଥାନରେ ରହିଛନ୍ତି । ଜନସେବା ପ୍ରତି ତାଙ୍କର କାର୍ଯ୍ୟ ପାଇଁ ତାଙ୍କୁ ବିଶେଷ ସମ୍ମାନ ଦିଆଯାଏ ।