ପ୍ରଧାନମନ୍ତ୍ରୀ ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଜୀଙ୍କ ଶୁଭେଚ୍ଛା ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି
June 10th, 09:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଜୀଙ୍କ ଶୁଭେଚ୍ଛା ପାଇଁ ହୃଦୟର ସହ କୃତଜ୍ଞତା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଅବସର ଦେଶ ପାଇଁ ଆହୁରି ଅଧିକ ସମର୍ପଣ, ବିଶ୍ୱସ୍ତତା ଏବଂ ପ୍ରତିବଦ୍ଧତା ସହିତ କାମ କରିବା ପାଇଁ ପ୍ରେରଣା ପ୍ରଦାନ କରେ ।ଶ୍ରୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
September 14th, 05:49 pm
ଶ୍ରୀ ହରିବଂଶ ନାରାୟଣ ସିଂହ ଦ୍ୱିତୀୟ ଥର ପାଇଁ ଏହି ସଦନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ସମସ୍ତ ସଦନ ତଥା ସମଗ୍ର ଦେଶବାସୀଙ୍କ ତରଫରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଶ୍ରୀ ହରିବଂଶ ନିର୍ବାଚିତ ହେବା ଅବସରରେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 09th, 11:59 am
ମୁଁ ସର୍ବପ୍ରଥମେ ସଂସଦ ତରଫରୁ ଏବଂ ମୋ ତରଫରୁ ନବନିର୍ବାଚିତ ଉପସଭାପତି ଶ୍ରୀମାନ ହରିବଂଶଙ୍କୁ ହୃଦୟର ସହିତ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି । ଆମ ପାଇଁ ଖୁସିର କଥା ଯେ ସୁସ୍ଥ ହେବା ପରେ ଆମ ଅରୁଣଜୀ ଆଜି ଆମମାନଙ୍କ ପାଖରେ ଉପସ୍ଥିତ ଅଛନ୍ତି । ଆଜି ଅଗଷ୍ଟ 9 ତାରିଖ ।ଶ୍ରୀ ହରିବଂଶ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
August 09th, 11:58 am
ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଶ୍ରୀ ହରିବଂଶଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।