Cabinet approves upgradation of NH-160A section in Maharashtra worth Rs.3320.38 crore

February 14th, 01:05 pm

The Cabinet Committee on Economic Affairs, chaired by PM Modi, has approved the rehabilitation and upgradation of NH-160A in Maharashtra worth Rs. 3,320.38 crore. The project, proposed in line with PM GatiShakti principles, will reduce travel time and enhance basic infrastructure in the tribal region, contributing to overall economic development.

Cabinet approves upgradation of National Highway-56 sections in Gujarat at Rs.4583.64 Crore

February 14th, 01:02 pm

The Cabinet Committee on Economic Affairs, chaired by PM Modi, has approved the project for the construction of 4-lane sections in Gujarat with a total project length of 107.67 km, costing Rs. 4583.64 crore. The project will improve connectivity to tribal areas, thereby supporting economic growth and development of the region. It will also enhance connectivity to the Statue of Unity.

ମହାରାଷ୍ଟ୍ରରେ ୬ ଲେନ୍ ଗ୍ରୀନଫିଲ୍ଡ ନାସିକ – ସୋଲାପୁର - ଅକ୍କାଲକୋଟ କରିଡର ନିର୍ମାଣକୁ କ୍ୟାବିନେଟ ଅନୁମୋଦନ

December 31st, 03:06 pm

ନାସିକ - ଅକ୍କାଲକୋଟ ଗ୍ରୀନଫିଲ୍ଡ କରିଡର ୱାଧାୱାନ ପୋର୍ଟ ଇଣ୍ଟରଚେଞ୍ଜ ନିକଟରେ ଦିଲ୍ଲୀ - ମୁମ୍ବାଇ ଏକ୍ସପ୍ରେସୱେ, ନାସିକର ଏନଏଚ୍ - ୬୦ (ଆଡେଗାଓଁ) ସଂଯୋଗସ୍ଥଳରେ ଆଗ୍ରା - ମୁମ୍ବାଇ କରିଡର ଏବଂ ନାସିକ ନିକଟବର୍ତ୍ତୀ ପାଙ୍ଗ୍ରିରେ ସମୃଦ୍ଧି ମହାମାର୍ଗ ସହିତ ସଂଯୋଗ କରିବାକୁ ପ୍ରସ୍ତାବିତ। ପ୍ରସ୍ତାବିତ କରିଡର ପଶ୍ଚିମ ତଟରୁ ପୂର୍ବ ତଟକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ। ଚେନ୍ନାଇ ବନ୍ଦର ଶେଷ ଭାଗରୁ, ଚେନ୍ନାଇରୁ ତିରୁଭଲ୍ଲୁର, ରେନିଗୁଣ୍ଟା, କଡପା ଏବଂ କୁର୍ନୁଲ (୭୦୦ କିଲୋମିଟର ଲମ୍ବା) ଦେଇ ହସପୁର (ଏମଏଚ୍ ସୀମା) ପର୍ଯ୍ୟନ୍ତ ଏକ ଚାରି ଲେନ୍ ବିଶିଷ୍ଟ କରିଡର ନିର୍ମାଣାଧୀନ ଅଛି। ପ୍ରସ୍ତାବିତ ପ୍ରବେଶ - ନିୟନ୍ତ୍ରିତ ଛଅ ଲେନ୍ ଗ୍ରୀନଫିଲ୍ଡ ପ୍ରକଳ୍ପ କରିଡର ମୁଖ୍ୟତଃ ଯାତ୍ରା ଦକ୍ଷତାକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ଏହା ଯାତ୍ରା ସମୟକୁ ୧୭ ଘଣ୍ଟା ଏବଂ ଯାତ୍ରା ଦୂରତା ୨୦୧ କିଲୋମିଟର ହ୍ରାସ କରିବ ବୋଲି ଆଶା କରାଯାଉଛି। ନାସିକ - ଅକ୍କାଲକୋଟ (ସୋଲାପୁର) ସଂଯୋଗ କୋପାର୍ଥି ଏବଂ ଓରଭାକାଲର ପ୍ରମୁଖ ଜାତୀୟ ଶିଳ୍ପ କରିଡର ବିକାଶ ନିଗମ (ଏନଆଇସିଡିସି) ନୋଡରେ ମାଲ ପରିବହନ ପାଇଁ ଲଜିଷ୍ଟିକ୍ସ ଦକ୍ଷତାକୁ ଉନ୍ନତ କରିବ।

ରାଜସ୍ଥାନର ବିକାନେରରେ ବିକାଶମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 22nd, 12:00 pm

ରାଜସ୍ଥାନର ରାଜ୍ୟପାଳ ହରିଭାଉ ବାଗଡେ ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନ ଲାଲ ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା ରାଜେ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସାଥି ଅଶ୍ୱିନୀ ବୈଷ୍ଣବ ଜୀ, ଅର୍ଜୁନ ରାମ ମେଘୱାଲ ଜୀ, ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ ଜୀ, ପ୍ରେମ ଚାନ୍ଦ ଜୀ, ରାଜସ୍ଥାନ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ସଂସଦରେ ମୋର ସାଥି ମଦନ ରାଠୋର ଜୀ, ଅନ୍ୟ ସାଂସଦମାନେ ଏବଂ ବିଧାୟକଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ।

ରାଜସ୍ଥାନର ବିକାନେର ଠାରେ 26,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 22nd, 11:30 am

ରାଜସ୍ଥାନର ବିକାନେର ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 26,000 କୋଟି ଟଙ୍କାର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶକୁ ସମର୍ପଣ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ, ସେ କାର୍ଯ୍ୟକ୍ରମରେ ଉପସ୍ଥିତ ବିଶାଳ ସମାବେଶକୁ ସ୍ୱାଗତ କରିଥିଲେ, ଏବଂ 18ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଅନଲାଇନରେ ଯୋଗ ଦେଇଥିବା ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣକୁ ସ୍ୱୀକାର କରିଥିଲେ। ସେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଏବଂ ଅନ୍ୟାନ୍ୟ ଜନପ୍ରତିନିଧିଙ୍କ ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସମସ୍ତ ସମ୍ମାନିତ ବ୍ୟକ୍ତି ଏବଂ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଗୁଜରାଟର ସୁରଟରେ ସୁରଟ ଖାଦ୍ୟ ସୁରକ୍ଷା ପୁଷ୍ଟିକର ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 07th, 05:34 pm

ମୁଁ ଭାଗ୍ୟବାନ ଯେ ଆଜି ଦେଶର ଲୋକମାନେ ଏବଂ ଗୁଜରାଟର ଲୋକମାନେ ମୋତେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଛନ୍ତି। ଏହା ପରେ ସୁରଟକୁ ଏହା ମୋର ପ୍ରଥମ ଗସ୍ତ। ଗୁଜରାଟ ଯାହା ନିର୍ମାଣ କରିଥିଲା, ଦେଶ ତାକୁ ଆନନ୍ଦର ସହିତ ଆପଣାଇ ଥିଲା। ମୁଁ ସବୁବେଳେ ଆପଣଙ୍କ ନିକଟରେ ଋଣୀ ରହିବି, ମୋ ଜୀବନର ନିର୍ମାଣରେ ଆପଣ ବହୁତ ଯୋଗଦାନ ଦେଇଛନ୍ତି। ଆଜି ଯେତେବେଳେ ମୁଁ ସୁରଟ ଆସିଛି, ଏହା କିପରି ସମ୍ଭବ ଯେ ସୁରଟର ଉତ୍ସାହକୁ ଅଣଦେଖା କରି ପାରିବି। କାର୍ଯ୍ୟ ଏବଂ ଦାନ ହେଉଛି ଦୁଇଟି ଜିନିଷ ଯାହା ସୁରଟକୁ ଆହୁରି ସ୍ୱତନ୍ତ୍ର କରିଥାଏ। ପରସ୍ପରକୁ ସମର୍ଥନ କରିବା, ସମସ୍ତଙ୍କ ବିକାଶର ଉତ୍ସବ ପାଳନ କରିବା, ଆମେ ସୁରଟର ପ୍ରତ୍ୟେକ କୋଣରେ ଏହା ଦେଖୁଛୁ। ଆଜିର କାର୍ଯ୍ୟକ୍ରମ ସୁରଟର ଏହି ଭାବନାକୁ ଆଗକୁ ନେବାକୁ ଯାଉଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ

March 07th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁରଟର ଲିମ୍ବାୟତରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଯୋଜନା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ୨.୩ ଲକ୍ଷରୁ ଅଧିକ ଲାଭାର୍ଥୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲାଭ ବିତରଣ କରିଛନ୍ତି । ଉପସ୍ଥିତ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସୁରଟ ସହରର କାର୍ଯ୍ୟ ଓ ସେବା ମନୋଭାବର ଦୃଢ଼ ଭିତ୍ତିକୁ ଉଦାହରଣ ଦେଇ ଏହା ସହରର ଅଦ୍ୱିତୀୟ ଭାବନା ଏବଂ କେବେ ଭୁଲିହେବନି ବୋଲି କହିଥିଲେ ।

ସିଲଭାସାରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 07th, 03:00 pm

ଆପଣମାନେ ସମସ୍ତେ କେମିତି ଅଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ବହୁତ ଉତ୍ସାହ ରହିଛି ଓ ଭଲ ଲାଗୁଛି। ମୁଁ କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋତେ ଆପଣମାନଙ୍କ ଠାରୁ ଊର୍ଦ୍ଧ୍ୱକୁ ଉଠିବାର ସୁଯୋଗ ଦେଇଛନ୍ତି। ଆଜି ଅନେକ ପରିଚିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ପାଇଛି।

PM Modi inaugurates and launches various development works worth over ₹2580 crore in Silvassa

March 07th, 02:45 pm

PM Modi launched various development works worth over ₹2580 crore in Silvassa. He also inaugurated the Namo Hospital in Silvassa earlier to the event. PM highlighted the significance of healthcare projects launched in Silvassa on Jan Aushadhi Diwas. He remarked that developments like the Ram Setu, Namo Path, Tent City in Daman, and the popular Night Market are enhancing the region's appeal.

ମହାରାଷ୍ଟ୍ରର ପାଲଘରଠାରେ ଭଧାଭନ ବନ୍ଦରର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦାନ କରିଥିବା ଅଭିଭାଷଣ

August 30th, 01:41 pm

ମହାରାଷ୍ଟ୍ରର ରାଜ୍ୟପାଳ ସି. ପି. ରାଧାକୃଷ୍ଣନଜୀ , ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ଶିନ୍ଦେଜୀ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ରାଜୀବ ରଞ୍ଜନ ସିଂହଜୀ, ସର୍ବାନନ୍ଦ ସେନୋୱାଲଜୀ, ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶଜୀ, ଅଜିତ୍ ଦାଦା ପାୱାରଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ଅନ୍ୟ ସହଯୋଗୀଗଣ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀବୃନ୍ଦ, ଅନ୍ୟ ମହାନୁଭବଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ!

ମହାରାଷ୍ଟ୍ରର ପାଲଘର ଠାରେ ପ୍ରାୟ ୭୬,୦୦୦ କୋଟି ଟଙ୍କାର ବାଧବାନ ବନ୍ଦରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 30th, 01:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ପାଲଘରଠାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଆଜିର ପ୍ରକଳ୍ପଗୁଡ଼ିକ ମଧ୍ୟରେ ପାଖାପାଖି ୭୬,୦୦୦ କୋଟି ଟଙ୍କା ବ୍ୟୟରେ ବାଧବାନ ବନ୍ଦରର ଶିଳାନ୍ୟାସ ଏବଂ ପ୍ରାୟ ୧୫୬୦ କୋଟି ଟଙ୍କା ମୂଲ୍ୟର ୨୧୮ଟି ମତ୍ସ୍ୟ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଅନ୍ତର୍ଭୁକ୍ତ । ଶ୍ରୀ ମୋଦୀ ପାଖାପାଖି ୩୬୦ କୋଟି ଟଙ୍କା ବ୍ୟୟରେ ଭେସେଲ୍ କମ୍ୟୁନିକେସନ୍ ଆଣ୍ଡ ସପୋର୍ଟ ସିଷ୍ଟମର ଜାତୀୟ ସ୍ତରରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମାଛଧରା ବନ୍ଦର, ମାଛ ଅବତରଣ କେନ୍ଦ୍ର, ମାଛ ମାର୍କେଟ ନିର୍ମାଣ ଏବଂ ବିକାଶ, ଉନ୍ନତିକରଣ ଏବଂ ଆଧୁନିକୀକରଣ ସମେତ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେ ମତ୍ସ୍ୟଜୀବୀ ହିତାଧିକାରୀଙ୍କୁ ଟ୍ରାନ୍ସପୋଣ୍ଡର ସେଟ୍ ଏବଂ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରିଥିଲେ।

YSR Congress got 5 years in Andhra Pradesh, but they wasted these 5 years: PM Modi in Rajahmundry

May 06th, 03:45 pm

Continuing his election campaigning spree, Prime Minister Narendra Modi addressed a massive public meeting in Rajahmundry, Andhra Pradesh, today. Beginning his speech, PM Modi said, “On May 13th, you will begin a new chapter in the development journey of Andhra Pradesh with your vote. NDA will certainly set records in the Lok Sabha elections as well as in the Andhra Pradesh Legislative Assembly. This will be a significant step towards a developed Andhra Pradesh and a developed Bharat.”

PM Modi campaigns in Andhra Pradesh’s Rajahmundry and Anakapalle

May 06th, 03:30 pm

Continuing his election campaigning spree, Prime Minister Narendra Modi addressed two massive public meetings in Rajahmundry and Anakapalle, Andhra Pradesh, today. Beginning his speech, PM Modi said, “On May 13th, you will begin a new chapter in the development journey of Andhra Pradesh with your vote. NDA will certainly set records in the Lok Sabha elections as well as in the Andhra Pradesh Legislative Assembly. This will be a significant step towards a developed Andhra Pradesh and a developed Bharat.”

Congress' deep partnership & collaboration with Pakistan has been exposed: PM Modi in Anand

May 02nd, 11:10 am

Ahead of the impending Lok Sabha elections, Prime Minister Narendra Modi addressed a powerful rally in Anand, Gujarat. He added that his mission is a 'Viksit Bharat' and added, 24 x 7 for 2047 to enable a Viksit Bharat.

PM Modi addresses powerful rallies in Anand, Surendranagar, Junagadh and Jamnagar in Gujarat

May 02nd, 11:00 am

Ahead of the impending Lok Sabha elections, Prime Minister Narendra Modi addressed powerful rallies in Anand, Surendranagar, Junagadh and Jamnagar in Gujarat. He added that his mission is a 'Viksit Bharat' and added, 24 x 7 for 2047 to enable a Viksit Bharat.

ହରିୟାଣାର ଗୁରୁଗ୍ରାମରେ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 11th, 01:30 pm

ହରିୟାଣାର ରାଜ୍ୟପାଳ ବଣ୍ଡାରୁ ଦତ୍ତାତ୍ରେୟ ଜୀ, ଏଥିକାର କର୍ମଠ ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଜୀ, କେନ୍ଦ୍ରରେ ମୋର ବରିଷ୍ଠ ସହଯୋଗୀ ଶ୍ରୀ ନୀତିନ ଗଡକରୀ ଜୀ, ରାଓ ଇନ୍ଦ୍ରଜିତ୍ ସିଂହ, କୃଷ୍ଣ ପାଲ ଗୁର୍ଜର ଜୀ, ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଜୀ, ବିଜେପିର ରାଜ୍ୟ ସଭାପତି ଏବଂ ସଂସଦରେ ମୋର ସହକର୍ମୀ ନାୟକ ସିଂ ସାଇନିଜୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ପ୍ରିୟ ଭାଇ ଭଉଣୀମାନେ ଏଠାରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀ ।

ବିଭିନ୍ନ ରାଜ୍ୟ ପାଇଁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ୧୧୨ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ

March 11th, 01:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ପାଇଁ ହରିୟାଣାର ଗୁରୁଗ୍ରାମରେ ଆଜି ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ୧୧୨ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶରୁ ଲକ୍ଷ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ।

ଗୁଜରାଟର ସୁରଟରେ ସୁରତ ଡାଇମଣ୍ଡ୍ ବର୍ସ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 17th, 12:00 pm

ସୁରତ ଅର୍ଥାତ୍ ସୁରଟ, ସୁରତ ନିକଟରେ ଇତିହାସର ଅନୁଭବ, ବର୍ତ୍ତମାନର ଗତି ଏବଂ ଆଗାମୀ ଭବିଷ୍ୟତର ଅଭିଜ୍ଞତା ରହିଛି, ଏହାର ନାମ ହେଉଛି ସୁରଟ । ଏବଂ ଏହା ମୋର ସ୍ବରୂପ ଯେ ଏଭଳି କାର୍ଯ୍ୟରେ କେହି କେବେ ବି କୌଣସି କସରତ ଛାଡ଼ନ୍ତି ନାହିଁ । ଏହିପରି ଭାବେ ସବୁ କାମରେ ସୁରତୀ କେତେ ଦ୍ରୁତ, କିନ୍ତୁ ଖାଦ୍ୟ ଦୋକାନରେ ଅଧଘଣ୍ଟା ଧାଡ଼ିରେ ଠିଆ ହେବାକୁ ସେମାନଙ୍କ ନିକଟରେ ଧୈର୍ଯ୍ୟ ରହିଛି। ପ୍ରବଳ ଓ ଆଣ୍ଠୁଏ ପର୍ଯ୍ୟନ୍ତ ପାଣି ବର୍ଷା ହୋଇଥାଇପାରେ, କିନ୍ତୁ ଆପଣଙ୍କୁ ପକୋଡ଼ା ଦୋକାନକୁ ଯିବାକୁ ପଡ଼ିବ, ଅର୍ଥାତ୍ ଆପଣଙ୍କୁ ଯିବାକୁ ପଡ଼ିବ। ଶରଦ ପୂର୍ଣ୍ଣିମା, ଚଣ୍ଡୀ ପଡ଼ୱାରେ ସାରା ଦୁନିଆ ଚାରିଆଡ଼େ ଚାଲିଯାଏ ଏବଂ ଏ ହେଉଛି ମୋ ସୁରତୀ ଫୁଟପାଥରେ ପରିବାର ସହିତ ଘାରି (ମିଠା) ଖାଇଥାଏ । ଆଉ ଆନନ୍ଦ ଏମିତି ଯେ ସାହେବ ପାଖକୁ କୁଆଡ଼େ ବୁଲିବାକୁ ଯାଆନ୍ତି ନାହିଁ, କିନ୍ତୁ ସମଗ୍ର ଦୁନିଆ ବୁଲୁଛି । ମୋର ମନେ ଅଛି ଯେ ୪୦-୪୫ ବର୍ଷ ପୂର୍ବେ ସୌରାଷ୍ଟ୍ରର ଭାଇମାନେ ସୁରତ ଯାଇଥିଲେ, ତା'ପରେ ମୁଁ ସୌରାଷ୍ଟ୍ରରୁ ଆମର ପୁରୁଣା ବନ୍ଧୁଙ୍କୁ ପଚାରିଥିଲି ଯେ ସୌରାଷ୍ଟ୍ର ଛାଡି ସୁରଟ ଆସିବା ପରେ ଆପଣଙ୍କୁ କେମିତି ଲାଗୁଛି? ସେ କହୁଥିଲେ, ଆମ ସୁରଟ ଏବଂ ଆମ କାଠିଆୱାଡ଼ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ମୁଁ ୪୦-୪୫ ବର୍ଷ ପୂର୍ବର କଥା କହୁଛି। ମୁଁ କ'ଣ ପଚାରିବି? ତେଣୁ ସେ କହୁଥିଲେ ଯେ ଯଦି ଆମ କାଠିଆୱାଡ଼ରେ ଏକ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୁଏ, ତେବେ ଖଣ୍ଡା ବାହାର କରିବାର କଥା ହୋଇଥାଏ, କିନ୍ତୁ ସୁରଟରେ ଯଦି ଏକ ମୋଟର ସାଇକେଲ ଧକ୍କା ହୁଏ, ତେବେ ସେ ସଙ୍ଗେ ସଙ୍ଗେ କହିଲେ, ଦେଖ ଭାଇ, ତୁମର ମଧ୍ୟ ଦୋଷ ଅଛି ଏବଂ ମୋର ମଧ୍ୟ ଭୁଲ ଅଛି, ଛାଡି ଦିଅ, ଏବେ ଏତେ ଫରକ ଅଛି ।

ସୁରତ ହୀରା ବଜାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

December 17th, 11:30 am

ସୁରତ ‘ହୀରା ବଜାର’କୁ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ସେ କହିଥିଲେ ଯେ ଏହି ହୀରା ବଜାର ଉଦଘାଟନ୍ ଫଳରେ ସୁରତ ନଗରୀର ଭବ୍ୟତାରେ ଆଉ ଏକ ନୂଆ ହୀରକ ଯୋଡି ହେଲା । ଏହା ମାମୁଲି ହୀରା ନୁହେଁ, ବରଂ ବିଶ୍ୱର ସର୍ବଶ୍ରେଷ୍ଠ ହୀରକ । ସୁରତ ହୀରା ବଜାରର ଚମକ ବିଶ୍ୱର ସର୍ବବୃହତ ପ୍ରାସାଦର ଔଜ୍ୱଲ୍ୟକୁ ମଧ୍ୟ ମ୍ଲାନ କରୁଛି । ପ୍ରଧାନମନ୍ତ୍ରୀ ଏହି ହୀରା ବଜାର ନିର୍ମାଣ ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ନିମନ୍ତେ ଦୁଇଜଣ ଉଦ୍ୟୋଗୀ ଶ୍ରୀ ବଲ୍ଲଭ ଭାଇ ଲଖାନି ଓ ଶ୍ରୀ ଲାଲଜି ଭାଇ ପଟେଲଙ୍କ ଅବଦାନ ଓ ବିନମ୍ରତାର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଦୁଇଜଣ ସମସ୍ତଙ୍କୁ ସାଥିରେ ନେଇ ସୁରତ ହୀରା ବଜାର ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଏହା ଏକ ପ୍ରକାଣ୍ଡ ଅଭିଯାନ ଏବଂ ଏଥିରେ ସଫଳ ହେବା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସୁରତ ହୀରା ବଜାର ସହ ସମ୍ପୃକ୍ତ ସବୁ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ ।

ରାଜସ୍ଥାନର ଶିକରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ/ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

July 27th, 12:00 pm

ରାଜସ୍ଥାନର ରାଜ୍ୟପାଳ ଶ୍ରୀମାନ କାଲରାଜ ମିଶ୍ର ଜୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଜୀ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସାଥିଗଣ, ବିଧାୟଗଗଣ ଏବଂ ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଆଜି ଏହି କାର୍ଯ୍ୟକ୍ରମରେ ଦେଶର ଲକ୍ଷ ଲକ୍ଷ ସ୍ଥାନରୁ ଆମ ସହ କୋଟି କୋଟି କୃଷକ ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ରାଜସ୍ଥାନର ଭୂମିରୁ ଦେଶର ସେହି କୋଟି କୋଟି କୃଷକମାନଙ୍କୁ ପ୍ରଣାମ କରୁଛି । ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ-ଭଉଣମାନେ ମଧ୍ୟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରୁଛନ୍ତି ।