Prime Minister attends the Defence Investiture Ceremony 2026 (Phase-1)
June 08th, 11:11 pm
PM Modi attended the Defence Investiture Ceremony 2026 (Phase-1), where Gallantry Awards were conferred upon our brave personnel. He lauded their extraordinary courage, commitment and selfless service to the nation.ପ୍ରତିରକ୍ଷା ବିନିଯୋଗ ସମାରୋହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
May 22nd, 09:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ବିନିଯୋଗ ସମାରୋହ ୨୦୨୫ (ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଇଥିଲେ, ଯେଉଁଠାରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।ରାଷ୍ଟ୍ରପତି ଭବନରେ ରକ୍ଷା ଅଳଙ୍କରଣ ସମାରୋହ - ୨୦୨୪ (ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
July 05th, 10:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ରକ୍ଷା ଅଳଙ୍କରଣ ସମାରୋହ -୨୦୨୪(ପ୍ରଥମ ପର୍ଯ୍ୟାୟ)ରେ ଯୋଗ ଦେଲେ ।ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ
June 27th, 10:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାମିଲ ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାମିଲ ହେଲେ
May 09th, 11:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଯୋଗଦେଇଥିଲେ ।ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ପଦକ ପ୍ରଦାନ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ
May 31st, 11:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ପଦକ ପ୍ରଦାନ ସମାରୋହରେ ଯୋଗ ଦେଇଥିଲେ । ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ପଦକ ପ୍ରଦାନ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ
May 10th, 10:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ପଦକ ପ୍ରଦାନ ସମାରୋହରେ ଯୋଗ ଦେଇଥିଲେ । ଏହି ସମାରୋହରେ ବୀରତା ପୁରସ୍କାର ଏବଂ ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଥିଲା ।