ଦୀକ୍ଷାଭୂମି ଗସ୍ତ ଅବସରରେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଦୃଷ୍ଟିକୋଣ ପ୍ରତି ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ
March 30th, 12:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗପୁରର ଦୀକ୍ଷାଭୂମିକୁ ସାମାଜିକ ନ୍ୟାୟ ଏବଂ ଦଳିତମାନଙ୍କୁ ସଶକ୍ତ କରିବାର ପ୍ରତୀକ ଭାବରେ ପ୍ରଶଂସା କରିଛନ୍ତି । ଏହି ଅବସରରେ ସେ ଆଜି ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନର ଭାରତକୁ ସାକାର କରିବା ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।ମାର୍ଚ୍ଚ ୩୦ରେ ପ୍ରଧାନମନ୍ତ୍ରୀଙ୍କ ମହାରାଷ୍ଟ୍ର ଓ ଛତିଶଗଡ଼ ଗସ୍ତ
March 28th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୩୦ ତାରିଖରେ ମହାରାଷ୍ଟ୍ର ଏବଂ ଛତିଶଗଡ଼ ଗସ୍ତ କରିବେ । ସେ ନାଗପୁର ଯିବେ ଏବଂ ସକାଳ ପ୍ରାୟ ୯ଟାରେ ସ୍ମୃତି ମନ୍ଦିରରେ ଦର୍ଶନ କରିବେ ଏବଂ ପରେ ଦୀକ୍ଷାଭୂମି ପରିଦର୍ଶନ କରିବେ।ସ୍ମାରକୀ ମାଧ୍ୟମରେ ରାଷ୍ଟ୍ରୀୟ ଗୌରବ ବୃଦ୍ଧିର ପ୍ରୟାସ
January 31st, 07:52 am
31 ଅକ୍ଟୋବର 2016ରେ “ଏକ ଭାରତ ଶ୍ରେଷ୍ଠ ଭାରତ”ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, “ସର୍ଦ୍ଦାର ପଟେଲ ଆମକୁ ଏକ ଭାରତ ଦେଇଥିଲେ । ବର୍ତ୍ତମାନ 125 କୋଟି ଭାରତୀୟଙ୍କ କର୍ତ୍ତବ୍ୟ ହେଉଛି ମିଳିମିଶି ଶ୍ରେଷ୍ଠ ଭାରତ ନିର୍ମାଣ କରିବା” । ଏହି ବିଚାର ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ କରିଥିଲା, ଏପରିକି ସେ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ।ପ୍ରଧାନମନ୍ତ୍ରୀ ମୋଦୀ ଡକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀର ଉଦ୍ଘାଟନ କରିଛନ୍ତି
April 13th, 07:30 pm
ପ୍ରଧାନମନ୍ତ୍ରୀ ମୋଦୀ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ଦିଲ୍ଲୀର 26 ଆଲିପୁର ରୋଡରେ ଡକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ସ୍ମାରକୀକୁ ଦେଶ ଉଦ୍ଦେଶ୍ୟ ସମର୍ପଣ କରିଛନ୍ତି ।PM visits Deekshabhoomi, offers homage to Dr. Ambedkar
April 14th, 12:10 pm
PM Narendra Modi today visited Deekshabhoomi in Nagpur, Maharashtra. Shri Modi paid tribute to Dr. Babasaheb Ambedkar there.ଆସନ୍ତାକାଲି ନାଗପୁର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
April 13th, 05:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆମ୍ବେଦକର ଜୟନ୍ତୀ ଅବସରରେ ନାଗପୁର ଗସ୍ତରେ ଯିବେ ।