ଦରିପଲ୍ଲୀ ରାମୈୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

April 12th, 01:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଦରିପଲ୍ଲୀ ରାମୈୟାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କୁ ସ୍ଥାୟିତ୍ୱର ଜଣେ ଚାମ୍ପିଅନ ଭାବରେ ପ୍ରଶଂସା କରିଛନ୍ତି, ଯିଏ ଲକ୍ଷ ଲକ୍ଷ ଗଛ ଲଗାଇବା ଏବଂ ସେଗୁଡିକର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ ।