ଶ୍ରୀମତୀ ଭାବନାବେନ୍ ପଟେଲଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
June 22nd, 01:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗର ହାଭେଲି ଏବଂ ଡାମନ ଏବଂ ଡିଉ ପ୍ରଶାସକ ଶ୍ରୀ ପ୍ରଭୁଲଭାଇ ପଟେଲଙ୍କ ପତ୍ନୀ ଶ୍ରୀମତୀ ଭବନବେନ୍ ପଟେଲଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।Prime Minister inaugurates Namo Hospital at Daman
June 05th, 10:25 pm
A big boost to healthcare infrastructure in the Union Territory of Daman as PM Modi inaugurated the Namo Hospital in Daman. He noted that the hospital features modern facilities, in line with ongoing efforts to provide quality healthcare to the people.Prime Minister inaugurates modern terminal building at Daman’s Namo Airport
June 05th, 10:18 pm
To cater to the growing infrastructure needs of Daman, PM Modi inaugurated a modern terminal building at Daman’s Namo Airport. He stated that the terminal building is set to significantly boost both tourism and commercial activities in the region.Prime Minister plants tree in Surat under the 'Ek Ped Maa Ke Naam' campaign on World Environment Day
June 05th, 10:11 pm
PM Modi plants tree in Surat under the ‘Ek Ped Maa Ke Naam’ campaign on World Environment Day and urged citizens to renew their collective commitment towards making nature greener and protecting it for future generations. The initiative reflects the shared responsibility of environmental conservation and sustainable development.Prime Minister attends exhibition in Hazira, Gujarat
June 05th, 10:08 pm
PM Modi attended an exhibition in Hazira, Gujarat, showcasing India’s growing defence manufacturing capabilities under the Make in India initiative. He highlighted the exhibition as a reflection of the country’s efforts to promote indigenization and strengthen self-reliance in the defence sector, reinforcing the vision of Aatmanirbhar Bharat.Daman has become a living example of Mini India: PM Modi
June 05th, 07:20 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.PM Modi inaugurates, dedicates to the nation and lays the foundation stone of development projects worth around ₹2,970 crore in Daman
June 05th, 07:15 pm
Addressing a public gathering in Daman, PM Modi lauded Daman as a living example of Mini India. Launching multiple transformative projects spanning connectivity, health, education, tourism, and urban infrastructure, he highlighted the region's prowess in solar energy and cleanliness. Listing various government initiatives that transformed the lives of the people, he assured the Union Territory of the central government's continued support.୫ ଜୁନରେ ସୁରଟ ଏବଂ ଦାମନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
June 04th, 10:03 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ଜୁନ୍, ୨୦୨୬ରେ ଗୁଜରାଟ ଏବଂ ଦାମନ ଗସ୍ତ କରିବେ । ଦିନ ପ୍ରାୟ ୨ଟା ୩୦ ମିିନିଟରେ, ପ୍ରଧାନମନ୍ତ୍ରୀ ସୁରଟ ଜିଲ୍ଲାର ହାଜିରା ଗସ୍ତ କରିବେ ଏବଂ ଚାଲୁଥିବା ଔଦ୍ୟୋଗିକ କାର୍ଯ୍ୟ ଓ ଭିତ୍ତିଭୂମିର ସମୀକ୍ଷା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ସୁରଟରେ ପ୍ରାୟ ୧୮,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରି ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।ସିଲଭାସାରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 07th, 03:00 pm
ଆପଣମାନେ ସମସ୍ତେ କେମିତି ଅଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ବହୁତ ଉତ୍ସାହ ରହିଛି ଓ ଭଲ ଲାଗୁଛି। ମୁଁ କେନ୍ଦ୍ର ଶାସିତ ଅଞ୍ଚଳର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ମୋତେ ଆପଣମାନଙ୍କ ଠାରୁ ଊର୍ଦ୍ଧ୍ୱକୁ ଉଠିବାର ସୁଯୋଗ ଦେଇଛନ୍ତି। ଆଜି ଅନେକ ପରିଚିତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ପାଇଛି।PM Modi inaugurates and launches various development works worth over ₹2580 crore in Silvassa
March 07th, 02:45 pm
PM Modi launched various development works worth over ₹2580 crore in Silvassa. He also inaugurated the Namo Hospital in Silvassa earlier to the event. PM highlighted the significance of healthcare projects launched in Silvassa on Jan Aushadhi Diwas. He remarked that developments like the Ram Setu, Namo Path, Tent City in Daman, and the popular Night Market are enhancing the region's appeal.ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୭ ଓ ୮ରେ କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ତଥା ଦମନ ଓ ଡିଉ ଏବଂ ଗୁଜରାଟ ଗସ୍ତ କରିବେ
March 07th, 07:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୭ ଓ ୮ ତାରିଖରେ କେନ୍ଦ୍ରଶାସିତ ପ୍ରଦେଶ ଦାଦ୍ରା ଓ ନଗର ହାବେଳୀ ତଥା ଦମନ ଓ ଡିଉ ଏବଂ ଗୁଜରାଟ ଗସ୍ତ କରିବେ । ସେ ମାର୍ଚ୍ଚ ୭ ତାରିଖରେ ସିଲଭାସା ଯିବେ ଏବଂ ଦ୍ୱିପ୍ରହର ପ୍ରାୟ ୨ଟାରେ ନମୋ ହସପିଟାଲ (ପ୍ରଥମ ପର୍ଯ୍ୟାୟ)ର ଉଦଘାଟନ କରିବେ । ଦ୍ୱିପ୍ରହର ପ୍ରାୟ ୨ଟା ୪୫ରେ ସିଲଭାସାରେ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ୨୫୮୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହାପରେ ସେ ସୁରଟ ଯିବେ ଏବଂ ସନ୍ଧ୍ୟା ପ୍ରାୟ ୫ଟାରେ ସୁରଟ ଖାଦ୍ୟ ସୁରକ୍ଷା ସଂତୃପ୍ତି ଅଭିଯାନର ଶୁଭାରମ୍ଭ କରିବେ । ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ନବସାରୀ ଯିବେ ଏବଂ ସକାଳ ପ୍ରାୟ ୧୧ ଟା ୩୦ରେ ଲକ୍ଷପତି ଦିଦି ମାନଙ୍କ ସହ ଆଲୋଚନା କରିବେ । ଏହାପରେ ଏକ ସାର୍ବଜନୀକ ସମାବେଶରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯିବ ।ଡାମନରେ ନମୋ ପଥ, ଦେବକା ସିଫ୍ରଣ୍ଟ ଦେଶକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ
April 25th, 11:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡାମନରେ ନମୋ ପଥ, ଦେବକା ସାମୁଦ୍ରିକ ଦେଶକୁ ଉତ୍ସର୍ଗୀକୃତ କରିଛନ୍ତି। କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ସେ ‘ନୟା ଭରତ ସେଲଫି ପଏଣ୍ଟ’ ମଧ୍ୟ ପରିଦର୍ଶନ କରିଥିଲେ।Balanced development of every region is a huge priority: PM Modi
April 25th, 04:50 pm
PM Modi laid the foundation stone and dedicated to the nation various development projects worth more than Rs 4850 crores at Silvassa, Dadra, and Nagar Haveli today. The projects included the dedication of NAMO Medical Education & Research Institute in Silvassa, and the laying of the foundation stone of 96 projectsପ୍ରଧାନମନ୍ତ୍ରୀ ସିଲଭାସା, ଦାଦରା ଓ ନଗର ହାଭେଲୀରେ ୪୮୫ଠ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି
April 25th, 04:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଲୱାସା, ଦାଦରା ଏବଂ ନଗର ହାଭେଲୀ ଠାରେ ୪୮୫୦ କୋଟି ଟଙ୍କାରୁ ଅଧିକର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ସିଲବାସାରେ ନମୋ ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନର ଲୋକାର୍ପଣ ଏବଂ ଦମନରେ ସରକାରୀ ଇଞ୍ଜିନିୟରିଂ କଲେଜ, ବିଭିନ୍ନ ସଡ଼କର ସୌନ୍ଦର୍ଯ୍ୟକରଣ, ସୁଦୃଢ଼ୀକରଣ ଏବଂ ପ୍ରଶସ୍ତୀକରଣ, ମତ୍ସ୍ୟ ବଜାର ଏବଂ ସପିଂ ସେଣ୍ଟର ଏବଂ ଜଳ ଯୋଗାଣ ଯୋଜା ଆଦିର ବିସ୍ତାର ଭଳି ୯୬ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ଅନ୍ତର୍ଭୁକ୍ତ ରହିଛି । ପ୍ରଧାନମନ୍ତ୍ରୀ ଦୀବ ଏବଂ ସିଲୱାସା ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ସହରୀ ହିତାଧିକାରୀଙ୍କୁ ଘର ଚାବି ମଧ୍ୟ ପ୍ରଦାନ କରିଥିଲେ ।24 ଏବଂ 25 ଏପ୍ରିଲରେ ମଧ୍ୟପ୍ରଦେଶ, କେରଳ, ଦାଦ୍ରା ଏବଂ ନାଗର ହାଭେଳି ଏବଂ ଡାମନ ଓ ଡିୟୁକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
April 21st, 03:02 pm
24 ଏପ୍ରିଲ ଦିନ ପ୍ରାୟ 11:30 ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରେୱା ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ପ୍ରାୟ 17,000 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିବେ।ଦିଉର ଉପକୂଳ ସ୍ୱଚ୍ଛତା ଓ ବିକାଶ ସମ୍ପର୍କରେ ଉଲ୍ଲେଖନୀୟ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ
April 07th, 11:17 am
ଦାମନ ଓ ଦିଉର ସାଂସଦ ଶ୍ରୀ ଲାଲୁଭାଇ ପଟେଲଙ୍କ ବ୍ଲୁ ଫ୍ଲାଗ ବେଳାଭୂମି ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;ରୋଜଗାର ମେଳାରେ ପ୍ରାୟ ୭୧,ଠଠଠ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 22nd, 10:31 am
ରୋଜଗାର ମେଳାରେ ଯୋଡ଼ି ହୋଇଥିବା ମୋର ଯୁବ ସାଥୀମାନେ, ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଜି ଦେଶର ୪୫ଟି ସହରରେ ୭୧ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଉଛି । ଅର୍ଥାତ, ଆଜି ଏକା ସହିତ ହଜାର ହଜାର ଘରେ ଖୁସିର ଏକ ନୂଆ ମାହୋଲ ଆରମ୍ଭ ହୋଇଯାଇଛି । ଗତ ମାସରେ ଆଜିର ଦିନରେ ଧନତେରସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫ ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଆଜିର ଏହି ବିଶାଳ ରୋଜଗାର ମେଳା ଦର୍ଶାଉଛି ଯେ ସରକାର କେଉଁଭଳି ଭାବରେ ସରକାରୀ ନିଯୁକ୍ତି ଦେବା ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛି ।ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୧୦୦୦ ନିଯୁକ୍ତିପତ୍ର
November 22nd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୨.୧୧.୨୦୨୨ ) ଆଭାସୀ ମାଧ୍ୟମରେ ଆୟୋଜିତ ରୋଜଗାର ମେଳାରେ ପ୍ରାୟ ୭୧୦୦୦ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି ରୋଜଗାର ମେଳା ଏକ ଉତ୍ପ୍ରେରକ ଭାବେ କର୍ମନିଯୁକ୍ତି ବୃଦ୍ଧି କରିବା ସହ ଜାତୀୟ ବିକାଶରେ ଯୁବାଗୋଷ୍ଠୀଙ୍କୁ ସିଧାସଳଖ ସେମାନଙ୍କ ଅବଦାନ ନିମନ୍ତେ ସଶକ୍ତ କରିବ ।ଗୋଆର ପାନଜୀ ଠାରେ ହର ଘର ଜଳ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
August 19th, 04:51 pm
ଏହି କାର୍ଯ୍ୟକ୍ରମ ଗୋଆରେ ଅନୁଷ୍ଠିତ ହେଉଛି । କିନ୍ତୁ ଆଜି ମୁଁ ଦେଶର ତିନୋଟି ବଡ ସଫଳତା ସମସ୍ତ ନାଗରିକଙ୍କ ସହ ସେୟାର କରିବାକୁ ଚାହୁଁଛି । ଏବଂ ମୁଁ ସମଗ୍ର ଦେଶ ପାଇଁ ଏହା କହିବାକୁ ଚାହେଁ, ଯେତେବେଳେ ମୋର ଦେଶବାସୀ ଭାରତର ଏହି ସଫଳତା ବିଷୟରେ ଜାଣନ୍ତି, ମୁଁ ନିଶ୍ଚିତ ଯେ ସେମାନେ ଅତ୍ୟନ୍ତ ଗର୍ବିତ ହେବେ, ବିଶେଷ କରି ଆମର ମା’ ଏବଂ ଭଉଣୀମାନେ । ଆଜି ଆମେ ଅମୃତ କାଳ”ରେ ଭାରତ କାର୍ଯ୍ୟ କରୁଥିବା ବୃହତ ଲକ୍ଷ୍ୟ ସହ ଜଡିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛୁ । ପ୍ରଥମ ମାଇଲଖୁଣ୍ଟ ହେଉଛି ଆଜି ଦେଶର ୧୦ କୋଟି ଗ୍ରାମୀଣ ପରିବାର ପାଇପ୍ ଯୋଗେ ବିଶୁଦ୍ଧ ଜଳ ସୁବିଧା ସହିତ ସଂଯୁକ୍ତ ହୋଇଛନ୍ତି । ପରିବାରକୁ ଜଳ ଯୋଗାଣ ପାଇଁ ସରକାରଙ୍କ ଅଭିଯାନର ଏହା ଏକ ବଡ଼ ସଫଳତା । ଏହା ମଧ୍ୟ ସବକା ପ୍ରୟାସ” (ସମସ୍ତଙ୍କ ଉଦ୍ୟମ) ର ଏକ ଉତ୍ତମ ଉଦାହରଣ । ଏହି ସଫଳତା ପାଇଁ ମୁଁ ପ୍ରତ୍ୟେକ ଦେଶବାସୀ ଏବଂ ବିଶେଷକରି ମା’ ଏବଂ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି ।ଭିଡିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଜଳଜୀବନ ମିଶନ ଅଧୀନସ୍ଥ ହର ଘର ଜଲ ଉତ୍ସବରେ ସମ୍ବୋଧନ
August 19th, 12:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଜଳ ଜୀବନ ମିଶନ ଅଧୀନ ହର ଘର ଜଲ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ଏହି ସମାରୋହ ଗୋଆରେ ଅନୁଷ୍ଠିତ ହୋଇଛି । ଗୋଆ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ଅବସରରେ ଉପସ୍ଥିତ ଥିଲେ । ଜନ୍ମାଷ୍ଟମୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀକୃଷ୍ଣ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।