Prime Minister Congratulates Excellency Andrej Babiš on Appointment as Prime Minister of Czech Republic

December 09th, 10:31 pm

Prime Minister Shri Narendra Modi extended congratulations to Excellency Andrej Babiš on his appointment as the Prime Minister of the Czech Republic, today.

ଦଶମ ଭାଇବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ୨୦୨୪ ଅବସରରେ ପ୍ରଧାନମନ୍ତ୍ରୀ ଚେକ୍ ରିପବ୍ଲିକ୍‌ର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ

January 10th, 07:09 pm

ଚେକ୍ ରିପବ୍ଲିକ୍‌ର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଟର ଫିୟାଲା ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ ୨୦୨୪ରେ ଅଂଶଗ୍ରହଣ କରିବା ପାଇଁ ୯ - ୧୧ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି ।

ଚେକ୍ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମହାମହିମ ପିଟର ଫିୟାଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 28th, 09:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେକ୍ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମହାମହିମ ପିଟର ଫିୟାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଲକ୍ଷ୍ନୌଠାରେ ଉତ୍ତରପ୍ରଦେଶ ନିବେଶକ ଶିଖର ସମ୍ମିଳନୀକୁ ଫେବୃଆରୀ 21 ରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

February 20th, 07:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଲକ୍ଷ୍ନୌଠାରେ ଆରମ୍ଭ ହେଉଥିବା ଦୁଇଦିନିଆ ଉତ୍ତରପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 କୁ ଉଦ୍ଘାଟନ କରିବେ । ଏଥିରେ ଶ୍ରୀ ରାଜନାଥ ସିଂହ, ଶ୍ରୀ ଅରୁଣ ଜେଟଲୀ, ଶ୍ରୀମତୀ ନିର୍ମଳା ସିତାରମଣ, ଶ୍ରୀ ନିତିନ ଗଡକରୀ, ଶ୍ରୀ ସୁରେଶ ପ୍ରଭୁ, ଶ୍ରୀମତୀ ସ୍ମୃତି ଇରାନୀ, ଶ୍ରୀ ରବି ଶଙ୍କର ପ୍ରସାଦ, ଡ. ହର୍ଷବର୍ଦ୍ଧନ, ଶ୍ରୀ ଭି.କେ.ସିଂହ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ ଅଂଶଗ୍ରହଣ କରିବେ । ସେମାନେ ଏହି ସମ୍ମିଳନୀର ପୃଥକ ପୃଥକ ଅଧିବେଶନରେ ଅଧ୍ୟକ୍ଷତା କରି ରାଜ୍ୟକୁ ପୁଂଜି ନିବେଶକାରୀମାନଙ୍କୁ ଆକୃଷ୍ଟ କରିବେ । ପ୍ରଧାନମନ୍ତ୍ରୀ ଫେବୃଆରୀ 21 ରେ ଏହି ସମ୍ମିଳନୀକୁ ଉଦ୍ଘାଟନ କରୁଥିବାବେଳେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗ ଦେବେ ।