‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ
September 24th, 06:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।ବିହାରର ସିୱାନଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 20th, 01:00 pm
ରଉଆର ସମସ୍ତ ଲୋକଙ୍କୁ ମୁଁ ପ୍ରଣାମ କରୁଛି। ବାବା ମହେନ୍ଦ୍ର ନାଥ, ବାବା ହଂସନାଥ, ସୋହାଗରା ଧାମ, ମା ଥାୱେ ଭବାନୀ, ମା ଅମ୍ବିକା ଭବାନୀ, ପ୍ରଥମ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପବିତ୍ର ଭୂମିରେ ରଉଆ ର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ।ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
June 20th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସଭାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ବାବା ମହେନ୍ଦ୍ର ନାଥ ଏବଂ ବାବା ହଂସନାଥଙ୍କୁ ଭକ୍ତିପୂତ ପ୍ରଣାମ କରିଥିଲେ ଏବଂ ପବିତ୍ର ସୋହଗରା ଧାମକୁ ସମ୍ମାନ ଜଣାଇଥିଲେ । ସେ ମା’ ଥାଓ୍ବେ ଭବାନୀ ଏବଂ ମା’ ଅମ୍ବିକା ଭବାନୀଙ୍କୁ ମଧ୍ୟ ଭକ୍ତିପୂତ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ରାଷ୍ଟ୍ରପତି ଦେଶରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସାଇପ୍ରସ୍ ଓ ଭାରତ ମଧ୍ୟରେ ବ୍ୟାପକ ସହଭାଗିତା କାର୍ଯ୍ୟାନ୍ୱୟନ ଉପରେ ମିଳିତ ଘୋଷଣାନାମା
June 16th, 03:20 pm
୧୫ ରୁ ୧୬ ଜୁନ୍ ୨୦୨୫ ଯାଏ ସାଇପ୍ରସକୁ ସରକାରୀ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ସାଇପ୍ରସ୍ର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ସାଇପ୍ରସ୍ ଗସ୍ତ। ଶ୍ରୀ ମୋଦୀଙ୍କ ଏହି ଗସ୍ତ ହେଉଛି ଏକ ମାଇଲଖୁଣ୍ଟ ଯାହା ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଓ ସ୍ଥାୟୀ ବନ୍ଧୁତାକୁ ଦୋହରାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କେବଳ ଏକ ସହଭାଗୀ ଇତିହାସ ନୁହେଁ, ବରଂ ଏକ ମିଳିତ ରଣନୀତିକ ଦୂରଦୃଷ୍ଟି, ପାରସ୍ପରିକ ବିଶ୍ୱାସ ଓ ସମ୍ମାନ ଉପରେ ଆଧାରିତ ଏକ ଭବିଷ୍ୟତମୁଖୀ ସହଭାଗିତାକୁ ପ୍ରଦର୍ଶିତ କରୁଛି।ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
June 16th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଭବନରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ସ୍ୱାଗତ କରିଥିଲେ ଏବଂ ଏକ ଆନୁଷ୍ଠାନିକ ଅଭିବାଦନ ଜଣାଇଥିଲେ । ଗତକାଲି, ଏକ ସ୍ୱତନ୍ତ୍ର ସଂକେତ ସ୍ୱରୂପ, ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡେସ୍ ଭବ୍ୟ ସ୍ୱାଗତ କରିଥିଲେ, ଯାହା ଦୁଇ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ନିବିଡ଼ ବନ୍ଧୁତାକୁ ପ୍ରତିଫଳିତ କରୁଛି ।PM Modi's remarks during joint press meet with President Christodoulides of Cyprus
June 16th, 01:45 pm
During the joint press meet with President Christodoulides of Cyprus, PM Modi said his visit to Cyprus marked a new chapter in bilateral ties. He announced plans for a strategic roadmap for the next five years, focusing on defence, cyber and maritime security and real-time intelligence sharing. He thanked Cyprus for supporting India's fight against terrorism and its bid for a permanent seat in the UN Security Council.ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ ମାକାରିଅସ ୩ ଗ୍ରହଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
June 16th, 01:35 pm
ଏହି ସମ୍ମାନ କେବଳ ମୋର, ନରେନ୍ଦ୍ର ମୋଦୀର ସମ୍ମାନ ନୁହେଁ । ଭାରତର ୧୪୦ କୋଟି ଜନସାଧାରଣଙ୍କ ସମ୍ମାନ । ସେମାନଙ୍କ ସାମର୍ଥ୍ୟ ଓ ଆକାଂକ୍ଷା ପାଇଁ ଏହା ସମ୍ମାନ ।ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III ସମ୍ମାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
June 16th, 01:33 pm
16.06.2025 : ସାଇପ୍ରସର ରାଷ୍ଟ୍ରପତି, ମହାମହିମ ନିକୋସ୍ କ୍ରିଷ୍ଟୋଡୋଲିଡ୍ସ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାଇପ୍ରସର ସମ୍ମାନ - ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ III ପ୍ରଦାନ କରିଛନ୍ତି।ଭାରତ ସାଇପ୍ରସର ବ୍ୟବସାୟୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଏବଂ ସାଇପ୍ରସ ରାଷ୍ଟ୍ରପତି
June 16th, 02:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସର ରାଷ୍ଟ୍ରପତି ମହାମହୀମ ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆଜି ଲିମାସୋଲଠାରେ ଆୟୋଜିତ ଏକ ଗୋଲ ଟେବଲ ବୈଠକରେ ଉଭୟ ଦେଶର ବ୍ୟବସାୟିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଙ୍କିଙ୍ଗ, ଆର୍ଥିକ ପ୍ରତିଷ୍ଠାନ, ଉତ୍ପାଦନ, ପ୍ରତିରକ୍ଷା, ଲଜିଷ୍ଟିକ୍ସ, ସାମୁଦ୍ରିକ, ଜାହାଜ ଚଳାଚଳ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଏଆଇ, ଆଇଟି ସେବା, ପର୍ଯ୍ୟଟନ ଏବଂ ଯାନବହାନ ଚଳାଚଳ ପ୍ରଭୃତି କ୍ଷେତ୍ରର ପ୍ରତିନିଧିମାନେ ଏହି ଅଂଶଗ୍ରହଣକାରୀଙ୍କ ଭିତରେ ସାମିଲ ଥିଲେ।ସାଇପ୍ରସ୍ରେ ହୋଇଥିବା ଭାରତ-ସାଇପ୍ରସ୍ ବାଣିଜ୍ୟ ଗୋଲଟେବୁଲ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
June 15th, 11:10 pm
ସର୍ବପ୍ରଥମେ ମୁଁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ଆଜି ସେ ମତେ ସ୍ୱାଗତ କରିବା ପାଇଁ ନିଜେ ବିମାନ ବନ୍ଦର ଆସିଥିଲେ। ଉଦ୍ୟୋଗପତିଙ୍କ ସହିତ ସେ ଏତେ ବଡ଼ ଗୋଲ୍ ଟେବୁଲ ବୈଠକ ଆୟୋଜନ କରିଛନ୍ତି, ସେଥିପାଇଁ ମୁଁ ବହୁତ କୃତଜ୍ଞ । ସେ ମୋ ପାଇଁ ଓ ଆମର ପାଟନରସିପ୍ ପାଇଁ ଯେଉଁ ସକରାତ୍ମକ ଆଭିମୁଖ୍ୟ ରଖିଛନ୍ତି, ସେଥିପାଇଁ ମଧ୍ୟ ହୃଦୟରୁ ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛିସାଇପ୍ରସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
June 15th, 06:06 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ସମୟ ପୂର୍ବରୁ ସାଇପ୍ରସରେ ପହଞ୍ଚିଥିଲେ। ବିମାନବନ୍ଦରରେ ସାଇପ୍ରସ୍ ର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ତାଙ୍କୁ ସ୍ୱାଗତ କରିଥିଲେ।ତିନି ରାଷ୍ଟ୍ର ସାଇପ୍ରସ, କାନାଡା ଏବଂ କ୍ରୋଏସିଆ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
June 15th, 07:00 am
ଜୁନ ୧୫ - ୧୬ ତାରିଖରେ, ମୁଁ ରାଷ୍ଟ୍ରପତି ମହାମହିମ ନିକୋସ କ୍ରିଷ୍ଟୋଡୁଲାଇଡସଙ୍କ ନିମନ୍ତ୍ରଣରେ ସାଇପ୍ରସ ଗଣରାଜ୍ୟ ଗସ୍ତ କରିବି। ସାଇପ୍ରସ ହେଉଛି ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘରେ ଏକ ଘନିଷ୍ଠ ବନ୍ଧୁ ଓ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଏହି ଗସ୍ତ ଐତିହାସିକ ସମ୍ଵନ୍ଧକୁ ମଜଭୁତ କରିବ ଏବଂ ବାଣିଜ୍ୟ, ନିବେଶ, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସମ୍ପର୍କକୁ ବିସ୍ତାର କରିବ ଏବଂ ଲୋକମାନଙ୍କ ମଧ୍ୟରେ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାର ସୁଯୋଗ ପ୍ରଦାନ କରୁଛି।ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15 ରୁ 19 ପର୍ଯ୍ୟନ୍ତ ସାଇପ୍ରସ, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ
June 14th, 11:58 am
ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15-16 ରେ ସାଇପ୍ରସ୍, ଜୁନ୍ 16-17 ରେ ଜି-7 ଶିଖର ସମ୍ମିଳନୀ ପାଇଁ କାନାଡ଼ା ଏବଂ ଜୁନ୍ 18 ରେ କ୍ରୋଏସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡସଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟବସାୟୀ ନେତାମାନଙ୍କୁ ସମ୍ବୋଧିତ କରିବେ । ପରେ କାନାଡାରେ ଜି-7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଜି-7 ଦେଶର ନେତାଙ୍କ ସହ ମତ ବିନିମୟ କରିବେ। କ୍ରୋଏସିଆରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ଭେଟିବେ।ସାଇପ୍ରସ ରାଷ୍ଟ୍ରପତି ଭାବେ ନିର୍ବାଚିତ ମହାମହିମ ନିକୋସ କ୍ରିଷ୍ଟୋଦୋଲିଦେସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
February 13th, 10:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସ ରାଷ୍ଟ୍ରପତି ଭାବେ ନିର୍ବାଚିତ ମହାମହିମ ନିକୋସ କ୍ରିଷ୍ଟୋଦୋଲିଦେସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।PM Modi's bilateral meetings on the margins of UNGA in New York
September 26th, 11:27 pm
PM Modi held bilateral talks with leaders from several countries in the sidelines of the UNGA in New York.Social Media Corner 28 April 2017
April 28th, 08:13 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!"ସାଇପ୍ରସ ରାଷ୍ଟ୍ରପତି ମିଷ୍ଟର ନିକୋ ଆନେସ୍ତାସିଆସଙ୍କ ସହ ରାଜିନାମା ଆଦାନ ପ୍ରଦାନ ଓ ପ୍ରେସ ବିବୃତି ଦେବା ଅବସରରେ ପ୍ରଧାନମନ୍ତ୍ରୀ"
April 28th, 02:05 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଇପ୍ରସ ରାଷ୍ଟ୍ରପତି ମିଷ୍ଟର ନିକୋ ଆନେସ୍ତାସିଆସ ଆଜି ଭାରତ-ସାଇପ୍ରସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ରାଜିନାମା ଆଦାନ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସାଇପ୍ରସ ଏବଂ ଭାରତ ପ୍ରାଚୀନ ସଭ୍ୟତାର ସମୃଦ୍ଧ ଐତିହ ସେର କରିଆସିଛି ଏବଂ ଦୁଇ ଦେଶର ସଭ୍ୟତା ସହସ୍ରବର୍ଷରୁ ଉଭୟେ ଉଭୟଙ୍କୁ ପ୍ରଭାବିତ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସଂଯୁକ୍ତ ରାଷ୍ଟ୍ରରେ ଭାରତର ଏକ ସ୍ଥାୟୀ ସଦସ୍ୟତା ପ୍ରୟାସକୁ ସାଇପ୍ରସର ସମର୍ଥନକୁ ପ୍ରସଂଶା କରିଛନ୍ତି ।PM’s engagements in New York City – September 25th, 2015
September 25th, 11:27 pm