କୋଏସିଆର ପ୍ରଧାନମନ୍ତ୍ରୀ ଆନ୍ଦ୍ରେ ପ୍ଲେନକୋଭିଚ୍‌ଙ୍କ ଭାରତ ଗସ୍ତ

February 18th, 07:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ କୋଏସିଆର ପ୍ରଧାନମନ୍ତ୍ରୀ ଆନ୍ଦ୍ରେ ପ୍ଲେନକୋଭିଚ୍‌ଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ କ୍ରୋଏସିଆର ପ୍ରଧାନମନ୍ତ୍ରୀ

February 18th, 05:41 pm

କ୍ରୋଏସିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆଣ୍ଡରେଜ ପ୍ଲେନକୋଭିଚ୍ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ବିହାରର ସିୱାନଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 20th, 01:00 pm

ରଉଆର ସମସ୍ତ ଲୋକଙ୍କୁ ମୁଁ ପ୍ରଣାମ କରୁଛି। ବାବା ମହେନ୍ଦ୍ର ନାଥ, ବାବା ହଂସନାଥ, ସୋହାଗରା ଧାମ, ମା ଥାୱେ ଭବାନୀ, ମା ଅମ୍ବିକା ଭବାନୀ, ପ୍ରଥମ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପବିତ୍ର ଭୂମିରେ ରଉଆ ର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛି ।

ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 20th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ସିୱାନରେ ୫୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସଭାରେ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ ବାବା ମହେନ୍ଦ୍ର ନାଥ ଏବଂ ବାବା ହଂସନାଥଙ୍କୁ ଭକ୍ତିପୂତ ପ୍ରଣାମ କରିଥିଲେ ଏବଂ ପବିତ୍ର ସୋହଗରା ଧାମକୁ ସମ୍ମାନ ଜଣାଇଥିଲେ । ସେ ମା’ ଥାଓ୍ବେ ଭବାନୀ ଏବଂ ମା’ ଅମ୍ବିକା ଭବାନୀଙ୍କୁ ମଧ୍ୟ ଭକ୍ତିପୂତ ପ୍ରଣାମ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶର ପ୍ରଥମ ରାଷ୍ଟ୍ରପତି ଦେଶରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

India - Croatia Leaders’ Statement

June 19th, 06:06 pm

PM Modi and Croatian PM Plenković had a comprehensive exchange of views on further advancing bilateral relations, India-EU strategic partnership and cooperation in multilateral fora. The two leaders welcomed the signing of MoU on Agriculture, Science and Technology, Cultural Exchanges and to establish a Hindi Chair at the University of Zagreb. Both sides condemned terrorism in all its forms.

କ୍ରୋଏସିଆ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତର ପ୍ରଧାନମନ୍ତ୍ରୀ

June 18th, 11:58 pm

ଜାଗ୍ରେବଠାରେ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି । ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର କାର୍ଯ୍ୟକାରିତା, ଆନ୍ତର୍ଜାତିକ ଶାନ୍ତି ଓ ସ୍ଥିରତାକୁ ଆଧାର କରି ଦୁଇ ଦେଶ ଭିତରେ ସମ୍ପର୍କ ମଜଭୂତ ରହିଥିବା ଦୁଇ ନେତା କହିଛନ୍ତି । ପ୍ରତିରକ୍ଷା, ଷ୍ଟାର୍ଟଅପ, କ୍ରୀଡା, ଆବିଷ୍କାର ପରି କ୍ଷେତ୍ରରେ ପୁଞ୍ଜି ନିବେଶର ରହିଥିବା ସୁଯୋଗକୁ ଗୁରୁତ୍ୱ ଦେବାକୁ ଦୁଇ ନେତା ରାଜି ହୋଇଛନ୍ତି । ଆତଙ୍କବାଦ ବିରୁଦ୍ଧରେ ଲଢେଇ ବେଳେ ଭାରତ ସହ କ୍ରୋଏସିଆ ଛିଡା ହୋଇଥିବାରୁ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଦୁଇ ଦେଶ ଭିତରେ ରହିିଥିବା ଶତାବ୍ଦୀ ପୁରୁଣା ସମ୍ପର୍କକୁ ମନେପକାଇ ଦୁଇ ନେତା ପାରସ୍ପରିକ ବୁଝାମଣା କାଏମ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।

PM Modi meets Prime Minister of the Republic of Croatia

June 18th, 11:40 pm

PM Modi met Croatian PM Andrej Plenković in Zagreb, marking the first-ever visit by an Indian PM to Croatia. The leaders held delegation-level talks, discussing trade, defense, science, space, cultural ties, and more, marking a historic milestone in India-Croatia relations.

କ୍ରୋଏସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 18th, 09:56 pm

ଐତିହାସିକ ଏବଂ ସୁନ୍ଦର ସହର ଜାଗ୍ରେବରେ ମୋତେ ଯେଉଁ ଭବ୍ୟ ସ୍ବାଗତ, ଉତ୍ସାହ ଏବଂ ସ୍ନେହ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଏବଂ କ୍ରୋଏସିଆ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।

PM Modi arrives in Zagreb, Croatia

June 18th, 05:38 pm

PM Modi arrived in Zagreb, Croatia. This is the first ever visit by an Indian PM to Croatia. In a special gesture, PM Modi was warmly received by PM Andrej Plenković at the airport.

ତିନି ରାଷ୍ଟ୍ର ସାଇପ୍ରସ, କାନାଡା ଏବଂ କ୍ରୋଏସିଆ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

June 15th, 07:00 am

ଜୁନ ୧୫ - ୧୬ ତାରିଖରେ, ମୁଁ ରାଷ୍ଟ୍ରପତି ମହାମହିମ ନିକୋସ କ୍ରିଷ୍ଟୋଡୁଲାଇଡସଙ୍କ ନିମନ୍ତ୍ରଣରେ ସାଇପ୍ରସ ଗଣରାଜ୍ୟ ଗସ୍ତ କରିବି। ସାଇପ୍ରସ ହେଉଛି ଭୂମଧ୍ୟସାଗରୀୟ କ୍ଷେତ୍ର ଏବଂ ୟୁରୋପୀୟ ସଂଘରେ ଏକ ଘନିଷ୍ଠ ବନ୍ଧୁ ଓ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଏହି ଗସ୍ତ ଐତିହାସିକ ସମ୍ଵନ୍ଧକୁ ମଜଭୁତ କରିବ ଏବଂ ବାଣିଜ୍ୟ, ନିବେଶ, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମର ସମ୍ପର୍କକୁ ବିସ୍ତାର କରିବ ଏବଂ ଲୋକମାନଙ୍କ ମଧ୍ୟରେ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବାର ସୁଯୋଗ ପ୍ରଦାନ କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15 ରୁ 19 ପର୍ଯ୍ୟନ୍ତ ସାଇପ୍ରସ, କାନାଡା ଏବଂ କ୍ରୋଏସିଆ ଗସ୍ତ କରିବେ

June 14th, 11:58 am

ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ 15-16 ରେ ସାଇପ୍ରସ୍, ଜୁନ୍ 16-17 ରେ ଜି-7 ଶିଖର ସମ୍ମିଳନୀ ପାଇଁ କାନାଡ଼ା ଏବଂ ଜୁନ୍ 18 ରେ କ୍ରୋଏସିଆ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ସାଇପ୍ରସ ରାଷ୍ଟ୍ରପତି କ୍ରିଷ୍ଟୋଡୋଲିଡସଙ୍କ ସହ ଆଲୋଚନା କରିବେ ଏବଂ ଲିମାସୋଲରେ ବ୍ୟବସାୟୀ ନେତାମାନଙ୍କୁ ସମ୍ବୋଧିତ କରିବେ । ପରେ କାନାଡାରେ ଜି-7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଜି-7 ଦେଶର ନେତାଙ୍କ ସହ ମତ ବିନିମୟ କରିବେ। କ୍ରୋଏସିଆରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ପ୍ଲେଙ୍କୋଭିକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ଭେଟିବେ।

PM greets the people of Croatia, on their Statehood Day

June 25th, 10:15 am