ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କ୍ୱାଲକମ୍ କମ୍ପାନୀର ଅଧ୍ୟକ୍ଷ ଓ ସିଇଓ
February 20th, 09:12 pm
କ୍ୱାଲକମ୍ କମ୍ପାନୀର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆର ଆମୋନ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।ପ୍ରଧାନମନ୍ତ୍ରୀଙ୍କ ସହ କ୍ୱାଲକମ୍ ସିଇଓଙ୍କ ଆଲୋଚନା, ଏଆଇ ଓ ଦକ୍ଷତା ବିକାଶ ଉପରେ ଚର୍ଚ୍ଚା
October 11th, 02:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ବହୁରାଷ୍ଟ୍ରୀୟ ନିଗମ କ୍ୱାଲକମର ଅଧ୍ୟକ୍ଷ ତଥା ସିଇଓ ଶ୍ରୀ କ୍ରିଷ୍ଟିୟାନୋ ଆର. ଅମୋନଙ୍କୁ ଭେଟି ଆଲୋଚନା କରିଛନ୍ତି । କୃତ୍ରିମ ବୁଦ୍ଧିମତା (ଏଆଇ), ନବାଚାର ଏବଂ କୌଶଳ ବିକାଶରେ ଭାରତର ପ୍ରଗତି ଉପରେ ଏହି ଅବସରରେ ଆଲୋଚନା କରିଥିଲେ ।