Prime Minister condemns attacks on UAE, reiterates support for peace and regional stability

May 05th, 01:11 pm

The Prime Minister, Shri Narendra Modi, has strongly condemned the attacks on the UAE that led to injuries to three Indian nationals.

ବାହାରିନ ରାଜାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 20th, 07:57 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ କଥା ହୋଇଛନ୍ତି । ଏହି ଆଲୋଚନାର ଉଦ୍ଦେଶ୍ୟ ଉତ୍ସବର ଶୁଭେଚ୍ଛା ଏବଂ ଆଞ୍ଚଳିକ ସୁରକ୍ଷା ସହିତ ଜଡିତ ସମସ୍ୟାର ସମାଧାନ ଥିଲା ।

Prime Minister Speaks with Amir of Qatar

March 19th, 10:00 pm

During a telephone conversation with His Highness Sheikh Tamim bin Hamad Al Thani, the Amir of Qatar, PM Modi conveyed Eid greetings. The PM strongly condemned the attacks on the region’s energy infrastructure and expressed gratitude for the care and support extended to the Indian community in Qatar. Both countries stand for safe and free navigation through the Strait of Hormuz.

ଅଷ୍ଟ୍ରେଲିଆରେ ଆତଙ୍କବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

December 14th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ବୋଣ୍ଡି ବିଚ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର କଡା ନିନ୍ଦା କରିଛନ୍ତି । ଏହି ଆକ୍ରମଣରେ ଯିହୂଦୀ ପର୍ବ ହନୁକ୍କାର ପ୍ରଥମ ଦିନ ପାଳନ କରୁଥିବା ଲୋକମାନଙ୍କୁ ଟାର୍ଗେଟ କରାଯାଇଥିଲା ।

ଜେରୁଜେଲମ ଆତଙ୍କୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

September 08th, 10:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଜେରୁଜେଲମରେ ନିରୀହ ନାଗରିକଙ୍କ ଉପରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ କଠୋର ଭାବେ ନିନ୍ଦା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଭାରତ ଯେକୌଣସି ପ୍ରକାରର ଆତଙ୍କବାଦ ଏବଂ ଏହାର ଯୋଜନାକୁ ନିନ୍ଦା କରୁଛି, ଆତଙ୍କବାଦ ପ୍ରସଙ୍ଗରେ ଶୂନ ସହନଶୀଳତା ନୀତିକୁ ସମର୍ଥନ କରୁଛି ।”

ନ୍ୟୁ ଅର୍ଲିନ୍ସରେ ହୋଇଥିବା ଭୀରୁତାପୂର୍ଣ୍ଣ ଆତଙ୍କବାଦୀ ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରୁଛୁ: ପ୍ରଧାନମନ୍ତ୍ରୀ

January 02nd, 06:25 pm

ନ୍ୟୁ ଅର୍ଲିନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭୀରୁତାପୂର୍ଣ୍ଣ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆଜି ତାହାକୁ କଠୋର ଶବ୍ଦରେ ନିନ୍ଦା କରିଛନ୍ତି ।

କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

November 04th, 08:34 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଏବଂ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର ପ୍ରୟାସକୁ ଦୃଢ଼ ନିନ୍ଦା କରିଛନ୍ତି। ଭାରତର ଦୃଢ଼ ସଂକଳ୍ପ ଉପରେ ଗୁରୁତ୍ୱାରୋପ କରି ସେ ନ୍ୟାୟ ସୁନିଶ୍ଚିତ କରିବା ଏବଂ ଆଇନର ଶାସନକୁ ବଜାୟ ରଖିବାକୁ କାନାଡା ସରକାରଙ୍କୁ ଆହ୍ୱାନ ଦେଇଛନ୍ତି ।

ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

July 14th, 09:15 am

ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି ।

ଜରୁରୀକାଳୀନ ସ୍ଥିତିକୁ ଲୋକସଭା ବାଚସ୍ପତିଙ୍କ ନିନ୍ଦାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

June 26th, 02:38 pm

ଜରୁରୀକାଳୀନ ସ୍ଥିତି ଏବଂ ସେ ସମୟରେ ହୋଇଥିବା ଅତ୍ୟଧିକ ବଳପ୍ରୟୋଗକୁ ମାନ୍ୟବର ଲୋକସଭା ବାଚସ୍ପତି ନିନ୍ଦା କରିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

PM condoles the demise of Prof Ram Yatna Shukla, President Kashi Vidvat Parishad

September 20th, 10:45 pm

The Prime Minister, Shri Narendra Modi has condoled the demise of Prof Ram Yatna Shukla, President Kashi Vidvat Parishad. The Prime Minister called Prof Shukla's death an irreparable lose to academic, spiritual and cultural world.

ମଧ୍ୟପ୍ରଦେଶର ଜବଲପୁର ଠାରେ ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡଜନିତ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

August 01st, 08:36 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଜବଲପୁର ଠାରେ ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ହୋଇଥିବା ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

PM Modi's telephonic conversation with Secretary General of the United Nations

July 29th, 10:17 pm

Prime Minister Shri Narendra Modi had a telephone conversation today with the United Nations Secretary-General (UNSG), His Excellency António Guterres.

ପ୍ରଧାନମନ୍ତ୍ରୀ ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି

November 13th, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଣିପୁରରେ ଆସାମ ରାଇଫଲ୍ସର ସୁରକ୍ଷାବଳ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି । ଆଜି ସହିଦ ହୋଇଥିବା ସୈନିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

PM strongly condemns terrorist attacks inside a church in Nice, France

October 29th, 07:58 pm

The Prime Minister, Shri Narendra Modi has strongly condemned the recent terrorist attacks in France, including today's heinous attack in Nice inside a church.

PM condemns the Maoist attack in Sukma, Chhattisgarh

March 22nd, 10:23 pm

Prime Minister Shri Narendra Modi strongly condemned the Maoist attack in Sukma, Chhattisgarh. He paid tribute to the security personnel martyred in the attack and in a tweet he wrote, “Condolences to the bereaved families. I pray for a quick recovery of those injured.”

PM Modi flags off Vande Bharat Express

February 15th, 10:52 am

PM Narendra Modi today flagged off the Vande Bharat Express from New Delhi. Addressing the gathering, PM Modi condemned the dastardly terror attack on the CRPF personnel in Pulwama and assured that their supreme sacrifice won’t go in vain. The PM said that the perpetrators of the heinous attack will not be spared.

ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

February 15th, 10:52 am

ସର୍ବପ୍ରଥମେ ମୁଁ ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନମାନଙ୍କୁ ସମ୍ମାନର ସହ ଶ୍ରଦ୍ଧାଞଳି ଅର୍ପଣ କରୁଛି । ସେମାନେ ଦେଶସେବା କରିବା ସମୟରେ ନିଜ ପ୍ରାଣବଳି ଦେଇଛନ୍ତି । ଏହି ଦୁଃଖ ସମୟରେ ମୋର ଏବଂ ପୂରା ଦେଶବାସୀଙ୍କର ସମବେଦନା ସେହି ଯବାନମାନଙ୍କ ପରିବାର ପ୍ରତି ଜଣାଉଛି ।

ଇଜିପ୍ଟରେ ସନ୍ତ୍ରାସବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନିନ୍ଦା

November 24th, 10:50 pm

ଇଜିପ୍ଟର ଏକ ପ୍ରାର୍ଥନା ସ୍ଥଳରେ ସନ୍ତ୍ରାସବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ ଭାବେ ନିନ୍ଦା କରିଛନ୍ତି । ଏହି ଆକ୍ରମଣକୁ ବର୍ବରୋଚିତ ଅଭିହିତ କରି ପ୍ରଧାନମନ୍ତ୍ରୀ ନିରୀହ ଲୋକଙ୍କ ଜୀବନ ହାନି ଯୋଗୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ସମସ୍ତ ପ୍ରକାରର ସନ୍ତ୍ରାସବାଦ ବିରୋଧୀ ସଂଗ୍ରାମରେ ଭାରତ ଇଜିପ୍ଟକୁ ଦୃଢ଼ ସମର୍ଥନ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

କ୍ରିଷ୍ଣା ନଦୀ ଡଙ୍ଗାବୁଡି ଘଟଣାରେ ଜୀବନ ହାନି ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ

November 13th, 10:01 am

କ୍ରିଷ୍ଣା ନଦୀରେ ଡଙ୍ଗାବୁଡି ଘଟଣାରେ ମୃତ ବ୍ୟକ୍ତିମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।

ନ୍ୟୁୟର୍କ ସହରରେ ସନ୍ତ୍ରାସବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

November 01st, 09:27 am

ନ୍ୟୁୟର୍କ ସହରରେ ହୋଇଥିବା ସନ୍ତ୍ରାସବାଦୀ ଆକ୍ରମଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି ।