‘No compromise, no double standards on terrorism’: PM Modi at Nordic Summit
May 19th, 04:25 pm
Attending the joint press meet with Nordic leaders, PM Modi highlighted the growing India-Nordic partnership across trade, investment, green technology and innovation. He said both sides decided to shape India-Nordic ties into a Green Technology and Innovation Strategic Partnership and underlined a shared resolve against terrorism, with a clear message of “No compromise. No double standards.ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ
May 15th, 03:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂଯୁକ୍ତ ଆରବ ଏମିରେଟ୍ସକୁ ସରକାରୀ ଗସ୍ତ କରିଛନ୍ତି। ବିମାନବନ୍ଦରରେ ୟୁଏଇର ରାଷ୍ଟ୍ରପତି ମହାମହିମ ଶେଖ ମହମ୍ମଦ ବିନ୍ ଜାୟେଦ ଅଲ୍ ନହୟାନ ତାଙ୍କୁ ସ୍ୱାଗତ କରିବା ସହ ସେଠାରେ ତାଙ୍କୁ ଭବ୍ୟ ସାମରିକ ସମ୍ମାନ ପ୍ରଦାନ କରାଯାଇଥିଲା।ମିଳିତ ବିବୃତ୍ତି: ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କ ଭାରତ ଗସ୍ତ
January 19th, 08:10 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି, ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ 19 ଜାନୁଆରୀ 2026 ରେ ଭାରତକୁ ସରକାରୀ ଗସ୍ତ କରିଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଏହା ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନଙ୍କ ପଞ୍ଚମ ଭାରତ ଗସ୍ତ ଏବଂ ୟୁଏଇର ରାଷ୍ଟ୍ରପତି ଭାବରେ ଭାରତକୁ ତାଙ୍କର ତୃତୀୟ ସରକାରୀ ଗସ୍ତ ଥିଲା।ଓମାନର ମହାମହିମ ସୁଲତାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
December 18th, 05:22 pm
ଦୁଇ ନେତା ସିଧା ସଳଖ ଏବଂ ପ୍ରତିନିଧିମଣ୍ଡଳୀ ସ୍ତରୀୟ ସାକ୍ଷାତ କରିଥିଲେ। ସେମାନେ ବହୁମୁଖୀ ଭାରତ-ଓମାନ ରଣନୈତିକ ଭାଗିଦାରୀର ବିସ୍ତୃତ ସମୀକ୍ଷା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କରେ ସ୍ଥିର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ। ସେମାନେ ଉଲ୍ଲେଖ କରିଥିଲେ ଯେ, ଭାରତ-ଓମାନ ସମ୍ପର୍କ ପାଇଁ ଏହି ଗସ୍ତ ବିଶେଷ ଗୁରୁତ୍ୱ ବହନ କରୁଛି କାରଣ ଉଭୟ ଦେଶ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୦ ବର୍ଷ ପାଳନ କରୁଛନ୍ତି।