India-Australia Joint Statement on Energy Security

July 09th, 11:02 am

The India-Australia Joint Statement on Energy Security noted the two countries' deep concern over the situation in the Middle East. They shared their commitment to working together to strengthen energy supply chain resilience, including by deepening regional cooperation, accelerating the energy transition, promoting the uptake of renewable energy resources and upholding open trade arrangements for energy and liquid fuels.

Prime Minister meets the President of Maldives

July 25th, 08:48 pm

PM Modi has met Malpes President Muizzu in Male. Both the leaders took stock of the progress in the implementation of the India-Malpes Joint Vision for a ‘Comprehensive Economic and Maritime Security Partnership’ and also witnessed exchange of 6 MOUs. The PM reiterated India’s commitment to further deepen ties with Malpes in keeping with its Neighbourhood First’ and Vision MAHASAGAR policies.

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତ୍ତି

March 10th, 12:50 pm

ସର୍ବପ୍ରଥମେ, ମୁଁ ଭାରତ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଆଲବାନିଜ୍‌ଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଗତ ବର୍ଷ ଉଭୟ ଦେଶ ପ୍ରଧାନମନ୍ତ୍ରୀ ସ୍ତରରେ ବାର୍ଷିକ ସମ୍ମିଳନୀ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଧାନମନ୍ତ୍ରୀ ଆଲବାନିଜ୍‌ଙ୍କ ଏହି ଗସ୍ତ ସହିତ ଏହି ପର୍ଯ୍ୟାୟର ଆରମ୍ଭ ହୋଇଛି । ସେ ହୋଲି ଦିନ ଭାରତରେ ପହଞ୍ଚିଥିଲେ ଏବଂ ଏହା ପରେ ଆମେ କ୍ରିକେଟ୍ ପଡ଼ିଆରେ ଏକାଠି କିଛି ସମୟ ବିତାଇଥିଲୁ । ରଙ୍ଗ, ସଂସ୍କୃତି ଏବଂ କ୍ରିକେଟର ଏହି ଉତ୍ସବ, ଏକ ପ୍ରକାରରେ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବନ୍ଧୁତ୍ୱର ଉତ୍ସାହ ଏବଂ ଆବେଗର ଏକ ପ୍ରତୀକ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ବାଣିଜ୍ୟ ଦୂତ ମାନନୀୟ ଟୋନି ଆବୋଟଙ୍କ ମଧ୍ୟରେ ସାକ୍ଷାତ

August 05th, 06:19 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ବାଣିଜ୍ୟ ଦୂତ ମାନନୀୟ ଟୋନି ଆବୋଟଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ଆବୋଟ 2 ରୁ 6 ଅଗଷ୍ଟ, 2021 ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି।