ସମ୍ରାଟ ପେରୁମ୍ବିଡୁଗୁ ମୁଥାରାଇୟାର ଦ୍ୱିତୀୟଙ୍କ ସମ୍ମାନାର୍ଥେ ସ୍ମାରକ ଡାକଟିକଟ ଉନ୍ମୋଚନକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ

December 14th, 10:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଉପରାଷ୍ଟ୍ରପତି ଥିରୁ ସି.ପି. ରାଧାକ୍ରିଷ୍ଣନଙ୍କ ଦ୍ୱାରା ସମ୍ରାଟ ପେରୁମ୍ବିଡୁଗୁ ମୁଥାରାଇୟାର-୨ୟ (ସୁବର୍ଣ୍ଣ ମାରାନ)ଙ୍କ ସମ୍ମାନରେ ଏକ ସ୍ମାରକୀ ଡାକ ଟିକଟ ଉନ୍ମୋଚନ ଅବସରରେ ଖୁସି ବ୍ୟକ୍ତ କରିଛନ୍ତି।

ନଭେମ୍ବର ୭ ତାରିଖରେ ଜାତୀୟ ସଂଗୀତ 'ବନ୍ଦେ ମାତରମ୍ "ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବର୍ଷବ୍ୟାପୀ ସ୍ମାରକୀ ସମାରୋହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

November 06th, 02:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମସିହା ନଭେମ୍ବର ୭ ତାରିଖ ଦିନ ସକାଳ ପ୍ରାୟ ୯.୩୦ ସମୟରେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଜାତୀୟ ଗୀତ ବନ୍ଦେ ମାତରମ୍ ର ବର୍ଷବ୍ୟାପୀ ସ୍ମାରକୀ ସମାରୋହକୁ ଉଦଘାଟନ କରିବେ।

ଫଳାଫଳ ସୂଚୀ: ମାଳଦ୍ୱୀପକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ

July 26th, 07:19 am

ମାଳଦ୍ୱୀପକୁ ୪,୮୫୦ କୋଟି ଟଙ୍କାର ଋଣ ସହାୟତା (ଏଲଓସି)ର ବିସ୍ତାର

Release of Commemorative Stamps on the occasion of the 60th anniversary of establishment of India-Maldives diplomatic relations

July 25th, 09:08 pm

PM Modi and Malpes President Muizzu jointly released commemorative stamps on the occasion of the 60th anniversary of the establishment of India-Malpes diplomatic relations. Reflecting the age-old bilateral ties, the stamps depict the Indian boat Uru - a large wooden dhow handcrafted in the historic boatyards of Beypore, Kerala, and the traditional Malpian fishing boat - Vadhu Dhoni.