ବିଦ୍ୟୁତଶକ୍ତି କ୍ଷେତ୍ରକୁ କୋଇଲା ଆବଣ୍ଟନ ପାଇଁ ସଂଶୋଧିତ ଶକ୍ତି (ଭାରତରେ କୋଇଲାର ସ୍ୱଚ୍ଛ ଉପଯୋଗ ଏବଂ ଆବଣ୍ଟନ ଯୋଜନା) ନୀତିକୁ କ୍ୟାବିନେଟ ମଞ୍ଜୁରି

May 07th, 12:07 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି କେନ୍ଦ୍ରୀୟ କ୍ଷେତ୍ର/ରାଜ୍ୟ କ୍ଷେତ୍ର/ସ୍ୱାଧୀନ ବିଦ୍ୟୁତଶକ୍ତି ଉତ୍ପାଦକ (ଆଇ.ପି.ପି.)ର ତାପଜ ବିଦ୍ୟୁତ କେନ୍ଦ୍ରଗୁଡ଼ିକୁ ନୂତନ କୋଇଲା ଲିଙ୍କେଜ୍‌ ବା ସଂଯୋଗୀକରଣ ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ସଂଶୋଧିତ ଶକ୍ତି ନୀତି ଅଧୀନରେ ନିମ୍ନଲିଖିତ ଦୁଇଟି ବିକଳ୍ପ ପ୍ରସ୍ତାବ ଦିଆଯାଇଛି।