ଗ୍ୟାଙ୍ଗଟକରେ ସିକିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 28th, 10:25 am
ସିକିମର ରାଜ୍ୟପାଳ ଶ୍ରୀ ଓମ୍ ମାଥୁର ଜୀ, ଏଠିକାର ଲୋକପ୍ରିୟ , ଦକ୍ଷତା ପୂର୍ଣ୍ଣ ଯୁବ ଏବଂ ମୋର ପ୍ରିୟ ବନ୍ଧୁ ଶ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ସଂସଦରେ ମୋର ସହକର୍ମୀ ଶ୍ରୀ ଦୋରଜୀ ଶେରିଂ ଲେପଚା ଜୀ, ଡକ୍ଟର ଇନ୍ଦ୍ର ହାଙ୍ଗ ସୁବ୍ବା ଜୀ, ଶ୍ରୀ ଦିଲ୍ଲୀ ରାମ ଥାପା ଜୀ, ଏବଂ ସିକିମର ମୋର ପ୍ରିୟ ଭାଇ ଓ ଭଉଣୀମାନେ।PM Modi participates in the closing ceremony of Sikkim’s 50th Year of Statehood celebrations in Gangtok, Sikkim
April 28th, 10:15 am
Addressing the closing ceremony of Sikkim’s 50th Year of Statehood celebrations in Gangtok, Sikkim, PM Modi said the state exemplifies the spirit of ‘Ek Bharat, Shreshtha Bharat’. Highlighting tourism, sporting talent and the role of self-help groups in Sikkim, he termed the Northeast as India’s ‘Asht Lakshmi’ and called for collective efforts to accelerate Sikkim’s development and realise Viksit Bharat.PM Modi addresses an enthusiastic public rally in Madurai, Tamil Nadu
March 01st, 04:30 pm
PM Modi addressed a massive public rally in Madurai, beginning his speech with deep reverence for Tamil Nadu’s spiritual heritage. He said he had just visited Tirupparankundram and received the darshan of Bhagwan Murugan, describing it as a truly pine experience. He said he prayed for the prosperity of Tamil Nadu and the entire nation.ସାମୂହିକ ପ୍ରଚେଷ୍ଟା ଯୋଗୁ ସ୍ଥାୟୀ ଫଳ ମିଳିଥାଏ, ଯାହା ସ୍ୱଚ୍ଛତା ଏବଂ ଆର୍ଥିକ ବିବେକକୁ ପ୍ରୋତ୍ସାହିତ କରିଥାଏ: ପ୍ରଧାନମନ୍ତ୍ରୀ
November 10th, 01:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ସବୁଠାରୁ ବଡ଼ ଅଭିଯାନ ସ୍ୱତନ୍ତ୍ର ଅଭିଯାନ ୪.୦ କୁ ପ୍ରଶଂସା କରିଛନ୍ତି, ଯେଉଁଥିରେ କେବଳ ସ୍କ୍ରାପକୁ ବିକ୍ରି କରି ୨୩୬୪ କୋଟି ଟଙ୍କା (୨୦୨୧ ପରଠାରୁ) ରାଜ୍ୟ ରାଜସ୍ୱକୁ ଆସିପାରିଛି । ସେ ଏହା ଉଲ୍ଲେଖ କରିଛନ୍ତି, ସାମୂହିକ ପ୍ରଚେଷ୍ଟା ଦ୍ୱାରା ସ୍ଥାୟୀ ଫଳ ମିଳିପାରେ, ଯାହାକି ଉଭୟ ସ୍ୱଚ୍ଛତା ଓ ଆର୍ଥିକ ବିବେକକୁ ପ୍ରୋତ୍ସାହିତ କରିବ ।140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
November 26th, 11:30 am
ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାର ସୁବିଧାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର
May 09th, 11:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାରର ଲାଭକୁ ସ୍ୱୀକାର କରିଛନ୍ତି ।ଦିଉର ଉପକୂଳ ସ୍ୱଚ୍ଛତା ଓ ବିକାଶ ସମ୍ପର୍କରେ ଉଲ୍ଲେଖନୀୟ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ
April 07th, 11:17 am
ଦାମନ ଓ ଦିଉର ସାଂସଦ ଶ୍ରୀ ଲାଲୁଭାଇ ପଟେଲଙ୍କ ବ୍ଲୁ ଫ୍ଲାଗ ବେଳାଭୂମି ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;ଏକ ମହାସାଗର (ୱନ୍ ଓଶନ୍) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 11th, 07:06 pm
ମହାସାଗର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ ପ୍ରୟାସ ପାଇଁ ମୁଁ ରାଷ୍ଟ୍ରପତି ମାକ୍ରନଙ୍କୁ ଅଭିନନ୍ଦନ ଜଣାଉଛି ।ପଶ୍ଚିମ ସମର୍ପିତ ମାଲ କରିଡରର ରେୱାରୀ-ମଦାର ସେକ୍ସନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 07th, 11:01 am
ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ରା ମହାଶୟ, ହରିୟାଣା ରାଜ୍ୟପାଳ ଶ୍ରୀ ସତ୍ୟଦେବ ନାରାୟଣ ଆର୍ଯ୍ୟ ମହାଶୟ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗହଲୋତ ମହାଶୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦୁଷ୍ୟନ୍ତ ଚୌତାଲା ମହାଶୟ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ପୀୟୂଷ ଗୋୟଲ ମହାଶୟ, ରାଜସ୍ଥାନର ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମହାଶୟ, ଶ୍ରୀ ଅର୍ଜୁନ ରାମ ମେଘୱାଲ ମହାଶୟ, ଶ୍ରୀ କୈଳାସ ଚୌଧୁରୀ ମହାଶୟ, ହରିୟାଣାର ରାଓ ଇନ୍ଦ୍ରଜିତ ସିଂହ ମହାଶୟ, ଶ୍ରୀ ରତନ ଲାଲ କଟାରିୟା ମହାଶୟ, ଶ୍ରୀ କୃଷ୍ଣପାଲ ମହାଶୟ, ସଂସଦରେ ମୋର ଅନ୍ୟ ସମସ୍ତ ସହଯୋଗୀଗଣ, ବିଧାୟକ ଗଣ, ଭାରତରେ ଜାପାନର ରାଷ୍ଟ୍ରଦୂତ ମହାମହିମ ଶ୍ରୀ ସତୋଶୀ ସୁଜୁକି ମହାଶୟ, ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ମହାନୁଭବ।ପଶ୍ଚିମ ସମର୍ପିତ ମାଲ କରିଡରର ରେୱାରି-ମଦାର ସେକ୍ସନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
January 07th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ସମର୍ପିତ ମାଲ ପରିବହନ କରିଡର (ଡବ୍ଲୁଡିଏଫ୍ସି)ର 306 କିମି ଦୈର୍ଘ୍ୟ ବିଶିଷ୍ଟ ରେୱାରି-ମଦାର ସେକ୍ସନକୁ ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହାସହିତ ମଧ୍ୟ ଏହି ରେଳପଥରେ ପ୍ରଥମକରି ଡବଲ ଷ୍ଟାକ୍ ଲଙ୍ଗ ହାଉଲ (ଦୁଇ ଥାକିଆ) କଣ୍ଟେନର ଟ୍ରେନର ଚଳାଚଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ଓ ହରିୟାଣାର ରାଜ୍ୟପାଳ ଦ୍ୱୟ, ଉଭୟ ରାଜ୍ୟର ଦୁଇ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଶ୍ରୀ ଅର୍ଜୁନରାମ ମେଘୱାଲ, ଶ୍ରୀ କୈଳାସ ଚୌଧୁରୀ, ଶ୍ରୀ ରାଓ ଇନ୍ଦରଜିତ ସିଂହ, ଶ୍ରୀ ରତନଲାଲ କଟାରିଆ ଓ ଶ୍ରୀ କୃଷ୍ଣପାଲ ଗୁର୍ଜ୍ଜର ଉପସ୍ଥିତ ଥିଲେ ।କୃଷି ବିଲ ଛୋଟ ଏବଂ ସୀମାନ୍ତ କୃଷକମାନଙ୍କୁ ସବୁଠାରୁ ଅଧିକ ଲାଭାନ୍ୱିତ କରିବ: ପ୍ରଧାନମନ୍ତ୍ରୀ ମୋଦୀ
September 25th, 11:10 am
ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଭାରତକୁ ଏକବିଂଶ ଶତାବ୍ଦୀର ବିଶ୍ୱ ନେତା ଭାବେ ପରିଣତ କରିବା ପାଇଁ ଆଜି ଯାହା ଘଟୁଛି, ତାହାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କର ପ୍ରମୁଖ ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ନୂତନ କୃଷି ବିଲ ଉପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି
September 25th, 11:09 am
ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ବିଜେପି କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଭାରତକୁ ଏକବିଂଶ ଶତାବ୍ଦୀର ବିଶ୍ୱ ନେତା ଭାବେ ପରିଣତ କରିବା ପାଇଁ ଆଜି ଯାହା ଘଟୁଛି, ତାହାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କର ପ୍ରମୁଖ ଯୋଗଦାନ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ନୂତନ କୃଷି ବିଲ ଉପରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।During Kargil War, Indian Army showed its might to the world: PM Modi during Mann Ki Baat
July 26th, 11:30 am
During Mann Ki Baat, PM Modi paid rich tributes to the martyrs of the Kargil War, spoke at length about India’s fight against the Coronavirus and shared several inspiring stories of self-reliant India. The Prime Minister also shared his conversation with youngsters who have performed well during the board exams this year.ଗ୍ଲୋବାଲ ଗୋଲକିପର୍ସ ଗୋଲ୍ସ ପୁରସ୍କାର 2019 ପ୍ରଦାନ ଲାଗି ବିଲ ଓ ମେଲିଣ୍ଡା ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
September 20th, 07:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ଲୋବାଲ ଗୋଲକିପର୍ସ ଗୋଲ୍ସ ପୁରସ୍କାର 2019 ପ୍ରଦାନ କରାଯିବ । ଏଥିପାଇଁ ସେ ବିଲ ଓ ମେଲିଣ୍ଡା ଗେଟ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ସ୍ଵଚ୍ଛ ଭାରତ ସ୍ଵପ୍ନକୁ ସାକାର କରିବା ଲାଗି ବିଗତ ପାଞ୍ଚ ବର୍ଷ ମଧ୍ୟରେ ସ୍ଵଚ୍ଛତା ଏବଂ ପରିମଳ କ୍ଷେତ୍ରରେ ଭାରତ ଅନେକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିଛି ।ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସେପ୍ଟେମ୍ବର 15ରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
September 14th, 04:56 pm
15 ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ଏକ ଅଂଶବିଶେଷ ଭାବେ ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନସିଙ୍ଗ ଜରିଆରେ ଦେଶର 18ଟି ସ୍ଥାନର ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ମତ ବିନିମୟ କରିବେ । ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କରିବେ – ସ୍କୁଲ ଛାତ୍ରଛାତ୍ରୀ, ଯବାନ, ଆଧ୍ୟାତ୍ମିକ ଗୁରୁ, ଦୁଗ୍ଧ ଏବଂ କୃଷି ସମବାୟ ସମିତିର ସଦସ୍ୟ, ଗଣମାଧ୍ୟମର ପ୍ରତିନିଧି, ସ୍ଥାନୀୟ ସରକାରୀ ପ୍ରତିନିଧି, ରେଳବାଇ କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସ୍ୱେଚ୍ଛାଗ୍ରହୀ ।ବିଶ୍ୱ ପରିବେଶ ଦିବସ 2018 ଅବସରରେ ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ(5 ଜୁନ 2018)
June 05th, 05:00 pm
ଭାରତର 130 କୋଟି ଜନ ସାଧାରଣଙ୍କ ତରଫରୁ ମୁଁ ଆପଣମାନଙ୍କୁ ନୂଆଦିଲ୍ଲୀଠାରେ ସ୍ୱାଗତ କରି ଅତ୍ୟନ୍ତ ଆନନ୍ଦିତ ।ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ସମ୍ବୋଧନ
October 12th, 03:00 pm
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ମତବ୍ୟକ୍ତ କରିଥିଲେ ଯେ ସମସ୍ତ ରାଜ୍ୟପାଳମାନେ ସମ୍ବିଧାନର ପବିତ୍ରତାକୁ ବଜାୟ ରଖିବା ସହିତ ସମାଜରେ ପରିବର୍ତ୍ତନ ଆଣିବାରେ ଉତ୍ପ୍ରେରକ ପ୍ରତିନିଧି ଭାବେ କାର୍ଯ୍ୟ କରିପାରିବେ । ନୂତନ ଭାରତ 2022 ର ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏହାକୁ ଲୋକ ଆନ୍ଦୋଳନ କରିପାରିଲେ ଯାଇ ଲକ୍ଷ୍ୟ ହାସଲ ହୋଇପାରିବ ।ଭାରତ ସେବାଶ୍ରମ ସଂଘର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
May 07th, 01:15 pm
ଦିଲ୍ଲୀ ଏବଂ ଶିଲଂ ମଧ୍ୟରେ ଦୂରତା ପାଖାପାଖି ୨ ହଜାର କିଲୋମିଟର । କିନ୍ତୁ ବୈଷୟିକ ଜ୍ଞାନ ଏହି ଦୂରତାକୁ କମ୍ କରି ଦେଇଛି । ଗତ ବର୍ଷ ମେ’ମାସରେ ହିଁ ମୁଁ ଶିଲଂ ଯାଇଥିଲି । ଆଜି ଯେବେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଆପଣ ସମସ୍ତଙ୍କ ସହିତ କଥାବର୍ତା ହେବାର ସୁଯୋଗ ମିଳିଛି, ତ କେତେ ଗୁଡିଏ ସ୍ମୃତି ତାଜା ହୋଇ ଯାଉଛି ।ଗୁଜୁରାଟରେ ମତେ ଭାରତ ସେବାଶ୍ରମ ସଂଘର ଅଧ୍ୟକ୍ଷ ଥିବା ସ୍ୱର୍ଗୀୟ ସ୍ୱାମୀ ଅକ୍ଷୟାନନ୍ଦଜୀ ମହାରାଜଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା ।ସୋସିଆଲ ମିଡିଆ କର୍ଣ୍ଣର ମେ 4 2017
May 04th, 08:43 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର 10 ଏପ୍ରିଲ 2017
April 10th, 08:29 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।