ଜି-୭ ପରିପ୍ରେକ୍ଷୀରେ ମେକ୍ସିକୋ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ

June 17th, 11:54 pm

କାନାଡ଼ାର କାନନାସକିସରେ ଜି-୭ ବୈଠକ ପରିପ୍ରେକ୍ଷୀରେ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବମ ପର୍ଦ୍ଦୋଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି । ଏହା ହେଉଛି ଏହି ଦୁଇ ଦେଶ ନେତାଙ୍କର ପ୍ରଥମ ସାକ୍ଷାତ । ଐତିହାସିକ ବିପୁଳ ବିଜୟ ଲାଗି ମେକ୍ସିକୋ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜ୍ଞାପନ କରିଛନ୍ତି ।