Prime Minister shares Sanskrit Subhashitam emphasizing the protective bond
August 28th, 12:08 pm
Today, on the occasion of Raksha Bandhan, PM Modi shared a Sanskrit verse highlighting the auspicious power and blessings of Raksha. The verse conveys that the Raksha Sutra brings victory, happiness, children, good health and prosperity.ଉତ୍ସାହ ଏବଂ ସ୍ଥିରତାର ଗୁରୁତ୍ୱ ଉପରେ ଆଲୋକପାତ କରି ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
August 20th, 10:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ ଜ୍ଞାନୀ ଏବଂ ସଂକଳ୍ପବଦ୍ଧ ଲୋକମାନେ ପ୍ରତିକୂଳ ପରିସ୍ଥିତି ଏବଂ କଠିନ ପରିସ୍ଥିତିରେ ମଧ୍ୟ ସେମାନଙ୍କର ଉତ୍ସାହ ହରାଇ ନାହାଁନ୍ତି।ଲାଲକିଲ୍ଲାର ପ୍ରାଚୀରରୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 15th, 07:00 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।PM Modi addresses the nation from the ramparts of Red Fort on the occasion of 80th Independence Day
August 15th, 06:50 am
PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.80ତମ ସ୍ୱାଧୀନତା ଦିବସ ପାଳନ କଲା ଭାରତ
August 15th, 06:45 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।Prime Minister shares a Sanskrit Subhashitam, highlighting the power of winning hearts through vision, thoughts, words, and actions
August 12th, 08:10 am
PM Modi shared a Sanskrit Subhashitam highlighting how vision, thoughts, words and actions can win people's hearts and earn their trust, respect and goodwill. He also highlighted the sensitivity, spirit of service and capabilities of India's youth, calling them the country's greatest strength.Prime Minister shares Sanskrit Subhashitam emphasising, on truthful and authentic information
August 10th, 10:00 am
PM Modi today shared a Sanskrit verse emphasising the importance of disseminating truthful, authentic and public-interest information. The verse urges people to share credible knowledge that raises awareness, empowers citizens and fosters harmony in society and the nation.ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
August 05th, 10:11 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩୦ ଅଗଷ୍ଟ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ' ମାଧ୍ୟମରେ ଦେଶବାସୀକୁ ସମ୍ବୋଧିତ କରିବେ । ଆପଣଙ୍କ ପାଖରେ ସୁଯୋଗ ଅଛି ,ଏହି ଅଧ୍ୟାୟ ପାଇଁ ଆପଣ ନିଜର ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାଇପାରିବେ । ପ୍ରଧାନମନ୍ତ୍ରୀ ସେଥିରୁ କିଛି ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି ।Prime Minister calls upon youth to work together, to work for Bharat
July 31st, 11:47 pm
The Prime Minister, Shri Narendra Modi, has said that abuses never solve anything and called upon people to guide those who have gone astray.ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତରେ ଭାରତର ପ୍ରତିରକ୍ଷା ଶକ୍ତି, ନବସୃଜନ ଏବଂ ସାମୂହିକ ପ୍ରୟାସ ଉପରେ ଆଲୋକପାତ କରିଛନ୍ତି
July 26th, 11:30 am
Prime Minister Narendra Modi addressed the nation through Mann Ki Baat. In his speech, he highlighted important topics such as Kargil Vijay Diwas, Catch the Rain campaign, India's space sector prowess, Science Olympiads, Environmental conservation, Khadi and more. He called upon the citizens to share their ideas and suggestions for Independence Day through MyGov.26 ଜୁଲାଇରେ ମନ କୀ ବାତ୍ ଶୁଣିବା ପାଇଁ ଟ୍ୟୁନଇନ୍ କରନ୍ତୁ
July 25th, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସକାଳ 11 ଟା ସମୟରେ ନିଜର 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବିଷୟ ଏବଂ ପ୍ରସଙ୍ଗ ଉପରେ ଦେଶବାସୀଙ୍କ ସହିତ ନିଜର ବିଚାର ବାଣ୍ଟିବେ । 'ମନ କି ବାତ' ର ସିଧାପ୍ରସାରଣ ନରେନ୍ଦ୍ର ମୋଦୀ ଆପରେ ଶୁଣନ୍ତୁ ।ସମାବେଶୀ ବିକାଶ ଏବଂ ରାଷ୍ଟ୍ର ନିର୍ମାଣର ଗୁରୁତ୍ୱ ଉପରେ ଆଲୋକପାତ କରି ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
July 13th, 08:32 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେତେବେଳେ ସାମଗ୍ରିକ ବିକାଶ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସୁନିଶ୍ଚିତ କରିଥାଏ, ସେତେବେଳେ ଏହା ରାଷ୍ଟ୍ରର ପ୍ରଗତିକୁ ନୂତନ ଗତି ଦେଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରେରଣାଦାୟୀ ଭାବନା ସହିତ ହିଁ ଦେଶ ଭାରତର ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି।ସାହସ ଏବଂ ନମନୀୟତାର ଶକ୍ତି ଉପରେ ଆଲୋକପାତ କରି ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
July 08th, 07:48 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସାହସ ହେଉଛି ଏକ ରାଷ୍ଟ୍ରର ସବୁଠାରୁ ବଡ଼ ଶକ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏହା କଠିନ ଆହ୍ୱାନର ସମ୍ମୁଖୀନ ହୋଇ ମଧ୍ୟ ଦେଶକୁ ଏକଜୁଟ ରହିବାକୁ ଏବଂ ପ୍ରଗତି, ସମୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ଦିଗରେ ସ୍ଥିର ଭାବରେ ଆଗକୁ ବଢିବାକୁ ପ୍ରେରଣା ଦେଇଥାଏ।‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
June 28th, 11:30 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।28 ଜୁନରେ ମନ କୀ ବାତ୍ ଶୁଣିବା ପାଇଁ ଟ୍ୟୁନଇନ୍ କରନ୍ତୁ
June 27th, 09:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସକାଳ 11 ଟା ସମୟରେ ନିଜର 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବିଷୟ ଏବଂ ପ୍ରସଙ୍ଗ ଉପରେ ଦେଶବାସୀଙ୍କ ସହିତ ନିଜର ବିଚାର ବାଣ୍ଟିବେ । 'ମନ କି ବାତ' ର ସିଧାପ୍ରସାରଣ ନରେନ୍ଦ୍ର ମୋଦୀ ଆପରେ ଶୁଣନ୍ତୁ ।ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ କୁ ଏକ ବିଶ୍ୱସ୍ତରୀୟ ଉତ୍ସବରେ ପରିଣତ କରିଥିବାରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
June 21st, 10:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ମସିହାର ଅନ୍ତର୍ଜାତୀୟ ଯୋଗ ଦିବସକୁ ବାସ୍ତବରେ ଏକ ବୈଶ୍ୱିକ ଉତ୍ସବରେ ପରିଣତ କରିଥିବାରୁ ସମଗ୍ର ବିଶ୍ୱବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଗ୍ରୀଷ୍ମ ଗରମକୁ ଦୂର କରିବା ପାଇଁ ଟିପ୍ସ ସେୟାର କରିଛନ୍ତି, ମନ କୀ ବାତରେ ନାଗରିକମାନଙ୍କୁ ହାଇଡ୍ରେଟ୍ ରହିବାକୁ ପରାମର୍ଶ ଦେଇଛନ୍ତି
May 31st, 11:30 am
‘ମନ୍ କି ବାତ୍’ରେ ପୁଣିଥରେ ଆପଣମାନଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆମ ଦେଶର ଲୋକେ ଦେଶ ହିତ, ସମାଜର ହିତ ପାଇଁ ଏଭଳି ଚମତ୍କାର କରୁଛନ୍ତି ଯେ ସେମାନଙ୍କ ବିଷୟରେ ଶୁଣିଲେ ଆମକୁ ନୂତନ ପ୍ରେରଣା ମିଳୁଛି । ଆଜିର କାର୍ଯ୍ୟକ୍ରମର ଆରମ୍ଭ ମୁଁ ଆଥଲେଟିକ୍ସରେ ଦେଶର ଏଭଳି ଗୋଟିଏ ଉପଲବ୍ଧିରୁ କରୁଛି । କିଛିଦିନ ପୂର୍ବେ ଝାଡ଼ଖଣ୍ଡର ରାଞ୍ଚିରେ ଜାତୀୟ ସିନିୟର ଆଥଲେଟିକ୍ସ ଫେଡେରେସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର ଦେଶରୁ ଆସିଥିବା ପ୍ରାୟ ୮୦୦ ଖେଳାଳି ଅଂଶଗ୍ରହଣ କରିଥିଲେ । ଏଥିରେ ଚାରୋଟି ଭିନ୍ନ ଇଭେଣ୍ଟରେ ଚାରୋଟି ଜାତୀୟ ରେକର୍ଡ ଭଙ୍ଗ ହେଲା । ଗୁରିନ୍ଦରବୀର ସିଂ, ବିଶାଳ ଟିକେ, ତେଜସ୍ୱୀନ ଶଙ୍କର, ଦେବ୍ ମୀଣା ଏବଂ କୂଲଦୀପ କୁମାର । ଏହି ବନ୍ଧୁମାନେ ବିଭିନ୍ନ ଶ୍ରେଣୀରେ ନୂତନ ରେକର୍ଡ ସୃଷ୍ଟି କଲେ । ସର୍ବପ୍ରଥମେ ମୁଁ ଏମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।31 ମେ' ରେ ମନ କୀ ବାତ୍ ଶୁଣିବା ପାଇଁ ଟ୍ୟୁନଇନ୍ କରନ୍ତୁ
May 30th, 08:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ସକାଳ 11 ଟା ସମୟରେ ନିଜର 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବିଷୟ ଏବଂ ପ୍ରସଙ୍ଗ ଉପରେ ଦେଶବାସୀଙ୍କ ସହିତ ନିଜର ବିଚାର ବାଣ୍ଟିବେ । 'ମନ କି ବାତ' ର ସିଧାପ୍ରସାରଣ ନରେନ୍ଦ୍ର ମୋଦୀ ଆପରେ ଶୁଣନ୍ତୁ ।ନମ୍ରତା, କ୍ଷମା ଏବଂ ଉତ୍ତମ ଆଚରଣର ଗୁଣ ଉପରେ ଆଲୋକପାତ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
May 29th, 08:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନମ୍ରତା, କ୍ଷମା ଏବଂ ଉତ୍ତମ ଆଚରଣ ବ୍ୟକ୍ତିର ବ୍ୟକ୍ତିତ୍ୱର ପ୍ରକୃତ ଅଳଙ୍କାର। ସେ ଉଲ୍ଲେଖ କରିଥିଲେ ଯେ ଏହି ଗୁଣଗୁଡ଼ିକ ସହିତ ହିଁ ଦେଶର ଲୋକମାନେ ଏକ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି।ସାର୍ଥକ-ପିଡିଏସ୍ ବ୍ୟାପକ ଯୋଜନା ଅଧୀନରେ ଦୁଇଟି ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି
May 27th, 02:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ‘‘ରାସନ ପରିବହନ ଏବଂ ପରିଚାଳନା ପାଇଁ ସହାୟତା-ସାଧାରଣ ବଣ୍ଟନରେ ସ୍ୱୟଂକ୍ରିୟ ଆୟ’’ (ସାର୍ଥକ-ପିଡିଏସ୍) ଯୋଜନାକୁ ଏକ ବ୍ୟାପକ ଯୋଜନା ଭାବେ ଜାରି ରଖିବା ଲାଗି ମଞ୍ଜୁରି ପ୍ରଦାନ କରିଛନ୍ତି। ଷୋଡ଼ଶ ଅର୍ଥ ଆୟୋଗଙ୍କ ଆବଣ୍ଟନ ଅବଧିରେ କେନ୍ଦ୍ର ସରକାରଙ୍କ ତରଫରୁ ୨୫,୫୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।