Prime Minister highlights values of harmony and compassion on Good Friday

April 03rd, 09:38 am

On Good Friday, PM Modi expressed hope that the day deepens the values of harmony, compassion and forgiveness. He said that the day reminds us of the sacrifice of Jesus Christ.

ପ୍ରଧାନମନ୍ତ୍ରୀ ଆଣ୍ଟିଓକ୍ ଏବଂ ଅଲ ଦି ଇଷ୍ଟର ପେଟ୍ରିଆର୍କର ମହାମହିମ ମୋରାନ୍ ମୋର୍ ଇଗ୍ନାସିଆସ୍ ଆଫ୍ରେମ ଦ୍ୱିତୀୟଙ୍କୁ ସାକ୍ଷାତ କରିଛନ୍ତି

February 27th, 04:36 pm

ପ୍ରଧାନମନ୍ତ୍ରୀ ଆଜି ପ୍ରକାଶ କରିଛନ୍ତି ଯେ ଆଣ୍ଟିଓକ୍ ଏବଂ ଅଲ୍ ଦି ଇଷ୍ଟର ପେଟ୍ରିଆର୍କ ତଥା ୟୁନିଭର୍ସାଲ୍ ସିରିଆକ୍ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ମହାମହିମ ମୋରାନ୍ ମୋର୍ ଇଗ୍ନାସିଆସ୍ ଆଫ୍ରେମ୍ ଦ୍ୱିତୀୟଙ୍କୁ ଭେଟି ସେ ସମ୍ମାନିତ ହୋଇଛନ୍ତି।

ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 25th, 06:16 pm

ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ବରିଷ୍ଠ ସହଯୋଗୀ ଏବଂ ଲକ୍ଷ୍ନୌର ସାଂସଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୀ, ବିଜେପିର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଓ କେନ୍ଦ୍ର ପରିଷଦରେ ମୋର ସହଯୋଗୀ ଶ୍ରୀମାନ ପଙ୍କଜ ଚୌଧୁରୀ, ରାଜ୍ୟ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ ଜୀ, ଉପସ୍ଥିତ ଅନ୍ୟ ମନ୍ତ୍ରୀଗଣ, ଜନପ୍ରତିନିଧିମାନେ, ମହିଳା ଏବଂ ସଜ୍ଜନମାନେ,

ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣା ସ୍ଥଳକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 25th, 05:23 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଏବଂ ଆଦର୍ଶକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ରାଷ୍ଟ୍ର ପ୍ରେରଣା ସ୍ଥଳର ଉଦଘାଟନ କରିଛନ୍ତି। ଶ୍ରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ ଅବସରର ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଲକ୍ଷ୍ନୌ ଭୂମି ଏକ ନୂତନ ପ୍ରେରଣାର ସାକ୍ଷୀ ହେବାକୁ ଯାଉଛି। ଏହା ସହ ସେ ଦେଶ ଏବଂ ବିଶ୍ୱକୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଥିଲେ। ଭାରତରେ ମଧ୍ୟ ଲକ୍ଷ ଲକ୍ଷ ଖ୍ରୀଷ୍ଟିଆନ ପରିବାର ଆଜି ଏହି ପର୍ବ ପାଳନ କରୁଛନ୍ତି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଖ୍ରୀଷ୍ଟମାସର ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଖୁସି ଆଣିବା ଉଚିତ, ଯାହା ଯେଉଛି ଆମ ସମସ୍ତଙ୍କର ସାମୂହିକ ଇଚ୍ଛା।

Prime Minister attends Christmas morning service

December 25th, 10:43 am

In line with his commitment to 'Sabka Saath, Sabka Vikas', PM Modi attended the Christmas morning service at 'The Cathedral Church of the Redemption' in Delhi today. The PM stated that the service reflected the timeless message of love, peace and compassion. He expressed hope that the spirit of Christmas will inspire harmony and goodwill in our society.

Prime Minister meets the head of Syro-Malabar Church

November 04th, 09:52 pm

The Prime Minister, Shri Narendra Modi today had a wonderful interaction with the head of the Syro-Malabar Church, Major Archbishop His Beatitude Most Rev. Mar Raphael Thattil, His Grace Archbishop Dr. Kuriakose Bharanikulangara and others.

PM wishes everyone a blessed and joyous Easter

April 20th, 09:47 am

The Prime Minister Shri Narendra Modi today wished everyone a blessed and joyous Easter.

ଗୁଡ୍ ଫ୍ରାଇଡେ ଅବସରରେ ଦୟା ଏବଂ କରୁଣାର ମୂଲ୍ୟବୋଧ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

April 18th, 09:42 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଡ ଫ୍ରାଇଡେର ପବିତ୍ର ଅବସରରେ, ଯୀଶୁ ଖ୍ରୀଷ୍ଟଙ୍କ ମହାନ ବଳିଦାନ ଉପରେ ଆଲୋକପାତ କରିଛନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ, ଏହି ଦିନଟି ଆମ ଜୀବନରେ ଦୟା, କରୁଣା ଏବଂ ଉଦାରତାକୁ ଗ୍ରହଣ କରିବାକୁ ସ୍ମରଣ କରାଉଛି ।

ଦେଶବାସୀଙ୍କୁ ବଡଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

December 25th, 09:36 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବଡଦିନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ସିବିସିଆଇରେ ଯୋଗଦେଇଥିବା ବଡଦିନ କାର୍ଯ୍ୟକ୍ରମର କିଛି ଝଲକ ଶେୟାର କରିଛନ୍ତି ।

ଭାରତର କ୍ୟାଥଲିକ ବିଶପ ସମ୍ମିଳନୀ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 23rd, 09:24 pm

ମାତ୍ର ୩-୪ ଦିନ ତଳେ ମୁଁ ଖ୍ରୀଷ୍ଟମାସ ପାଳନ ପାଇଁ ଭାରତ ସରକାରରେ ଥିବା ମୋର ସହକର୍ମୀ ଜର୍ଜ କୁରିୟନଜୀଙ୍କ ଘରକୁ ଯାଇଥିଲି। ବର୍ତ୍ତମାନ ଆପଣଙ୍କ ମଧ୍ୟରେ ଉପସ୍ଥିତ ରହିବା ମଧ୍ୟ ଏକ ଆନନ୍ଦର ବିଷୟ। କାଥୋଲିକ ବିଶପ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ)ର ଏହି କାର୍ଯ୍ୟକ୍ରମ ଖ୍ରୀଷ୍ଟମାସରେ ଆପଣଙ୍କ ସହ ମିଶିବା ମୋ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସିବିସିଆଇ ପ୍ରତିଷ୍ଠାର ୮୦ ବର୍ଷ ପୂର୍ତ୍ତି ପାଳନ ହେଉଥିବାରୁ ଏହି ଅବସର ମଧ୍ୟ ବିଶେଷ। ଏହି ଅବସରରେ ମୁଁ ସିବିସିଆଇ ଏବଂ ଏହା ସହିତ ଜଡ଼ିତ ସମସ୍ତଙ୍କୁ ବହୁତ -ବହୁତ ଅଭିନନ୍ଦନ ଜଣାଉଛି ।

କ୍ୟାଥୋଲିକ ବିଶପ୍ସ କନ୍‌ଫରେନ୍ସ ଅଫ୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 23rd, 09:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ର ପରିସରରେ କାଥୋଲିକ୍ ବିଶପ୍ସ କନ୍‌ଫରେନ୍ସ ଅଫ୍ ଇଣ୍ଡିଆ (ସିବିସିଆଇ) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀ ଭାରତର କ୍ୟାଥଲିକ ଚର୍ଚ୍ଚ ମୁଖ୍ୟାଳୟରେ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କାର୍ଡିନାଲ, ବିଶପ ଏବଂ ଚର୍ଚ୍ଚର ପ୍ରମୁଖ ନେତାଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

Prime Minister Narendra Modi to attend Christmas Celebrations hosted by the Catholic Bishops' Conference of India

December 22nd, 02:39 pm

PM Modi will attend the Christmas Celebrations hosted by the Catholic Bishops' Conference of India (CBCI) in New Delhi. The PM will interact with key leaders from the Christian community, including Cardinals, Bishops and prominent lay leaders of the Church.

Saturation of schemes is true secularism: PM Modi in Goa

February 06th, 02:38 pm

Prime Minister Narendra Modi inaugurated and laid the foundation stone for development projects worth over Rs 1330 crores in Viksit Bharat, Viksit Goa 2047 program in Goa. The Prime Minister in his address highlighted the natural beauty and pristine beaches of Goa and said that it is the favorite holiday destination of lakhs and lakhs of tourists from India and abroad. “Ek Bharat Shreshtha Bharat can be experienced during any season in Goa”, he remarked.

ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ

February 06th, 02:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟି ରୁ ଅଧିକ ଟଙ୍କାର ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ବୁଲି ଦେଖିଥିଲେ। ଶିକ୍ଷା, କ୍ରୀଡ଼ା, ଜଳ ବିଶୋଧନ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଆଜିର ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ। ରୋଜଗାର ମେଳା ଅଧୀନରେ ବିଭିନ୍ନ ବିଭାଗରେ ୧୯୩୦ ଜଣ ନୂତନ ସରକାରୀ ନିଯୁକ୍ତି ଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଆଦେଶ ପ୍ରଦାନ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ ।

୭,ଲୋକ କଲ୍ୟାଣ ମାର୍ଗର ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 25th, 02:28 pm

ଏହି ବିଶେଷ ଏବଂ ପବିତ୍ର ପର୍ବ ଅବସରରେ ଆପଣମାନେ ସମସ୍ତେ ମୋ ବାସଭବନରେ ଏକାଠି ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଯେତେବେଳେ ଇଣ୍ଡିଆନ୍ ମାଇନୋରିଟି ଫାଉଣ୍ଡେସନ୍ ଏକାଠି ଖ୍ରୀଷ୍ଟମାସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲା, ମୁଁ ପରାମର୍ଶ ଦେଇଥିଲି, ମୋ ଘରେ ଏହାକୁ କାହିଁକି ପାଳନ କରାଯିବ ନାହିଁ, ଏବଂ ଏହି ପରି ଭାବରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେଣୁ ଏହା ମୋ ପାଇଁ ଖୁସିର ଅବସର। ଅନୀଲ ଜୀ ବହୁତ ସାହାଯ୍ୟ କରିଛନ୍ତି ଏବଂ ମୁଁ ତାଙ୍କ ନିକଟରେ ବିଶେଷ ଭାବରେ କୃତଜ୍ଞ । ତେଣୁ ମୁଁ ଏହାକୁ ଖୁସିରେ ଗ୍ରହଣ କରିଥିଲି। ଏହି ପଦକ୍ଷେପ ପାଇଁ ମୁଁ ମାଇନୋରିଟି ଫାଉଣ୍ଡେସନକୁ ମଧ୍ୟ ବହୁତ ଧନ୍ୟବାଦ ଜଣାଉଛି ।

ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ସମୁଦାୟ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

December 25th, 02:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ୭, ଲୋକ କଲ୍ୟାଣ ମାର୍ଗ, ନୂଆଦିଲ୍ଲୀଠାରେ ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସହିତ ଆଲୋଚନା କରିଛନ୍ତି । ଖ୍ରୀଷ୍ଟମାସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ମଧ୍ୟ ସେ ସମ୍ବୋଧିତ କରିଥିଲେ। ସ୍କୁଲ ପିଲାମାନେ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ।

ଇଷ୍ଟରର ବିଶେଷ ଅବସରରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଧର୍ମ ଗୁରୁମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

April 09th, 07:17 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଇଷ୍ଟରର ବିଶେଷ ଅବସରରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଧର୍ମ ଗୁରୁମାନଙ୍କୁ ଭେଟିଛନ୍ତି । ଏହି ଅବସରରେ ଦିଲ୍ଲୀ ସ୍ଥିତ ସାକ୍ରେଡ ହାର୍ଟ କାଥେଡ୍ରାଲ ଗସ୍ତର ଝଲକ ମଧ୍ୟ ଶ୍ରୀ ମୋଦୀ ଶେୟାର କରିଛନ୍ତି ।

ଗୁଡ୍ ଫ୍ରାଇଡେ ଅବସରରେ ଯୀଶୁ ଖ୍ରୀଷ୍ଟଙ୍କ ସାହସ ଏବଂ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

April 15th, 09:25 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କ ସେବା ତଥା ଭାଇଚାରା ଆଦର୍ଶ ଅନେକ ଲୋକଙ୍କ ପାଇଁ ମାର୍ଗଦର୍ଶିକା ଅଟେ ।

କୋଭିଡ-19 ଉପରେ ଧାର୍ମିକ ଓ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

July 28th, 07:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶର କୋଭିଡ-19 ପରିସ୍ଥିତି ସମ୍ପର୍କରେ ବିଭିନ୍ନ ଧାର୍ମିକ ଏବଂ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି।

ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ

July 12th, 10:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।