ଛଟ ମହାପର୍ବର ସମାପ୍ତିରେ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
October 28th, 07:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛଟ ମହାପର୍ବର ସମାପ୍ତି ଅବସରରେ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।ପବିତ୍ର ନାହାୟ-ଖାୟ ରୀତିନୀତି ସହିତ ଛଟ ମହାପର୍ବର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ
October 25th, 09:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଛଟ ମହାପର୍ବ ଅବସରରେ ଦେଶ ଏବଂ ସମଗ୍ର ବିଶ୍ୱର ଶ୍ରଦ୍ଧାଳୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ପର୍ବ ଆଜି ପାରମ୍ପରିକ ରୀତି ନହାୟ-ଖାୟ ସହିତ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀ ସମସ୍ତ ବ୍ରତଧାରୀଙ୍କ ଅଟଳ ଭକ୍ତିକୁ ପ୍ରଣାମ କରିବା ସହ ଏହି ଚାରି ଦିନିଆ ପର୍ବର ଗଭୀର ସାଂସ୍କୃତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।