Cabinet approves scheme of Chemical Parks “Bharat Audyogik Vikas Yojana Rasayan (BHAVYA Rasayan)

July 24th, 04:12 pm

The Union Cabinet, chaired by PM Modi, has approved the BHAVYA - Rasayan Scheme for establishing three dedicated Chemical Parks at a cost of ₹3,030 crore. The scheme, which will run for five years from FY 2026-27 to FY 2030-31, will lead to a cascading effect through enhanced development of downstream sectors of the economy, thereby generating higher employment and promoting greater economic growth, helping achieve the goal of Viksit Bharat @ 2047.

ପଶ୍ଚିମବଙ୍ଗର ହୁଗଲି ଠାରେ ଆୟୋଜିତ ‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

June 19th, 11:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ଦିବସ ସମାରୋହରେ ଯୋଗ ଦେଇଥିଲେ। ରାଜ୍ୟସ୍ତରୀୟ ଏହି ଉତ୍ସବ ହୁଗ୍‌ଲି ଜିଲ୍ଲାର ତାରକେଶ୍ୱରଠାରେ ଆୟୋଜିତ ହୋଇଥିଲା, ଯାହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ଥାନ। ଚଳିତ ବର୍ଷ ପଶ୍ଚିମବଙ୍ଗ ଦିବସର ବିଷୟବସ୍ତୁ ଥିଲା: “ପଶ୍ଚିମବଙ୍ଗ: ଐତିହ୍ୟ, ସମନ୍ୱୟ ଏବଂ ବିକାଶ”, ଯାହା ରାଜ୍ୟର ସାଂସ୍କୃତିକ ସମୃଦ୍ଧି, ସାମାଜିକ ସଂହତି ଏବଂ ବିକାଶମୂଳକ ଆକାଂକ୍ଷାକୁ ପ୍ରତିଫଳିତ କରେ।

୫ ଜୁନରେ ସୁରଟ ଏବଂ ଦାମନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

June 04th, 10:03 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ଜୁନ୍, ୨୦୨୬ରେ ଗୁଜରାଟ ଏବଂ ଦାମନ ଗସ୍ତ କରିବେ । ଦିନ ପ୍ରାୟ ୨ଟା ୩୦ ମିିନିଟରେ, ପ୍ରଧାନମନ୍ତ୍ରୀ ସୁରଟ ଜିଲ୍ଲାର ହାଜିରା ଗସ୍ତ କରିବେ ଏବଂ ଚାଲୁଥିବା ଔଦ୍ୟୋଗିକ କାର୍ଯ୍ୟ ଓ ଭିତ୍ତିଭୂମିର ସମୀକ୍ଷା କରିବେ । ଅପରାହ୍ନ ପ୍ରାୟ ୪ଟା ୧୫ରେ ପ୍ରଧାନମନ୍ତ୍ରୀ ସୁରଟରେ ପ୍ରାୟ ୧୮,୮୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଓ ଲୋକାର୍ପଣ କରି ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।

ଭାରତ ପ୍ରଧାନମନ୍ତ୍ରୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 17th, 03:45 am

ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରବ ଜେଟେନଙ୍କ ନିମନ୍ତ୍ରଣ କ୍ରମେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬-୧୭ ମେ ୨୦୨୬ ରେ ନେଦରଲ୍ୟାଣ୍ଡକୁ ସରକାରୀ ଗସ୍ତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ନେଦରଲ୍ୟାଣ୍ଡକୁ ଦ୍ୱିତୀୟ ଗସ୍ତ ଥିଲା।

ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍ [୨୦୨୬-୨୦୩୦]

May 17th, 03:15 am

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ରବ୍ ଜେଟେନ୍ ମେ’୧୬ ତାରିଖରେ ଦି ହେଗ୍‌ଠାରେ ଅନୁଷ୍ଠିତ ସେମାନଙ୍କ ବୈଠକ ଅବସରରେ, ଲକ୍ଷ୍ୟଭିତ୍ତିକ, ସମୟବଦ୍ଧ ପଦକ୍ଷେପ ଏବଂ ମିଳିତ କାର୍ଯ୍ୟପନ୍ଥା ଅନୁସରଣ କରି ଭାରତ-ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ 'ରଣନୀତିକ ଭାଗିଦାରୀ' ସ୍ତରକୁ ଉନ୍ନୀତ କରିବା ପାଇଁ ସହମତ ହୋଇଛନ୍ତି। ଏହି ଉଦ୍ଦେଶ୍ୟରେ, ଭାରତ ଏବଂ ନେଦରଲ୍ୟାଣ୍ଡ ଆଗାମୀ ୫ ବର୍ଷ ପାଇଁ ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍‌କୁ ଗ୍ରହଣ କରିଛନ୍ତି। ଉଭୟ ପକ୍ଷ ସହମତ ହୋଇଥିବା ବିଷୟଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା।

ଉତ୍ତର ପ୍ରଦେଶ ଏବଂ ଆନ୍ଧ୍ର ପ୍ରଦେଶର ୧୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ଦୁଇଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ

April 18th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ପ୍ରାୟ ୨୪,୮୧୫ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ରେଳ ମନ୍ତ୍ରଣାଳୟର ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି :

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସି.ସି.ଏସ୍. ବୈଠକ ଅନୁଷ୍ଠିତ

March 22nd, 09:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଚାଲିଥିବା ପଶ୍ଚିମ ଏସିଆ ସଂଘର୍ଷ ପରିପ୍ରେକ୍ଷୀରେ ସାମ୍ପ୍ରତିକ ସ୍ଥିତି ଏବଂ ପ୍ରସ୍ତାବିତ ପ୍ରଶମନ ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ପାଇଁ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।

Assam’s progress is giving new momentum to entire Northeast: PM Modi in Guwahati

March 13th, 05:30 pm

PM Modi inaugurated and laid foundation stones for development projects worth around ₹19,480 crore in Guwahati, Assam. He transferred more than ₹18,000 crore under the PM Kisan Samman Nidhi scheme to Annadatas across the nation and distributed land pattas to tea plantation workers in Assam. He noted that the progress of Assam is giving new momentum to the entire North East and is emerging as a model state for the nation.

PM Modi launches various development works in Guwahati, Assam

March 13th, 05:00 pm

PM Modi inaugurated and laid foundation stones for development projects worth around ₹19,480 crore in Guwahati, Assam. He transferred more than ₹18,000 crore under the PM Kisan Samman Nidhi scheme to Annadatas across the nation and distributed land pattas to tea plantation workers in Assam. He noted that the progress of Assam is giving new momentum to the entire North East and is emerging as a model state for the nation.

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ୨ଠ୪୭ ଭଏସ୍ ଅଫ୍ ୟୁଥ୍ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 11th, 10:35 am

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହକର୍ମୀ ଧର୍ମେନ୍ଦ୍ର ପ୍ରଧାନଜୀ, ଦେଶର ବିଭିନ୍ନ ସ୍ଥାନରୁ ଆମ ସହିତ ଯୋଡ଼ି ହୋଇଥିବା ରାଜ୍ୟପାଳ ମହୋଦୟ, ଶିକ୍ଷା କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷ, ମହିଳା ଓ ଭଦ୍ରଲୋକମାନେ!

‘ବିକଶିତ ଭାରତ@୨୦୪୭: ଯୁବବର୍ଗଙ୍କ ସ୍ୱର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

December 11th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍ (ଯୁବବର୍ଗଙ୍କ ସ୍ୱର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିଭିନ୍ନ ରାଜଭବନରେ ଆୟୋଜିତ କର୍ମଶାଳାରେ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାନୁଷ୍ଠାନ ମୁଖ୍ୟ ଏବଂ ଅଧ୍ୟାପକମାନଙ୍କୁ ସମ୍ବୋଧିତ କରିଥିଲେ।

ମହାରାଷ୍ଟ୍ରରେ ୫୧୧ ପ୍ରମୋଦ ମହାଜନ ଗ୍ରାମୀଣ କୌଶଳ ବିକାଶ କେନ୍ଦ୍ରର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 19th, 05:00 pm

ନବରାତ୍ରୀର ପବିତ୍ର ପର୍ବ ଚାଲିଛି । ଆଜି ହେଉଛି ମା'ଙ୍କ ପଞ୍ଚମ ସ୍ବରୂପ, ସ୍କନ୍ଦମାତାଙ୍କ ପୂଜାର ଦିନ ଅଟେ। ପ୍ରତ୍ୟେକ ମା' ଚାହିଁଥାଏ ଯେ ତାଙ୍କ ସନ୍ତାନକୁ ସୁଖ ଓ ସଫଳତା ମିଳୁ। ଏହି ସୁଖ ଓ ସଫଳତା କେବଳ ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ସମ୍ଭବ । ଏଭଳି ଏକ ପବିତ୍ର ସମୟରେ ମହାରାଷ୍ଟ୍ରର ଆମର ପୁଅ ଝିଅମାନଙ୍କର ଦକ୍ଷତା ବିକାଶ ପାଇଁ ଏତେ ବଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଛି। ଆଉ ଯେଉଁ ଲକ୍ଷ ଲକ୍ଷ ଯୁବକ ମୋ ସାମ୍ନାରେ ବସିଛନ୍ତି ଏବଂ ଯେଉଁମାନେ ଦକ୍ଷତା ବିକାଶର ଏହି ମାର୍ଗରେ ଆଗକୁ ବଢିବା ପାଇଁ ସଂକଳ୍ପବଦ୍ଧ, ମୁଁ କହିବି ଯେ ଆଜିର ଏହି ସକାଳ ସେମାନଙ୍କ ଜୀବନରେ ମଙ୍ଗଳ ପ୍ରଭାତ ପାଲଟିଛି । ମହାରାଷ୍ଟ୍ରରେ ୫୧୧ଟି ଗ୍ରାମୀଣ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି।

ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 19th, 04:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାରାଷ୍ଟ୍ରରେ ୫୧୧ଟି ପ୍ରମୋଦ ମହାଜନ ଗ୍ରାମୀଣ କୌଶଲ୍ୟ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ମହାରାଷ୍ଟ୍ରର ୩୪ଟି ଗ୍ରାମୀଣ ଜିଲ୍ଲାରେ ସ୍ଥାପିତ ଏହି କେନ୍ଦ୍ରଗୁଡ଼ିକ ଗ୍ରାମୀଣ ଯୁବକ ମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବେ ।

ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀର ବିଂଶତମ ସମାରେହ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 27th, 11:00 am

ମଂଚ ଉପରେ ବିରାଜମାନ ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୁପେନ୍ଦ୍ର ଭାଇ ପଟେଲ, ସଂସଦରେ ମୋର ସାଥୀ ଶ୍ରୀମାନ ସି. ଆର ପାଟିଲ, ଗୁଜରାଟ ସରକାରଙ୍କର ମନ୍ତ୍ରିଗଣ, ଉଦ୍ୟୋଗ ଜଗତର ସମସ୍ତ ବରିଷ୍ଠ ସାଥୀ, ଅନ୍ୟ ମହାନୁଭବ ଆଉ ଏଠାରେ ଉପସ୍ଥିତ ମୋର ସମସ୍ତ ପରିବାରଜନ ।

ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ

September 27th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି ସମାରୋହରେ ଆଜି (୨୭-୦୯-୨୦୨୩) ବିଜ୍ଞାନ ନଗରୀ ଅହମ୍ମଦାବାଦ ଠାରେ ନିଜର ଅଭିଭାଷଣ ରଖିଛନ୍ତି । ତତ୍କାଳିନ ମୁଖ୍ୟମନ୍ତ୍ରୀ ଦୂରଦୃଷ୍ଟି ସମ୍ପନ୍ନ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଏହି ଉତ୍ସାହୀ ଗୁଜରାଟ ବୈଶ୍ୱିକ ଶିଖର ସମ୍ମିଳନୀ ସେପ୍ଟେମ୍ବର ୨୮, ୨୦୦୩ ରେ ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ଏହା ବାସ୍ତବ ପକ୍ଷରେ ଏକ ବୈଶ୍ୱିକ କାର୍ଯ୍ୟକ୍ରମ ହେବା ସହ ଦେଶର ମୁଖ୍ୟ ବ୍ୟାବସାୟିକ ଶିଖର ସମ୍ମିଳନୀର ମାନ୍ୟତା ଲାଭ କରିଛି ।

ବିଶ୍ୱ ପରିବେଶ ଦିବସ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳ ପାଠ

June 05th, 03:00 pm

ବିଶ୍ୱ ପରିବେଶ ଦିବସ ଅବସରରେ ଆପଣ ସମସ୍ତଙ୍କୁ, ଦେଶ ଏବଂ ବିଶ୍ୱକୁ ବହୁତ ବହୁତ ଶୁଭକାମନା । ଚଳିତ ବର୍ଷର ପରିବେଶ ଦିବସର ବିଷୟବସ୍ତୁ ‘ଏକକ ବ୍ୟବହାର ପ୍ଲାଷ୍ଟିକକୁ ନିଷିଦ୍ଧ କରିବାର ଅଭିଯାନ’ ଅଟେ ଏବଂ ମୋତେ ଖୁସି ଲାଗୁଛି ଯେ ଯେଉଁ କଥା ବିଶ୍ୱ ଆଜି କରୁଛି, ତାହା ଉପରେ ଭାରତ ଗତ ଚାରି ପାଞ୍ଚ ବର୍ଷରୁ ଲଗାତାର ଭାବେ କାର୍ଯ୍ୟ କରୁଛି । ୨୦୧୮ରେ ଭାରତ ଏକକ ବ୍ୟବହାର ପ୍ଲାଷ୍ଟିକକୁ ନିଷିଦ୍ଧି କରିବା ପାଇଁ ଦୁଇଟି ସ୍ତରରେ କାର୍ଯ୍ୟକୁ ଯୋଡ଼ି ଥିଲୁ। ପ୍ରଥମେ ଗୋଟିଏ ଦିଗରେ, ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲଗାଇ ଦିଆଗଲା ଏବଂ ଅନ୍ୟପକ୍ଷରେ ପ୍ଲାଷ୍ଟିକ ଅବଶିଷ୍ଟ ପ୍ରକ୍ରିୟାକରଣ ଅନିବାର୍ଯ୍ୟ କରାଗଲା । ଏହି କାରଣରୁ ଭାରତରେ ପାଖାପାଖି ୩୦ ଲକ୍ଷ ଟନ୍ ପ୍ଲାଷ୍ଟିକ ପ୍ୟାକେଜିଂର ପୁନଃ ପ୍ରକ୍ରିୟାକରଣ ପାଇଁ ବାଧ୍ୟତାମୂଳକ କରାଗଲା । ଏହି ଭାରତରେ ଜନ୍ମ ନେଇଥିବା ଲୋକ ମୋଟାମୋଟି ଭାବରେ ବ୍ଲୁ-ପ୍ରିଣ୍ଟ ପ୍ଲାଷ୍ଟିକ ବର୍ଜ୍ୟର ୭୫ ଶତକଡ଼ା ଅଟେ ଏବଂ ଆଜି ଏହାର ଅଧୀନରେ ପ୍ରାୟତଃ ୧୦ ହଜାର ଦୃଷ୍ଟାନ୍ତ, ଇଂପୋଟର ଏବଂ ବ୍ରାଣ୍ଡ୍ ମାଲିକ ଅଟନ୍ତି ।

ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

June 05th, 02:29 pm

ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରତ୍ୟେକ ଦେଶକୁ ବିଶ୍ୱ ପରିବେଶ ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଚଳିତ ବର୍ଷ ପରିବେଶ ଦିବସର ବାର୍ତ୍ତା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ଆଲୋକପାତ କରି ଭାରତ ଏ ଦିଗରେ ଗତ ଚାରିରୁ ପାଞ୍ଚ ବର୍ଷ ଧରି ଉଦ୍ୟମ କରି ଆସୁଥିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଭାରତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଦୁଇଟି ସ୍ତରରେ ୨୦୧୮ ମସିହା ଠାରୁ କାର୍ଯ୍ୟ କରି ଆସୁଛି ବୋଲି ସେ କହିଥିଲେ । “ଗୋଟେ ପଟରେ ଆମେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ସହ ଅନ୍ୟପଟରେ ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣକୁ ମଧ୍ୟ ବାଧ୍ୟତାମୂଳକ କରୁଛୁ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଦେଶର ବାର୍ଷିକ ଶତକଡ଼ା ୭୫ ଭାଗ ପ୍ଲାଷ୍ଟିକ ବର୍ଜ୍ୟ ପ୍ରାୟ ୩୦ ଲକ୍ଷ ଟନ ପ୍ଲାଷ୍ଟିକର ବାଧ୍ୟତାମୂଳକ ପୁନଃ ପ୍ରକ୍ରିୟାକରଣ ହେଉଛି ଓ ପ୍ରାୟ ଦଶ ହଜାର ପ୍ରସ୍ତୁତକାରୀ, ଆମଦାନୀକାରୀ ଓ ବ୍ରାଣ୍ଡ ଏହାର ପରିସର ମଧ୍ୟକୁ ଆଜି ଆସି ପାରିଛନ୍ତି ।

୧୮ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ୯୧ ଏଫଏମ ଟ୍ରାନ୍ସମିଟରର ଉଦଘାଟନୀ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 28th, 10:50 am

ଆଜିର ଏହି କାର୍ଯ୍ୟକ୍ରମରେ ପଦ୍ମ ପୁରସ୍କାର ଗ୍ରହଣ କରିଥିବା ଅନେକ ବ୍ୟକ୍ତିତ୍ୱ ମଧ୍ୟ ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ସେମାନଙ୍କୁ ସମ୍ମାନର ସହିତ ସ୍ୱାଗତ କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ଆଜି ଆକାଶବାଣୀର ଏଫଏମ ସେବାର ସମ୍ପ୍ରସାରଣ ହେଉଛି । ଆକାଶବାଣୀ ଏଫଏମ ହେବା ଦିଗରେ ଆହୁରି ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆକାଶବାଣୀର ୯୧ ଏଫଏମ ଟ୍ରାନ୍ସମିଟରର ଏହି ଶୁଭାରମ୍ଭ ଦେଶର ୮୫ଟି ଜିଲ୍ଲାର ୨ କୋଟି ଲୋକଙ୍କ ପାଇଁ ଉପହାର ସଦୃଶ ଅଟେ । ଗୋଟିଏ ପ୍ରକାରରେ, ଏହି ଆୟୋଜନରେ ଭାରତର ବିବିଧତା ଭିନ୍ନ ଭିନ୍ନ ରଙ୍ଗର ଝଲକ ମଧ୍ୟ ରହିଛି । ଯେଉଁ ଜିଲ୍ଲାଗୁଡ଼ିକରେ ଉଦଘାଟିତ ହେଉଛି, ଆକାଂକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକଗୁଡ଼ିକ ମଧ୍ୟ ଏହି ସେବାଗୁଡ଼ିକର ଲାଭ ପାଇପାରିବେ । ଏହି ସଫଳତା ପାଇଁ ମୁଁ ଆକାଶବାଣୀକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଏହାର ବହୁତ ଲାଭ ଆମର ଉତ୍ତର-ପୂର୍ବର ଭାଇ ଓ ଭଉଣୀମାନଙ୍କୁ ହେବ, ଯୁବ ବନ୍ଧୁମାନେ ବହୁତ ଉପକୃତ ହେବେ । ଏଥିପାଇଁ ମୁଁ ତାଙ୍କୁ ବିଶେଷ ଭାବରେ ଅଭିନନ୍ଦନ ଜଣାଉଛି ।

ଦେଶରେ ଏଫ୍‌ଏମ୍ ରେଡିଓ ସଂଯୋଗ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୯୧ଟି ୧୦୦ଡବ୍ଲ୍ୟୁ କ୍ଷମତା ବିଶିଷ୍ଟ ଟ୍ରାନ୍ସମିଟର ଉଦ୍‌ଘାଟିତ

April 28th, 10:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ୯୧ଟି ନୂଆ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟର ଉଦ୍‌ଘାଟନ କରିଛନ୍ତି । ଏହି ଟ୍ରାନ୍ସମିଟରର କ୍ଷମତା ପ୍ରତ୍ୟେକ ୧୦୦ଡବ୍ଲ୍ୟ । ଏହା ଫଳରେ ରେଡିଓ ସଂଯୋଗ ବୃଦ୍ଧି ପାଇବ ଓ ଶ୍ରୋତା ଉପକୃତ ହେବେ ।

Congress continues to ignore the contributions of the great Sardar Patel: PM Modi in Sojitra

December 02nd, 12:25 pm

PM Modi called out the fallacies of the Congress for piding Gujarat based on caste and throwing the state into turmoil. The PM further added that the Congress continues to ignore the contributions of the great Sardar Patel till this date and targeted them for not paying their respects at the Statue of Unity.