ଶ୍ରୀ କେଦାରନାଥ ଧାମର ଉଦଘାଟନ ଏବଂ ଚାରିଧାମ ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
April 22nd, 11:28 am
ପ୍ରଧାନମନ୍ତ୍ରୀ ଆଜି ଦେବଭୂମି ଉତ୍ତରାଖଣ୍ଡରେ ଶ୍ରୀ କେଦାରନାଥ ଧାମର ଦ୍ୱାର ଖୋଲିବା ଏବଂ ଚଳିତ ବର୍ଷର ଚାରଧାମ ଯାତ୍ରା ଆରମ୍ଭ ହେବାର ପବିତ୍ର ଅବସରରେ ଗଭୀର ଶ୍ରଦ୍ଧା ପ୍ରକାଶ କରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ଯାତ୍ରା ପାଇଁ ଉତ୍ତରାଖଣ୍ଡକୁ ଆସୁଥିବା ସମସ୍ତ ଭକ୍ତଙ୍କୁ ଏକ ଚିଠି ମାଧ୍ୟମରେ ତାଙ୍କର ହୃଦୟସ୍ପର୍ଶୀ ଭାବନା ବାଣ୍ଟିଥିଲେ ଏବଂ ସେମାନଙ୍କ ମଙ୍ଗଳ ପାଇଁ ତାଙ୍କର ଶୁଭକାମନା ଏବଂ ପ୍ରାର୍ଥନା ଜଣାଇଥିଲେ।Our vision for the Global South will go beyond SAGAR-it will be MAHASAGAR: PM Modi
March 12th, 12:30 pm
During his visit to Mauritius, PM Modi emphasized the deep-rooted ties between the two nations, announcing an 'Enhanced Strategic Partnership' with PM Ramgoolam. India will assist in building a new Parliament, modernizing infrastructure, and strengthening security. With a focus on digital innovation, trade, and cultural ties, PM Modi reaffirmed India’s commitment to regional growth and cooperation.ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରକୁ ଦମନ କରିବା ପାଇଁ ଉଦ୍ୟମ କରାଯାଇଥିଲା : ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
June 26th, 11:30 am
ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାର ଦିନକୁ ମନେ ପକାଇଥିଲେ । ସେ କହିଥିଲେ ଯେ ଅତ୍ୟାଚାର ସତ୍ତ୍ୱେ ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ଆଦୌ ଦୋହଲି ପାରିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ବୃଦ୍ଧି, କ୍ରୀଡା, ଭାରତର ପରମ୍ପରା ଏବଂ ସଂସ୍କୃତି ଭଳି ଅନ୍ୟାନ୍ୟ ବିଷୟ ଉପରେ କହିଥିଲେ । ସ୍ୱଚ୍ଛତା ଏବଂ ଜଳ ସଂରକ୍ଷଣ ଦିଗରେ ନାଗରିକଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।