RJD and Congress are pushing Bihar’s youth towards crime and ‘rangdari’: PM Modi in Bettiah, Bihar
November 08th, 11:30 am
Addressing a massive rally in Bettiah, PM Modi accused the RJD and Congress of pushing the state’s youth towards crime and ‘rangdari’. Speaking about the GST Bachat Utsav, the PM highlighted that today, essential items carry either zero or minimal GST, making everyday goods much more affordable. Urging the crowd to take out their phones and switch on the flashlight, he said, “This light in your hands shows the path to a Viksit Bihar.”Unstoppable wave of support as PM Modi addresses rallies in Sitamarhi and Bettiah, Bihar
November 08th, 11:00 am
PM Modi today addressed large and enthusiastic gatherings in Sitamarhi and Bettiah, Bihar, seeking blessings in the sacred land of Mata Sita and highlighting the deep connection between faith and nation-building. Recalling the events of November 8, 2019, when he had prayed for a favourable Ayodhya verdict before heading for an inauguration the following day, he said he had now come to Sitamarhi to seek the people’s blessings for a Viksit Bihar.ବିହାର ବିଧାନସଭା ଶତାବ୍ଦୀ ସମାରୋହର ଉଦଯାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
July 12th, 06:44 pm
ଏହି ଐତିହାସିକ କାର୍ଯ୍ୟକ୍ରମରେ ଆମ ମଧ୍ୟରେ ଉପସ୍ଥିତ ବିହାରର ରାଜ୍ୟପାଳ ଶ୍ରୀ ଫଗୁ ଚୌହାନ ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର ଜୀ, ବିଧାନସଭା ବାଚସ୍ପତି ଶ୍ରୀ ବିଜୟ ସିହ୍ନା ଜୀ, ବିହାର ବିଧାନସଭା ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ଅବଧେଶ ନାରାୟଣ ସିଂହ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଣୁ ଦେବୀ ଜୀ, ତାରକିଶୋର ପ୍ରସାଦ ଜୀ, ବିରୋଧୀ ଦଳ ନେତା ଶ୍ରୀ ତେଜସ୍ୱୀ ଯାଦବ ଜୀ, ସମସ୍ତ ମନ୍ତ୍ରୀଗଣ, ବିଧାୟକଗଣ, ଅନ୍ୟ ମହାନୁଭବ, ମହିଳା ଓ ଭଦ୍ର ଲୋକମାନେ,PM addresses the closing ceremony of the Centenary celebrations of the Bihar Legislative Assembly
July 12th, 06:43 pm
PM Modi addressed closing ceremony of the Centenary celebrations of the Bihar Legislative Assembly in Patna. Recalling the glorious history of the Bihar Assembly, the Prime Minister said big and bold decisions have been taken in the Vidhan Sabha building here one after the other.ଜଙ୍ଗଲ ରାଜ ପାଇଁ କୌଣସି ପ୍ରବେଶ ପଥ ନାହିଁ ବୋଲି ବିହାରର ଲୋକମାନେ ନିଷ୍ପତ୍ତି ନେଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
November 01st, 04:01 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ବାଗାହରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଟ୍ରେଣ୍ଡ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ବିହାରର ଲୋକମାନେ ରାଜ୍ୟରେ ଜଙ୍ଗଲ ରାଜ ପାଇଁ କୌଣସି ପ୍ରବେଶ ବୋର୍ଡ ଲଗାଇ ନାହାଁନ୍ତି। ସେ କହିଛନ୍ତି ଯେ ଚାଲିଥିବା ନିର୍ବାଚନରେ ଲୋକମାନେ ନୀତୀଶଙ୍କ ନେତୃତ୍ୱରେ ଏକ ସ୍ଥିର ଏନଡିଏ ସରକାର ବାଛିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ବିହାରର ଛପ୍ରା, ସମସ୍ତିପୁର, ମୋତିହାରୀ ଏବଂ ବାଗାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
November 01st, 03:54 pm
ନିର୍ବାଚନ ପ୍ରଚାର ଜାରି ରଖି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଛପ୍ରା, ସମସ୍ତିପୁର, ମୋତିହାରୀ ଏବଂ ବାଗାହରେ ଜନସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏହା ସ୍ପଷ୍ଟ ହୋଇଛି ଯେ ନୀତୀଶ ବାବୁ ବିହାରରେ ପରବର୍ତ୍ତୀ ସରକାରର ନେତୃତ୍ୱ ନେବେ। ବିରୋଧୀ ଦଳ ସମ୍ପୂର୍ଣ୍ଣ ଭାବେ ବିଚଳିତ , କିନ୍ତୁ ମୁଁ ସେମାନଙ୍କୁ ବିହାରର ଲୋକମାନଙ୍କ ଉପରେ ସେମାନଙ୍କର ନିରାଶା ପ୍ରକାଶ ନ କରିବାକୁ କହିବି । ”ଜଙ୍ଗଲ ରାଜ ସୁନିଶ୍ଚିତ କରିଛନ୍ତି ଯେ ବିହାରର ହଲମାର୍କ ଥିବା ସମସ୍ତ ଶିଳ୍ପ ଏବଂ ଚିନି ମିଲ୍ ବନ୍ଦ ହୋଇଛି: ପ୍ରଧାନମନ୍ତ୍ରୀ
November 01st, 02:55 pm
ମୋତିହାରୀରେ ହୋଇଥିବା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଚେତାବନୀ ଦେଇଛନ୍ତି ଯେ କଂଗ୍ରେସ-ଆରଜେଡି ମିଳିତ ମଞ୍ଚ କ୍ଷମତାକୁ ଆସିଲେ ଜଙ୍ଗଲ ରାଜ ଫେରି ଆସିବ। ସେ କହିଛନ୍ତି ଯେ ଜଙ୍ଗଲ ରାଜ ନିଶ୍ଚିତ କରିଛନ୍ତି ଯେ ବିହାରର ହଲମାର୍କ ଥିବା ସମସ୍ତ ଶିଳ୍ପ ଏବଂ ଚିନି ମିଲ୍ ବନ୍ଦ ହୋଇଯାଇଛି।ବିହାରରେ ଏନଡିଏ “ଡବଲ୍-ଡବଲ୍ ଯୁବରାଜ” କୁ ପରାସ୍ତ କରିବ: ପ୍ରଧାନମନ୍ତ୍ରୀ ମୋଦୀ
November 01st, 10:50 am
ଛପ୍ରାଠାରେ ହୋଇଥିବା ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ ମହାମେଣ୍ଟକୁ ଇଙ୍ଗିତ କରି ଲୋକମାନଙ୍କୁ ଉତ୍ତମ ଭବିଷ୍ୟତ ପାଇଁ “ସ୍ୱାର୍ଥପର” ବାହିନୀକୁ ଦୂରେଇ ରଖିବାକୁ ଅନୁରୋଧ କରିଛନ୍ତି । ଆତ୍ମବିଶ୍ୱାସର ସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ସୂଚାଇ ଦେଇଛି ଯେ ବିହାରରେ ଏନଡିଏ କ୍ଷମତାକୁ ଆସୁଛି।PM to inaugurate Rashtriya Swachhata Kendra on 8th August 2020
August 07th, 12:56 pm
Prime Minister Shri Narendra Modi shall inaugurate Rashtriya Swachhata Kendra, an interactive experience centre on the Swachh Bharat Mission, on 8th August, 2020.ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2018
April 10th, 07:39 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ବିହାରର ମୋତିହାରୀରେ ଚମ୍ପାରଣ ସତ୍ୟାଗ୍ରହ ଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 10th, 01:32 pm
ଚମ୍ପାରଣର ଏହି ପରମ-ପବିତ୍ର ମାଟିରେ ଦେଶର କୋଣଅନୁକୋଣରୁ ଆସିଥିବା ସ୍ୱଚ୍ଛାଗ୍ରହୀ ଭାଇ-ଭଉଣୀ, ସମସ୍ତ ସ୍ନେହୀ, ଉପସ୍ଥିତ ସମ୍ମାନିତ ଲୋକମାନଙ୍କୁ ମୁଁ ପ୍ରଣାମ କରୁଛି । ଆପଣମାନେ ସମସ୍ତେ ଜାଣିଥିବେ ଯେ ଏହି ପବିତ୍ର ମାଟିରୁ ବାପୁ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିଥିଲେ । ଇଂରେଜମାନଙ୍କ ଗୋଲାମୀରୁ ମୁକ୍ତି ପାଇଁ ଏକ ମଜବୁତ ଅହିଂସା ଅସ୍ତ୍ର ସତ୍ୟାଗ୍ରହ ରୂପରେ ଆମକୁ ମିଳିଥିଲା । ସତ୍ୟାଗ୍ରହକୁ 100 ବର୍ଷ ପୂରଣ ହୋଇଛି । ତାହା କେତେ ପ୍ରଭାବଶାଳୀ ଥିଲା, ତାହା ସବୁ ସମୟରେ ପ୍ରଭାବଶାଳୀ ରହିଛି । ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ଆଜିର ସମୟର ଆବଶ୍ୟକତା ।ଜାତୀୟ ସ୍ୱଚ୍ଛାଗ୍ରହୀ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ;
April 10th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୋତିହାରୀରେ ଅନୁଷ୍ଠିତ ସ୍ୱଚ୍ଛାଗ୍ରହୀମାନଙ୍କ ଜାତୀୟ ସମ୍ମେଳନରେ ଉଦ୍ବୋଧନ ଦେଇଛନ୍ତି । ଚମ୍ପାରଣରେ ମହାତ୍ମା ଗାନ୍ଧୀଙ୍କ ସତ୍ୟାଗ୍ରହର ଶତବାର୍ଷିକୀ ସମାରୋହର ଉପଲକ୍ଷେ ଆୟୋଜିତ ହୋଇଥିବା ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଆଜି ଏହି ଉତ୍ସବ ଆୟୋଜନ କରାଯାଇଛି ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଚମ୍ପାରଣରେ ସ୍ୱେଚ୍ଛାଗ୍ରହୀମାନଙ୍କୁ କରିବେ ସମ୍ବୋଧନ
April 09th, 02:57 pm
ବିହାର ଚମ୍ପାରଣ ସତ୍ୟାଗ୍ରହର ଶତ ବାର୍ଷିକୀ ସମାରୋହ ଆସନ୍ତାକାଲି ଉଦ୍ଯାପିତ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାରା ରାଷ୍ଟ୍ର ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ।ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ସମ୍ବୋଧନ-2017ର ମୁଖ୍ୟାଂଶ
August 15th, 01:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 71ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଉପରୁ ଦେଶକୁ ସମ୍ବୋଧିତ କରିଥିଲେ ।ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
August 15th, 09:01 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର 71ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ଲାଲକିଲ୍ଲା ଐତିହାସିକ ସ୍ଥଳରେ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି । ସେ ଦେଶର ସେହି ମହାନ ପୁରୁଷ ଏବଂ ମହିଳାଙ୍କୁ ସ୍ମରଣ କରିଥିଲେ ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିଲେ ।71 ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 15th, 09:00 am
71 ତମ ସ୍ୱାଧୀନତା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସେହି ମହାନ ପୁରୁଷ/ମହିଳାମାନଙ୍କୁ ମନେ ପକାଇଥିଲେ, ଯେଉଁମାନେ କି ଦେଶର ସ୍ୱାଧୀନତା ପାଇଁ ବହୁ କଷ୍ଟ ସ୍ୱୀକାର କରିଥିଲେ । ସେ କହିଲେ ଯେ ଭାରତର ଜନସାଧାରଣ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ପାଇଁ ଏବଂ ଗୋରଖପୁରର ବିପଦ ବେଳେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ।ଆମେ ଭାଗ୍ୟଶାଳୀ ଯେ ,ଭାରତର ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କ ଭଳି ନେତାଙ୍କୁ ପାଇଛୁ : ଦାଦା ବାସୱାନୀ
August 02nd, 06:25 pm
''ଆମେ ଭାଗ୍ୟଶାଳୀ ଯେ ,ଭାରତର ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ନେତାଙ୍କୁ ପାଇଛୁ ,ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ଗତ 3 ବର୍ଷରେ ତାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ପ୍ରଶଂସନୀୟ । ତାଙ୍କ ପଦକ୍ଷେପ ଯେପରି କି,ଜନଧନ ,ସ୍ୱଚ୍ଛ ଭାରତ ଏବଂ ମେକ ଇନ ଇଣ୍ଡିଆ ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କାମ କରିଛି ଏବଂ ଏଥିରୁ ଦେଶର ଉଜ୍ଵଳ ଭବିଷ୍ୟ ହେବ । ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛି ।'' -ଦାଦା ବାସୱାନୀଦାଦା ବାସୱାନୀଙ୍କ 99ତମ ଜନ୍ମଦିବସ ସମାରୋହକୁ ଭିଡିଓ କନଫେରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
August 02nd, 02:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନ୍ସ ଜରିଆରେ ପୁଣେରେ ଦାଦା ବାସୱାନୀଙ୍କର 99ତମ ଜନ୍ମ ଦିବସ ସମାରୋହକୁ ସମ୍ବୋଧିତ କରିଛନ୍ତି । ସେ ସ୍ମରଣ କରାଇ ଦେଇଛନ୍ତି କି ଆଜକୁ 27 ବର୍ଷ ପୂର୍ବେ ମିଳିତ ଜାତିସଂଘରେ ବିଶ୍ୱ ଧାର୍ମିକ ସମ୍ମେଳନରେ ପ୍ରଥମ ଥର ପାଇଁ ଦାଦା ବାସୱାନୀଙ୍କୁ ଭେଟିଥିଲେ । 2013ରେ, ପୁଣେରେ ତାଙ୍କ ସହ ସାକ୍ଷାତ ସଂପର୍କରେ ମଧ୍ୟ ମନେ ପକାଇଥିଲେ ।ଭାରତ ସେବାଶ୍ରମ ସଂଘର ଶତବାର୍ଷିକୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
May 07th, 01:15 pm
ଦିଲ୍ଲୀ ଏବଂ ଶିଲଂ ମଧ୍ୟରେ ଦୂରତା ପାଖାପାଖି ୨ ହଜାର କିଲୋମିଟର । କିନ୍ତୁ ବୈଷୟିକ ଜ୍ଞାନ ଏହି ଦୂରତାକୁ କମ୍ କରି ଦେଇଛି । ଗତ ବର୍ଷ ମେ’ମାସରେ ହିଁ ମୁଁ ଶିଲଂ ଯାଇଥିଲି । ଆଜି ଯେବେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଆପଣ ସମସ୍ତଙ୍କ ସହିତ କଥାବର୍ତା ହେବାର ସୁଯୋଗ ମିଳିଛି, ତ କେତେ ଗୁଡିଏ ସ୍ମୃତି ତାଜା ହୋଇ ଯାଉଛି ।ଗୁଜୁରାଟରେ ମତେ ଭାରତ ସେବାଶ୍ରମ ସଂଘର ଅଧ୍ୟକ୍ଷ ଥିବା ସ୍ୱର୍ଗୀୟ ସ୍ୱାମୀ ଅକ୍ଷୟାନନ୍ଦଜୀ ମହାରାଜଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା ।ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
April 23rd, 12:48 pm
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଥିଲେ, ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ହିସାବରେ ସେ ଜାଣନ୍ତି ଯେ ସମସ୍ତ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ମିଳିତ ଉଦ୍ୟମ ଏବଂ ସହଯୋଗ ଫଳରେ ହିଁ ‘ନବ ଭାରତ’ ଗଠନ ସ୍ୱପ୍ନକୁ ସାକାର କରିହେବ । ନୀତି ଆୟୋଗ ପରିଚାଳନା ପରିଷଦର ତୃତୀୟ ବୈଠକ ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପରିବର୍ତ୍ତନଶୀଳ ଜାଗତିକ ସ୍ଥିତି ମଧ୍ୟରେ ଭାରତ ଗଠନ ଲାଗି “ଟିମ୍ ଇଣ୍ଡିଆ” ପୁଣିଥରେ ଆଜି ମିଳିତ ହୋଇଛି । ଏହି ବୈଠକରେ ସେ କହିଥିଲେ ଯେ ଆଜି ନୀତି ପ୍ରଣୟନ ଏବଂ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ଆଲୋଚନା ପାଇଁ ଆମ ପାଖରେ ଏକ ସୁଯୋଗ ରହିଛି ।