Uttar Pradesh is set to emerge as a major hub for the nation’s Semiconductor Ecosystem: PM Modi
February 21st, 05:30 pm
PM Modi participated in the groundbreaking ceremony of HCL-Foxconn Semiconductor Unit in Uttar Pradesh. Speaking via VC, he lauded the ceremony as a historic milestone in India’s journey toward becoming a global semiconductor hub. He remarked that India has accelerated its pace in 2026 and highlighted major milestones such as Viksit Bharat Young Leaders Dialogue, National Startup Day and India Energy Summit. The PM credited the Double-Engine Government for changing the identity of Uttar Pradesh.PM Modi participates in the groundbreaking ceremony of HCL-Foxconn Semiconductor Unit in Uttar Pradesh via Video Conferencing
February 21st, 05:00 pm
PM Modi participated in the groundbreaking ceremony of HCL-Foxconn Semiconductor Unit in Uttar Pradesh. Speaking via VC, he lauded the ceremony as a historic milestone in India’s journey toward becoming a global semiconductor hub. He remarked that India has accelerated its pace in 2026 and highlighted major milestones such as Viksit Bharat Young Leaders Dialogue, National Startup Day and India Energy Summit. The PM credited the Double-Engine Government for changing the identity of Uttar Pradesh.ସରକାରୀ ଗସ୍ତରେ ଘାନାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
July 02nd, 09:20 pm
ପ୍ରଧାନମନ୍ତ୍ରୀଙ୍କ ଘାନା ଯାତ୍ରା ବିଗତ ତିନି ଦଶକରେ ପ୍ରଥମ ଯାତ୍ରା । ଏହି ଐତିହାସିକ ଯାତ୍ରା ଭାରତ ଓ ଘାନା ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବ । ଏଥିସହ ଆଫ୍ରିକା ଏବଂ ବୈଶ୍ୱିକ ଦକ୍ଷିଣ ସହଯୋଗୀମାନଙ୍କ ସହ ସମ୍ପର୍କକୁ ମଜବୁତ କରିବାକୁ ଭାରତର ପ୍ରତିବଦ୍ଧତାକୁ ରେଖାଙ୍କିତ କରିବ ।Prime Minister attends the Civil Investiture Ceremony-II
May 28th, 09:27 am
Prime Minister, Shri Narendra Modi, today, attended the Civil Investiture Ceremony-II, where the Padma Awards were presented. The Padma awardees have made notable contributions to our society. The life journeys of those who were conferred the Padma are deeply motivating, Shri Modi added.ନାଗରିକ ଅଳଙ୍କରଣ ସମାରୋହ-୧ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
April 28th, 09:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଦ୍ମ ସମ୍ମାନ ପ୍ରଦାନ କରାଯାଉଥିବା ନାଗରିକ ଅଳଙ୍କରଣ ସମାରୋହ-୧ରେ ଯୋଗ ଦେଇଛନ୍ତି । “ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ କୃତିତ୍ୱ ପାଇଁ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି” କହିଛନ୍ତି ଶ୍ରୀ ମୋଦୀ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରୀ କୁଏତ ଗସ୍ତର ମିଳିତ ବାର୍ତ୍ତା (ଡିସେମ୍ବର ୨୧-୨୨, ୨୦୨୪)
December 22nd, 07:46 pm
କୁଏତର ଅମୀର ଶେଖ ମେସାଲ ଅଲ-ଅହମଦ ଅଲ-ଜାବେର ଅଲ-ସବାହଙ୍କ ଆମନ୍ତ୍ରଣ କ୍ରମେ ଡିସେମ୍ବର ୨୧ରୁ ୨୨ ତାରିଖ ଯାଏ ଦୁଇ ଦିନିଆ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିଲେ । ଏହା ତାଙ୍କର ପ୍ରଥମ କୁଏତ ଗସ୍ତ । ଡିସେମ୍ବର ୨୧ ତାରିଖରେ ଆରମ୍ଭ ହୋଇଥିବା ୨୬ତମ ଆରବିଆନ ଗଲଫ କପ ଉଦଘାଟନୀ ମ୍ୟାଚରେ କୁଏତର ଅମୀରଙ୍କ ସମ୍ମାନିତ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଥିଲେ ।କୁୱେତର ମହାମାନ୍ୟ ଅମୀରଙ୍କ ନିମନ୍ତ୍ରଣ କ୍ରମେ ଆରବିଆନ ଗଲଫ୍ କପରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
December 21st, 10:24 pm
କୁୱେତର ମହାମାନ୍ୟ ଅମୀର ଶେଖ୍ ମେଶାଲ ଅଲ୍-ଅହମ୍ମଦ ଅଲ୍-ଜାବେର ଅଲ୍-ସବାହଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁୱେତରେ ୨୬ତମ ଆରବିଆନ ଗଲଫ୍ କପର ଉଦଘାଟନୀ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୁୱେତର ମହାମାନ୍ୟ ଅମୀର, ମହାମାନ୍ୟ ଯୁବରାଜ ଏବଂ ମହାମାନ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ଅବସରରେ କୁୱେତର ନେତୃତ୍ୱଙ୍କ ସହ ପ୍ରଧାନମନ୍ତ୍ରୀ ଅନୌପଚାରିକ ଭାବେ ଆଲୋଚନା ମଧ୍ୟ କରିଥିଲେ ।This grand welcome ceremony at the White House is an honour for the 1.4 billion people of India: PM Modi
June 22nd, 11:48 pm
PM Modi said the grand welcome ceremony at the White House is a kind of honour for the 1.4 billion people of India. For the same he also expressed his gratitude to President Biden and First Lady Jill Biden. PM Modi said The societies and systems of both India and America are based on democratic principles.ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
March 21st, 10:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ ଯାହା ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା ।India is committed to provide 'ease of doing business' to its youth, so they can focus on bringing ‘ease of living’ to the countrymen: PM
November 07th, 11:00 am
PM Modi addressed convocation ceremony of IIT Delhi via video conferencing. In his remarks, PM Modi said that quality innovation by the country's youth will help build 'Brand India' globally. He added, COVID-19 has taught the world that while globalisation is important, self reliance is also equally important. We are now heavily focussed on ease of doing business in India so that youth like you can bring transformation to our people’s lives.ଆଇଆଇଟି ଦିଲ୍ଲୀର 51ତମ ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 07th, 10:59 am
ଆଇଆଇଟିର ସଦ୍ୟ ସ୍ନାତକ ଉପାଧିପ୍ରାପ୍ତ ବିଦ୍ୟାର୍ଥୀମାନେ ଦେଶର ଆବଶ୍ୟକତାକୁ ଚିହ୍ନଟ କରି ତାହାର ସମାଧାନର ପନ୍ଥା ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବଦ୍ୟାର୍ଥୀମାନେ ସାଧାରଣ ମଣିଷର ଆଶା ଆକାଂକ୍ଷାକୁ ଚିହ୍ନଟ କରି ଆତ୍ମନିର୍ଭର ଭାରତ ଗଠନ ପରିପ୍ରେକ୍ଷୀରେ ସେ ଦିଗରେ କାର୍ଯ୍ୟ କରିବା ଉଚିତ । ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଦିଲ୍ଲୀର 51ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।ଲକ୍ଷ୍ନୌଠାରେ ଡିଫଏକ୍ସପୋ-2020ର ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
February 03rd, 01:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 5 ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ନୌଠାରେ ଡିଫଏକ୍ସପୋ 2020ର ଉଦଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବେ ।ଭାରତକୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ (ଏପ୍ରିଲ 07, 2018) ଅବସରରେ ଭାରତ-ନେପାଳ ମିଳିତ ବିବୃତି
April 07th, 12:29 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ନେପାଳ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଶ୍ରୀ କେ.ପି ଶର୍ମା ଓଲି ଏପ୍ରିଲ 6-8, 2018ରେ ଭାରତକୁ ସରକାରୀ ଗସ୍ତରେ ଆସିଛନ୍ତି ।PM Modi receives ceremonial welcome and Guard of Honour at Pretoria, South Africa
July 08th, 01:19 pm
PM Modi receives ceremonial welcome and Guard of Honour at Maputo, Mozambique
July 07th, 03:00 pm
Let us make the bar, bench and courts tech savvy: PM Narendra Modi
March 12th, 01:32 pm
PM addresses the Closing Ceremony of the Centenary Year celebrations of Patna High Court
March 12th, 01:31 pm
Narendra Modi addresses closing ceremony of Swami Vivekananda’s 150th birth anniversary celebrations
January 11th, 06:36 pm
Narendra Modi addresses closing ceremony of Swami Vivekananda’s 150th birth anniversary celebrationsShri Narendra Modi's speech during Mahatma Mandir: Foundation Laying Ceremony
May 01st, 09:46 pm
Shri Narendra Modi's speech during Mahatma Mandir: Foundation Laying CeremonyShri Modi attends Mayor Award Ceremony
March 01st, 07:06 pm
Shri Narendra Modi attended the Mayor Award Ceremony in Ahmedabad. During the programme, Shri Modi conferred awards on the teachers and applauded them for their service to the society.