Cabinet approves 'Samudra Manthan' (National Offshore Exploration Scheme) with an outlay of Rs.84,084 crore
July 31st, 04:17 pm
The Union Cabinet chaired by PM Modi has approved 'Samudra Manthan' – the National Offshore Exploration Scheme with an approved outlay of Rs.84,084 crore for implementation up to FY 2030-31. The Scheme is expected to stimulate significant investments across the exploration and production value chain, creating long-term opportunities for industry, innovation and economic growth.ଥିରୁ କେ. କାମରାଜ ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 15th, 12:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥିରୁ କେ. କାମରାଜ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ତାଙ୍କୁ ଭାରତର ସ୍ୱାଧୀନତା ଆନ୍ଦୋଳନର ଜଣେ ବରିଷ୍ଠ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଜଣେ ଅସାଧାରଣ ସାର୍ବଜନୀନ ବ୍ୟକ୍ତିତ୍ୱ ଭାବରେ ସ୍ମରଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଶିକ୍ଷା, ସମାବେଶୀ ବିକାଶ ଏବଂ ଅବହେଳିତଙ୍କ କଲ୍ୟାଣ ପ୍ରତି ଥିରୁ କେ. କାମରାଜ ଜୀଙ୍କ ଅତୁଟ ପ୍ରତିବଦ୍ଧତା ପିଢ଼ିକୁ ପ୍ରେରଣା ଯୋଗାଇବ।ସମାବେଶୀ ବିକାଶ ଏବଂ ରାଷ୍ଟ୍ର ନିର୍ମାଣର ଗୁରୁତ୍ୱ ଉପରେ ଆଲୋକପାତ କରି ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
July 13th, 08:32 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେତେବେଳେ ସାମଗ୍ରିକ ବିକାଶ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସୁନିଶ୍ଚିତ କରିଥାଏ, ସେତେବେଳେ ଏହା ରାଷ୍ଟ୍ରର ପ୍ରଗତିକୁ ନୂତନ ଗତି ଦେଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରେରଣାଦାୟୀ ଭାବନା ସହିତ ହିଁ ଦେଶ ଭାରତର ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି।ଭାରତ-ଅଷ୍ଟ୍ରେଲିଆ କ୍ରୀଡ଼ା ସହଯୋଗିତା ରୋଡମ୍ୟାପ୍
July 10th, 10:07 am
କ୍ରୀଡ଼ା ହେଉଛି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଶକ୍ତିଶାଳୀ ସେତୁ, ଯାହା ଲୋକମାନଙ୍କୁ ଏକାଠି କରିଥାଏ ଏବଂ ସହଯୋଗ ପାଇଁ ନୂତନ ପଥ ଖୋଲିଥାଏ।ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ
July 09th, 12:34 pm
ଏହା ପ୍ରଚଳିତ ସୁରକ୍ଷା ଉପରେ ମିଳିତ ଘୋଷଣା (୨୦୦୯)କୁ ନବୀକରଣ କରେ । ଏହା ସହଯୋଗର କ୍ଷେତ୍ର ଭାବରେ ବାହିନୀର ଆନ୍ତଃକାର୍ଯ୍ୟକ୍ଷମତା, କ୍ଷମତା ନିର୍ମାଣ, ସାମୁଦ୍ରିକ କ୍ଷେତ୍ର, ପ୍ରତିରକ୍ଷା ଶିଳ୍ପ ସହଯୋଗ, ସାଇବର ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା, ଆତଙ୍କବାଦ ବିରୋଧୀ, ଏଚଏଡିଆର ଏବଂ ୟୁଏନ୍ସିଏଲ୍ଓଏସ୍, ଏଏସ୍ଇଏଏନ, ପିଆଇଏଫ୍, ଆଇଓଆର୍ଏରେ ଏକୀକୃତ ଆଭିମୁଖ୍ୟକୁ ଚିହ୍ନଟ କରେ ।ଇଣ୍ଡୋନେସିଆ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 07th, 03:15 pm
ଆଜି ସକାଳେ, ମୁଁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇବାର ସୌଭାଗ୍ୟ ମଧ୍ୟ ପାଇଲି। ମୁଁ ଲକ୍ଷ ଲକ୍ଷ ଭାରତୀୟଙ୍କ ପ୍ରତି ଇଣ୍ଡୋନେସିଆ ଲୋକଙ୍କ ସ୍ନେହକୁ ହୃଦୟର ସହିତ ଗ୍ରହଣ କରୁଛି। ଏହି ସମ୍ମାନ ଆମ ଉଭୟ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ, ଆମର ସହଭାଗୀ ଐତିହ୍ୟ ଏବଂ ଆମର ସୁଦୃଢ଼ ସମ୍ପର୍କର ପ୍ରମାଣ। ମୁଁ ଆପଣ ସମସ୍ତଙ୍କୁ, ରାଷ୍ଟ୍ରପତି ପ୍ରବୋଓଙ୍କୁ, ଇଣ୍ଡୋନେସିଆ ସରକାର ଏବଂ ଏହାର ଜନସାଧାରଣଙ୍କୁ ମୋର ହୃଦୟର କୃତଜ୍ଞତା ଜଣାଉଛି।Prime Minister addresses the Parliament of Indonesia
July 07th, 03:00 pm
Addressing the Parliament of Indonesia in Jakarta, PM Modi spoke about the deep civilisational and democratic ties between India and Indonesia. He also highlighted their maritime partnership, proposed the Ganga-Mahakam Vision and called for closer cooperation across development, security and the Global South, while reaffirming a free, open, inclusive and rules-based Indo-Pacific.ସେଶେଲ୍ସକୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
June 28th, 08:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୨୭-୨୯ ଜୁନ୍ ୨୦୨୬ ପର୍ଯ୍ୟନ୍ତ ସେଶେଲ୍ସକୁ ରାଜ୍ୟ ଗସ୍ତର ଅଂଶ ସ୍ୱରୂପ, ପ୍ରଧାନମନ୍ତ୍ରୀ ଏବଂ ସେସେଲ୍ସର ରାଷ୍ଟ୍ରପତି ମହାମହିମ ଡକ୍ଟର ପାଟ୍ରିକ୍ ହର୍ମିନି ଆଜି ଭିକ୍ଟୋରିଆ, ମାହେସ୍ଥିତ ଷ୍ଟେଟ୍ ହାଉସରେ ସରକାରୀ ଆଲୋଚନା କରିଥିଲେ।ଫଳାଫଳ ତାଲିକା: ପ୍ରଧାନମନ୍ତ୍ରୀଙ୍କ ସେଶେଲ୍ସ ଗସ୍ତ
June 28th, 08:17 pm
ସେଶେଲ୍ସ ସରକାରଙ୍କୁ ଗୋଟିଏ ଦ୍ରୁତଗାମୀ ପାଟ୍ରୋଲ ଜାହାଜ ଉପହାରସହକାରୀ ସଚିବ ଭାବରେ ନିଯୁକ୍ତ ୨୦୨୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
June 23rd, 02:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ସେବା ତୀର୍ଥରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ସହକାରୀ ସଚିବ ଭାବରେ ନିଯୁକ୍ତ ହୋଇଥିବା ୨୦୨୪ ବ୍ୟାଚ୍ ର ୧୮୩ ଆଇଏଏସ୍ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କରିଛନ୍ତି।ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଇଂରାଜୀ ଅନୁବାଦ: ନୂତନ ସହଭାଗୀତା ଗଠନ ଏବଂ ଆନ୍ତର୍ଜାତିକ ଏକତାର ପୁନର୍ନିର୍ମାଣ
June 16th, 10:12 pm
ଆଜିର ବିଶ୍ୱ ପୂର୍ବ ଅପେକ୍ଷା ଅଧିକ ପରସ୍ପର ସଂଯୁକ୍ତ ଓ ପରସ୍ପର ନିର୍ଭରଶୀଳ। କୌଣସି ଦେଶର ଶକ୍ତି ସୁରକ୍ଷା, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଆର୍ଥିକ ସୁରକ୍ଷା ଆଉ କେବଳ ସେହି ଦେଶର ସୀମା ମଧ୍ୟରେ ଘଟୁଥିବା ଘଟଣା ଉପରେ ନିର୍ଭର କରୁନାହିଁ। ଲୋକଙ୍କ ଯାତାୟାତ, ତଥ୍ୟ, ପୁଞ୍ଜି ଏବଂ ପ୍ରଯୁକ୍ତିବିଦ୍ୟା ଆମ ସମସ୍ତଙ୍କୁ ପରସ୍ପର ସହ ଯୋଡ଼ି ରଖିଛି।ପ୍ରଧାନମନ୍ତ୍ରୀ ଫ୍ରାନ୍ସର ଜି-୭ ଶିଖର ସମ୍ମିଳନୀରେ ‘ନୂତନ ସହଭାଗିତା ଗଠନ ଏବଂ ଅନ୍ତର୍ଜାତୀୟ ସଂହତି ପୁନଃନିର୍ମାଣ’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି
June 16th, 10:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସର ଇଭିଆନରେ ଜି-୭ ଶିଖର ସମ୍ମିଳନୀରେ ‘ନୂତନ ସହଭାଗିତା ଗଠନ ଏବଂ ଅନ୍ତର୍ଜାତୀୟ ସଂହତି ପୁନଃନିର୍ମାଣ’ ଶୀର୍ଷକ ଆଲୋଚନା ଅଧିବେଶନରେ ସମ୍ବୋଧିତ କରିଛନ୍ତି ।India-Slovakia Joint Statement
June 15th, 05:32 pm
At the invitation of Slovak Republic PM Robert Fico, PM Modi visited Slovakia on 15 June 2026. Both leaders agreed to elevate the India-Slovakia relationship to a Comprehensive Partnership and to regularly review its implementation. They also agreed that the visit represents a significant step forward in transforming India-Slovakia relations and committed to taking bilateral ties into a new phase of engagement.From waste to wealth: PM Modi showcases Surat’s green development model
June 05th, 04:30 pm
At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.PM Modi inaugurates, dedicates to the nation and lays the foundation stone of multiple development projects worth over ₹18,800 crore in Surat, Gujarat
June 05th, 04:16 pm
At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
June 01st, 08:09 pm
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ୟୁ ମିନ୍ ମିଙ୍ଗ୍ ହ୍ଲାଇଙ୍ଗ ରାଷ୍ଟ୍ରପତି ଭାବରେ ତାଙ୍କ ପ୍ରଥମ ଗସ୍ତ ପାଇଁ ଭାରତକୁ ବାଛିଥିବାରୁ ଭାରତ ସମ୍ମାନିତ ବୋଧ କରୁଛି । ସେ ଏହା ମଧ୍ୟ ଖୁସି ପ୍ରକାଶ କରିଛନ୍ତି ଯେ ରାଷ୍ଟ୍ରପତି ଭଗବାନ ବୁଦ୍ଧଙ୍କ ଆଶୀର୍ବାଦରେ ବୋଧଗୟାରୁ ଭାରତରେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ନରୱେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତ୍ତି
May 18th, 04:44 pm
ଗତବର୍ଷ ମୋର ନରୱେ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଏହି ଯାତ୍ରା ସ୍ଥଗିତ ରଖିବାକୁ ପଡିଥିଲା। ସେହି କଠିନ ସମୟରେ, ନରୱେ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ ଭାରତ ସହିତ ଦୃଢ଼ ଭାବରେ ଠିଆ ହୋଇ ପ୍ରକୃତ ବନ୍ଧୁତା ପ୍ରଦର୍ଶନ କରିଥିଲା। ଆଜି, ମୁଁ ନରୱେ ଗସ୍ତ କରୁଥିବା ସମୟରେ, ସେହି ସମର୍ଥନ ପାଇଁ ମୁଁ ମୋର ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି।ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି
May 06th, 05:24 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ, ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ମେ’୦୫ ରୁ ୦୭ ପର୍ଯ୍ୟନ୍ତ ଭାରତ ଗସ୍ତ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି। ଏକ ଦୃଢ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାମିଲ ଅଛନ୍ତି।ଭାରତ ଗସ୍ତରେ ଆସିଥିବା ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତର ଫଳାଫଳ ତାଲିକା
May 06th, 03:44 pm
ଭାରତ ଗସ୍ତରେ ଆସିଥିବା ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତର ଫଳାଫଳ ତାଲିକାଭିଏତନାମ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଏବଂ ଭିଏତନାମ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
May 06th, 01:00 pm
ରାଷ୍ଟ୍ରପତି ତୋ ଲାମଙ୍କ ଭାରତ ଗସ୍ତ ଅବସରରେ ମୁଁ ତାଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ବହୁତ ଆନନ୍ଦିତ। ଭିଏତନାମର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ଏକ ମାସ ମଧ୍ୟରେ ସେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏବଂ ଅନେକ ବ୍ୟବସାୟିକ ନେତାଙ୍କ ସହ ଭାରତ ଗସ୍ତରେ ଆସି ଭାରତ-ଭିଏତନାମ ସମ୍ପର୍କରେ ସେ ଯେଉଁ ପ୍ରାଥମିକତା ରଖିଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି।