PM congratulates people of Uttar Pradesh on historic planting milestone under 'Ek Ped Maa Ke Naam' campaign

June 05th, 11:40 pm

Prime Minister Shri Narendra Modi today extended his heartiest congratulations to the people of Uttar Pradesh for a splendid achievement that serves as an inspiration to every fellow countryman. The Prime Minister remarked that this wonderful success associated with the 'Ek Ped Maa Ke Naam' campaign clearly demonstrates that people today are fully committed to environmental conservation.

Prime Minister plants tree in Surat under the 'Ek Ped Maa Ke Naam' campaign on World Environment Day

June 05th, 10:11 pm

PM Modi plants tree in Surat under the ‘Ek Ped Maa Ke Naam’ campaign on World Environment Day and urged citizens to renew their collective commitment towards making nature greener and protecting it for future generations. The initiative reflects the shared responsibility of environmental conservation and sustainable development.

ପଶ୍ଚିମବଙ୍ଗର କୋଲକାତାରେ ବିଭିନ୍ନ ବିକାଶ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 14th, 02:15 pm

ରାଜ୍ୟପାଳ ଶ୍ରୀମାନ ଆର ଏନ୍ ରବି ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶାନ୍ତନୁ ଠାକୁର ଜୀ, ସୁକାନ୍ତ ମଜୁମଦାର ଜୀ, ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଜୀ, ସଂସଦରେ ମୋର ସାଥୀ ଶାମିକ ଭଟ୍ଟାଚାର୍ଯ୍ୟ ଜୀ, ଅନ୍ୟ ଜନ ପ୍ରତିନିଧିଗଣ , ମହିଳା ଏବଂ ଭଦ୍ରଲୋକମାନେ ।

କୋଲକାତାରେ ୧୮,୭୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

March 14th, 02:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ୧୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ, “ଆଜି କୋଲକାତାର ଏହି ଭୂମିରୁ ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତ ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି।”

The HPV vaccination campaign, launched from Ajmer, marks a significant step towards empowering the nation’s Nari Shakti: PM Modi in Rajasthan

February 28th, 12:00 pm

At a public gathering in Ajmer, PM Modi expressed satisfaction that the “double-engine government” in Rajasthan has completed two years of rapid progress. He launched projects worth approximately ₹17,000 crore and handed over appointment letters to youth. The PM also launched the nationwide HPV vaccination campaign, describing it as a pivotal step toward empowering India’s ‘Nari Shakti’ (women power) and ensuring the health of mothers and daughters.

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

February 28th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହା ରାଜସ୍ଥାନର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ବୀରତ୍ୱପୂର୍ଣ୍ଣ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସୁରସୁରାର ତେଜାଜୀ ଧାମ ଏବଂ ହାଇଫାକୁ ମୁକ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଏବେ ବି ଇସ୍ରାଏଲରେ ସମ୍ମାନିତ ମେଜର ଦଲପତ ​​ସିଂହଙ୍କ ସାହସିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।

ପ୍ରଭୁ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ଦ୍ଵିଶତାବ୍ଦୀ ପାଳନ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 23rd, 02:12 pm

ଜ୍ଞାନ ଯୋଗ ପ୍ରତି ଭାରତବର୍ଷ ଉତ୍ସର୍ଗୀକୃତ । ହଜାରେ ବର୍ଷର ବେଦ ଆଜି ଆମ ପାଇଁ ଏକ ପ୍ରେରଣା । ଆଧୁନିକତାକୁ ଆପଣେଇ ନେଇ ବେଦ ଅନୁସାରେ ଆମ ସାଧୁ ସନ୍ଥ ଆମ କାଳଖଣ୍ଡକୁ ପ୍ରଭାବିତ କରିଛନ୍ତି । ବେଦରୁ ଉପନିଷଦ, ଉପନିଷଦରୁ ପୁରାଣ, ଶ୍ରୁତି, ସ୍ମୃତି, କଥା, ଗୀତ ପରି ବିଭିନ୍ନ ବିବିଧତା ଭିତରେ ଆମ ସଂସ୍କୃତି ସଶକ୍ତ ହୋଇପାରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷାପତ୍ରୀ ଦ୍ୱୀଶତାବ୍ଦୀ ମହୋତ୍ସବକୁ ସମ୍ବୋଧିତ କରିଛନ୍ତି

January 23rd, 02:00 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶିକ୍ଷାପତ୍ରୀର ଦ୍ୱିଶତବାର୍ଷିକୀ ମହୋତ୍ସବକୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଭଗବାନ ସ୍ୱାମୀନାରାୟଣଙ୍କ ଶିକ୍ଷାପତ୍ରୀର ୨୦୦ ବର୍ଷ ପୂର୍ତ୍ତି ପାଳନ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ଓ ଐତିହାସିକ ମୁହୂର୍ତ୍ତ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏହି ଦ୍ୱିଶତବାର୍ଷିକୀ ମହୋତ୍ସବରେ ସାମିଲ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା। ସେ ଏହି ପବିତ୍ର ଅବସରରେ ସମସ୍ତ ସନ୍ଥଙ୍କୁ ପ୍ରଣାମ ଜଣାଇବା ସହ ଭଗବାନ ସ୍ୱାମୀନାରାୟଣଙ୍କ କୋଟି କୋଟି ଅନୁଗାମୀଙ୍କୁ ଦ୍ୱିଶତବାର୍ଷିକୀ ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ତୃଣମୂଳ ସ୍ତରରେ କାର୍ଯ୍ୟରତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନକୁ କରିଛନ୍ତି ପ୍ରଭାବଶାଳୀ

October 04th, 03:41 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’କୁ ଭାରତର ନାରୀ ଶକ୍ତିଙ୍କ ପାଇଁ ପ୍ରଭାବଶାଳୀ ଓ ଲାଭକରୀ କରିବା ଦିଗରେ ତୃଣମୂଳ ସ୍ତରରେ ଅଧିକ ପରିଶ୍ରମ କରୁଥିବା ଲୋକଙ୍କ ପ୍ରଶଂସନୀୟ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଅତ୍ୟଧିକ ଯକ୍ଷ୍ମା ପ୍ରବଣ ଜିଲ୍ଲାଗୁଡିକ ଉପରେ ଗୁରୁତ୍ୱ ସହ ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଘୋଷଣା

December 07th, 02:38 pm

ଯକ୍ଷ୍ମା ବିରୋଧରେ ଭାରତର ଲଢ଼େଇ ଆହୁରି ଶକ୍ତିଶାଳୀ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଅତ୍ୟଧିକ ଯକ୍ଷ୍ମା ପ୍ରବଣ ଜିଲ୍ଲାଗୁଡିକ ଉପରେ ଧ୍ୟାନ ଦେବା ସହ ପ୍ରଧାନମନ୍ତ୍ରୀ ଆଜି ଏକ ସ୍ୱତନ୍ତ୍ର ୧୦୦ ଦିନିଆ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିସହ ସେ ନାଗରିକମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ପଢ଼ିବାକୁ ଅନୁରୋଧ କରିଛନ୍ତି ।

ବିଜେପିର ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ପାଇଁ ଆପଣଙ୍କ ବିଚାର ଅଂଶୀଦାର କରନ୍ତୁ

April 04th, 02:58 pm

ଏପ୍ରିଲ 6 ରେ ଭାରତୀୟ ଜନତା ପାର୍ଟିର ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିବେ । କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ପାଇଁ ଆପଣଙ୍କ ପରାମର୍ଶ ଏବଂ ଅନ୍ତର୍ଦୃଷ୍ଟି ଯୋଗଦାନ କରିବାର ଏକ ସୁଯୋଗ ଏଠାରେ ଅଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଧୀନତା ଦିବସର ଅଭିଭାଷଣ ଉପରେ ଆପଣଙ୍କ ମତ କ'ଣ ? ଆପଣଙ୍କ ମତ ରଖନ୍ତୁ !

August 15th, 10:06 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସ୍ୱାଧୀନତା ଦିବସ ସମ୍ବୋଧନରେ ଦେଶବାସୀଙ୍କୁ, ସାମୁହିକ ସଙ୍କଳ୍ପ ନେଇ ଏକ ‘ନ୍ୟୁ ଇଣ୍ଡିଆ’ ଅଭିଯାନରେ ଦେଶକୁ ଆଗକୁ ବଢ଼ାଇବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ,' 'ଚଲତା ହେ' ର ମାନସିକତା ଶେଷ ହୋଇଯାଇଛି ,ଆମକୁ 'ବଦଲ ସକତା ହେ' ର ମାନସିକତାକୁ ନେଇ ଚାଲିବାକୁ ପଡ଼ିବ । ଶ୍ରୀ ମୋଦୀ ବିକାଶରୁ ଏକତା ,ଆତଙ୍କବାଦରୁ ସୁରକ୍ଷା ଏବଂ କୃଷିରୁ ପ୍ରଯୁକ୍ତିବିଦ୍ୟାର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ ।

ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ଦିଅନ୍ତୁ , ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଲାଗି ନିଜର ବିଚାର ଏବଂ ଅନ୍ତର୍ଦୃଷ୍ଟି ବାଣ୍ଟନ୍ତୁ !

July 30th, 03:38 pm

ଯଦି ଆପଣଙ୍କ ପାଖେ କିଛି ବିଚାର ଏବଂ ପରାମର୍ଶ ଅଛି ଏବଂ ଆପଣଙ୍କୁ ଲାଗୁଛି କି ଆପଣଙ୍କ ବିଚାର ଏବଂ ପରାମର୍ଶରୁ ଦେଶକୁ ଲାଭ ମିଳିପାରିବ ,ତେବେ ତାହାକୁ ପ୍ରଧାନମନ୍ତ୍ରୀଙ୍କ ସହିତ ବାଣ୍ଟନ୍ତୁ ଏବଂ 'ନ୍ୟୁ ଇଣ୍ଡିଆ' ନିର୍ମାଣରେ ନିଜର ଯୋଗଦାନ ଦିଅନ୍ତୁ । ପ୍ରଧାନମନ୍ତ୍ରୀ ସେଥିରୁ କିଛି ବଛାବଛା ଉତ୍ତମ ବିଚାର ଏବଂ ଅନ୍ତର୍ଦୃଷ୍ଟିକୁ ଅଗଷ୍ଟ 15 ରେ ନିଜ ସମ୍ବୋଧନରେ ସାମିଲ କରିପାରନ୍ତି । ।

#YogaDay: ଆପଣଙ୍କ ଯୋଗ ପ୍ରଦର୍ଶନର ଛବିକୁ ପ୍ରଧାନମନ୍ତ୍ରୀଙ୍କ ସହିତ ବାଣ୍ଟନ୍ତୁ

June 16th, 12:01 pm

ଶ୍ରୀ ମୋଦୀ ଜନତାଙ୍କୁ ତୃତୀୟ ଆନ୍ତର୍ଜାତୀୟ ଯୋଗ ଦିବସରେ ପରିବାରର ତିନି ପିଢ଼ି ସହିତ ମିଳିତ ଭାବେ ଯୋଗ ଅଭ୍ୟାସ କରିବା ଲାଗି ଅନୁରୋଧ କରିଥିଲେ ଏବଂ କହିଥିଲେ ,ଯୋଗ ଉପରେ ସାରା ଦେଶ ସହିତ ବିଶ୍ୱ କ୍ଷେତ୍ରରେ ଜିଜ୍ଞାସା ସୃଷ୍ଟି ହେବ । ଏଠାରେ ଆପଣ #YogaDay ର ଉପଯୋଗ କରି ଫୋଟଚିତ୍ରକୁ ସେର କରିବା ପାଇଁ ଏକ ସୁଯୋଗ ଅଛି ।

Development is the solution to all the troubles: PM Modi

March 05th, 08:23 pm

PM Narendra Modi campaigned in Varanasi. The Prime Minister said BJP’s aim was of a Banaras that was modern yet one that retained its heritage. He added further, “Our mantra is Sabka Sath, Sabka Vikas but SP, BSP & Congress believes in Kuch Ka Sath, Kuch Ka Hi Vikas.”

PM Modi addresses Public Rally in Varanasi, Uttar Pradesh

March 05th, 08:22 pm

PM Narendra Modi campaigned in Varanasi today. The Prime Minister said BJP’s aim was of a Banaras that was modern yet one that retained its heritage. He added further, “Our mantra is Sabka Sath, Sabka Vikas but SP, BSP & Congress believes in Kuch Ka Sath, Kuch Ka Hi Vikas.”

A victory for the people, a victory for India and the triumph of the ballot

May 12th, 06:12 pm

A victory for the people, a victory for India and the triumph of the ballot

Extensive, Innovative and Satisfying: The Story of 2014 Campaign

May 10th, 08:24 pm

Extensive, Innovative and Satisfying: The Story of 2014 Campaign

Extensive, Innovative and Satisfying: The Story of 2014 Campaign

May 10th, 08:24 pm

Extensive, Innovative and Satisfying: The Story of 2014 Campaign

BJP releases party’s official anthem for 2014 elections

March 25th, 03:17 pm

BJP releases party’s official anthem for 2014 elections