ପ୍ରଧାନମନ୍ତ୍ରୀଙ୍କୁ ବ୍ୟୁନସ ଏୟାର୍ସ ସହରର ଚାବି ପ୍ରଦାନ କରାଗଲା
July 06th, 02:42 am
ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟୁନସ୍ ଏୟାର୍ସ ନଗର ସରକାରଙ୍କ ମୁଖ୍ୟ ଶ୍ରୀ ଜର୍ଜ ମ୍ୟାକ୍ରି ବ୍ୟୁନସ୍ ଏୟାର୍ସ ସହରର ଚାବି ପ୍ରଦାନ କରିଛନ୍ତି ।ଆର୍ଜଣ୍ଟିନାର ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 06th, 01:48 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆର୍ଜଣ୍ଟିନାର ରାଷ୍ଟ୍ରପତି ଜାଭିଏର୍ ମିଲେଇଙ୍କୁ ଭେଟିଛନ୍ତି । କାସା ରୋସାଡାରେ ପହଞ୍ଚିବା ପରେ ରାଷ୍ଟ୍ରପତି ମିଲେଇ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ । ଗତ କାଲି ବ୍ୟୁନସ୍ ଏୟାର୍ସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କର ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ୫୭ ବର୍ଷର ବ୍ୟବଧାନ ପରେ ଜଣେ ଭରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆର୍ଜେଣ୍ଟିନାକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ଭାରତ - ଆର୍ଜେଣ୍ଟିନା ସମ୍ପର୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ, କାରଣ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପାଳନ କରୁଛନ୍ତି । ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ପ୍ରଦାନ କରାଯାଇଥିବା ଭବ୍ୟ ଆତିଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମିଲେଇଙ୍କୁ ଧନ୍ୟବାଦ ଜଣାଇଥିଲେ ।ସାନ ମାର୍ଟିନ ସ୍ମାରକୀରେ ପୁଷ୍ପାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
July 06th, 12:08 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନାର ଜାତିର ପିତା ଜେନେରାଲ ଜୋସେ ଡି ସାନ ମାର୍ଟିନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆର୍ଜେଣ୍ଟିନାକୁ ତାଙ୍କର ସରକାରୀ ଗସ୍ତ ଆରମ୍ଭ କରିଥିଲେ ।PM Modi arrives in Buenos Aires, Argentina
July 05th, 07:23 am
Prime Minister Narendra Modi arrived in Argentina a short while ago. He will hold bilateral talks with President Milei."ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଜି-20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବୈଠକ "
December 01st, 07:56 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଜି-20 ଶିଖର ସମ୍ମିଳନୀ ଅବସରରେ ଅନେକ ବିଶ୍ୱ ନେତାମାନଙ୍କ ସହିତ ଫଳପ୍ରଦ ଆଲୋଚନା କରିଛନ୍ତି ।"ପ୍ରଧାନମନ୍ତ୍ରୀ ମୋଦୀ ଆର୍ଜେଣ୍ଟିନା ରାଷ୍ଟ୍ରପତି ମୌରିସିଓ ମାରସିଙ୍କ ସହିତ ସାକ୍ଷାତ କରିଛନ୍ତି "
December 01st, 05:48 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନା ରାଷ୍ଟ୍ରପତି ମୌରିସିଓ ମାରସିଙ୍କ ସହିତ ସାକ୍ଷାତ କରିଛନ୍ତି । ଉଭୟ ନେତା ଭାରତ-ଆର୍ଜେଣ୍ଟିନା ସମ୍ପର୍କକୁ ଆଗକୁ ବଢ଼ାଇବାର ଉପାୟ ଉପରେ ବ୍ୟାପକ ଭାବେ ଆଲୋଚନା କରିଛନ୍ତି ।"ପ୍ରଧାନମନ୍ତ୍ରୀ ମୋଦୀ ଆର୍ଜେଣ୍ଟିନାରେ ଆମେରିକୀୟ ଏବଂ ଜାପାନୀ ରାଷ୍ଟ୍ରପତିଙ୍କ ସହିତ ତ୍ରିପାକ୍ଷିକ ବୈଠକରେ ଯୋଗଦେଇଛନ୍ତି "
November 30th, 11:50 pm
ଆର୍ଜେଣ୍ଟିନାର ବୁଏନସ୍ ଏୟାର୍ସଠାରେ ହେଉଥିବା ଜି-20 ଶିଖର ସମ୍ମିଳନୀରେ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ମଧ୍ୟରେ 'ଜେଏଆଇ' (ଜାପାନ ,ଆମେରିକା ,ଭାରତ ) ତ୍ରିପାକ୍ଷିକ ବୈଠକ ହୋଇଛି ।ରୁଷ-ଭାରତ-ଚୀନ ତ୍ରିପକ୍ଷୀୟ ବୈଠକ
November 30th, 11:50 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରୁଷ ସଂଘର ରାଷ୍ଟ୍ରପତି ଭ୍ଲାଦିମିର ଭି ପୁଟିନ ଏବଂ ଚୀନ ସାଧାରଣତନ୍ତ୍ରର ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ବୁଏନ୍ସ ଏୟାର୍ସରେ ଏକ ତ୍ରିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ ।ଜି-20 ଶିଖର ସମ୍ମିଳନୀ ଅବସରରେ ବ୍ରିକ୍ସ ନେତୃମଣ୍ଡଳୀଙ୍କ ଅନୌପଚାରିକ ବୈଠକରେ ପ୍ରେସ ବିବୃତି
November 30th, 10:24 pm
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ଜି-20 ଶିଖର ସମ୍ମିଳନୀ ଅବସରରେ 30 ନଭେମ୍ବର 2018 ଦିନ ବ୍ରିକ୍ସ ନେତାମାନଙ୍କର ଅନୌପଚାରିକ ବାର୍ଷିକ ବୈଠକରେ ଆମେ, ବ୍ରାଜିଲ ସଂଘୀୟ ସାଧାରଣତନ୍ତ୍ର, ରୁଷୀୟ ସଂଘ, ଭାରତୀୟ ଗଣତନ୍ତ୍ର, ଚୀନ ସାଧାରଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକା ସାଧାରଣତନ୍ତ୍ର ସରକାର ଏବଂ ରାଷ୍ଟ୍ରମୁଖ୍ୟମାନେ ପରସ୍ପରକୁ ଭେଟିଲୁ ।ବ୍ରିକ୍ସ ନେତୃବୃନ୍ଦଙ୍କ ସହ ଅନୌପଚାରିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 30th, 07:08 pm
ଜି-20 ଶିଖର ସମ୍ମିଳନୀ ଅବସରରେ ବ୍ରିକ୍ସ ନେତୃବୃନ୍ଦଙ୍କ ସହ ଅନୌପଚାରିକ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ"ଆର୍ଜେଣ୍ଟିନାରେ ‘ଶାନ୍ତି ପାଇଁ ଯୋଗ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ "
November 30th, 04:25 am
ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସଠାରେ ‘ଶାନ୍ତି ପାଇଁ ଯୋଗ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯୋଗ ଦ୍ୱାରା ଆମକୁ ଶରୀର ଏବଂ ମନ ଦୁଇଟି ଯାକୁ ସ୍ୱାସ୍ଥ୍ୟ ମିଳିଥାଏ । ଯୋଗ ଆମ ଶରୀରକୁ ଶକ୍ତି ଦେଇଥାଏ ଏବଂ ମନକୁ ଶାନ୍ତି ମିଳିଥାଏ । ''ଯୋଗର ଅର୍ଥ ହେଉଛି ଯୋଡ଼ିବା ''। ଏହା ଆମକୁ ସୁସ୍ଥ ରହିବା ସହିତ ଯୋଡ଼ିଥାଏ । ଖୁସି ରହିବା ସହିତ ଯୋଡ଼ିଥାଏ ।"ପ୍ରଧାନମନ୍ତ୍ରୀ ମୋଦୀ ଆର୍ଜେଣ୍ଟିନାର ବୁଏନ୍ସ ଏୟାର୍ସରେ ପହଂଚିଛନ୍ତି "
November 29th, 07:52 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆର୍ଜେଣ୍ଟିନାର ରାଜଧାନୀ ବୁଏନ୍ସ ଏୟାର୍ସରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ଜି-20 ଶିଖର ସମ୍ମିଳନୀ ଏବଂ ବିଭିନ୍ନ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ।ଜି-20 ଶିଖର ବୈଠକରେ ଯୋଗଦାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
November 27th, 07:43 pm
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଆର୍ଜେଣ୍ଟିନା ପକ୍ଷରୁ ବୁଏନସ୍ ଏୟାର୍ସଠାରେ ନଭେମ୍ବର 29 ଠାରୁ ଡ଼ିସେମ୍ବର 1, 2018 ପର୍ଯ୍ୟନ୍ତ ଜି -20 ଶିଖର ବୈଠକର ଆୟୋଜନ କରାଯାଇଛି ଏବଂ ମୁଁ ସେଥିରେ ଯୋଗଦାନ କରିବାକୁ ଆର୍ଜେଣ୍ଟିନା ଗସ୍ତରେ ଯିବି ।”