You have not just increased the number of medals, you have prepared an entire generation: PM Modi to CWG Champions
August 10th, 10:00 am
PM Modi interacted with India’s CWG champions, highlighting that he has been regularly meeting athletes over the last 12 years. The champions shared their experiences at the CWG, including their preparation, defeating Pakistan on Kargil Vijay Diwas and the success of the Khelo India scheme. PM Modi ended the interaction with the phrase, “Jo khelega, woh khilega.”ରାଜ୍ୟଗୋଷ୍ଠୀ କ୍ରୀଡା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 10th, 09:30 am
ବାସଭବନରେ ଜାତୀୟ କ୍ରୀଡ଼ାବିତ୍ମାନଙ୍କୁ ସ୍ୱାଗତ କରିବା ତାଙ୍କର ୧୨ ରୁ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏକ ନିୟମିତ ଏବଂ ପ୍ରିୟ ପରମ୍ପରା ହୋଇରହିଛି। ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ, ଦେଶ ପାଇଁ କ୍ରମାଗତ ବିଜୟ ହାସଲ କରିବାରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କର ନିଷ୍ଠାପର ପ୍ରଚେଷ୍ଟା ଏବଂ ନିରନ୍ତର ସଫଳତା ସ୍କୁଲର କୋମଳମତି ଛାତ୍ରଛାତ୍ରୀଙ୍କୁ କୌଣସି ସାଧାରଣ ପ୍ରଚାରମୂଳକ ଉପଦେଶ ତୁଳନାରେ ଅଧିକ ପ୍ରେରଣା ଯୋଗାଏ। ଶ୍ରୀ ମୋଦୀ କହିଛନ୍ତି, ଆମେ ସ୍କୁଲକୁ ଯାଇ ଯେତେ କହିଲେ ବି ତାହା ଅପେକ୍ଷା ଆପଣଙ୍କ ପଦକ ସେମାନଙ୍କୁ ଅଧିକ ପ୍ରେରିତ କରିଥାଏ।”Prime Minister congratulates Narender Berwal on winning Silver in Men’s 90+ kg Boxing
August 02nd, 12:01 pm
The Prime Minister, Shri Narendra Modi, has congratulated Narender Berwal on winning the Silver medal in the Men’s 90+ kg Boxing event at the Commonwealth Games 2026 in Glasgow.Prime Minister congratulates Ankush Panghal on winning Gold in Men’s 80 kg Boxing
August 02nd, 11:58 am
The Prime Minister, Shri Narendra Modi, has congratulated Ankush Panghal on winning the Gold medal in the Men’s 80 kg Boxing event at the Commonwealth Games 2026 in Glasgow.ପୁରୁଷ ୬୦ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସଚିନ ସିୱାଚଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 01:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ୬୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସଚିନ ସିୱାଚଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୭୫ କେଜି ବକ୍ସିଂରେ ରୌପ୍ୟ ପଦକ ଜିତିଥିବାରୁ ଲଭଲିନା ବୋର୍ଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:59 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ମହିଳା ୭୫ କେଜି ବକ୍ସିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଲଭଲିନା ବୋର୍ଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୭୦ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅରୁନ୍ଧତୀ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:57 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୭୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅରୁନ୍ଧତୀ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୬୦ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରିୟା ଘଙ୍ଗାସଙ୍କୁ ଅଭିନନ୍ଦନ ପ୍ରଧାନମନ୍ତ୍ରୀ
August 02nd, 12:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ମହିଳା ୬୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରିୟା ଘଙ୍ଗାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୫୧ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:54 am
ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୧ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ପୁରୁଷ ୫୫ କେଜି ବକ୍ସିଂରେ ରୌପ୍ୟ ପଦକ ଜିତିଥିବାରୁ ଯଦୁମଣି ସିଂହ ମାଣ୍ଡେଙ୍ଗବାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ୫୫ କେଜି ବକ୍ସିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଯଦୁମଣି ସିଂହ ମାଣ୍ଡେଙ୍ଗବାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୫୭ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ଯସ୍ମିନ୍ ଲାମ୍ବୋରିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୭ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଯସ୍ମିନ୍ ଲାମ୍ବୋରିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।୨୦୨୬ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୪ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୪ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଗ୍ୟାଙ୍ଗଟକରେ ସିକିମର ୫୦ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବର ସମାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 28th, 10:25 am
ସିକିମର ରାଜ୍ୟପାଳ ଶ୍ରୀ ଓମ୍ ମାଥୁର ଜୀ, ଏଠିକାର ଲୋକପ୍ରିୟ , ଦକ୍ଷତା ପୂର୍ଣ୍ଣ ଯୁବ ଏବଂ ମୋର ପ୍ରିୟ ବନ୍ଧୁ ଶ୍ରୀ ପ୍ରେମ ସିଂହ ତମାଙ୍ଗ ଜୀ, ସଂସଦରେ ମୋର ସହକର୍ମୀ ଶ୍ରୀ ଦୋରଜୀ ଶେରିଂ ଲେପଚା ଜୀ, ଡକ୍ଟର ଇନ୍ଦ୍ର ହାଙ୍ଗ ସୁବ୍ବା ଜୀ, ଶ୍ରୀ ଦିଲ୍ଲୀ ରାମ ଥାପା ଜୀ, ଏବଂ ସିକିମର ମୋର ପ୍ରିୟ ଭାଇ ଓ ଭଉଣୀମାନେ।PM Modi participates in the closing ceremony of Sikkim’s 50th Year of Statehood celebrations in Gangtok, Sikkim
April 28th, 10:15 am
Addressing the closing ceremony of Sikkim’s 50th Year of Statehood celebrations in Gangtok, Sikkim, PM Modi said the state exemplifies the spirit of ‘Ek Bharat, Shreshtha Bharat’. Highlighting tourism, sporting talent and the role of self-help groups in Sikkim, he termed the Northeast as India’s ‘Asht Lakshmi’ and called for collective efforts to accelerate Sikkim’s development and realise Viksit Bharat.Our athletes can achieve anything if they are helped with a scientific approach: PM Modi
February 19th, 08:42 pm
The Prime Minister, Shri Narendra Modi, today addressed Khelo India University Games being held across the seven states in the Northeast via a video message. PM Modi noted the mascot of the Khelo India University Games, i.e. Ashtalakshmi in the shape of a butterfly. PM who often calls the Northeast states Ashtalakshi said “making a butterfly the mascot in these games also symbolizes how the aspirations of the North East are getting new wings.”ଉତ୍ତରପୂର୍ବ ରାଜ୍ୟରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 19th, 06:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଉତ୍ତର-ପୂର୍ବର ସାତଟି ରାଜ୍ୟରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ସମ୍ବୋଧିତ କରିଛନ୍ତି । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମାସ୍କଟ ଅର୍ଥାତ୍ ପ୍ରଜାପତି ଆକାରରେ 'ଅଷ୍ଟଲକ୍ଷ୍ମୀ' ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ। ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକୁ ପ୍ରାୟତଃ 'ଅଷ୍ଟଲକ୍ଷ୍ମୀ' କହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଖେଳଗୁଡ଼ିକରେ ମାସ୍କଟ୍ ତିଆରି କରିବା ମଧ୍ୟ ଉତ୍ତର-ପୂର୍ବର ଆକାଂକ୍ଷାକୁ କିପରି ନୂତନ ପ୍ରୋତ୍ସାହନ ମିଳୁଛି ତାହାର ପ୍ରତୀକ।ମହିଳା ବକ୍ସରଙ୍କ 75 କିଲୋଗ୍ରାମ ଭାର ବର୍ଗ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ଲଭଲିନା ବୋରଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 04th, 08:09 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ ଗେମରେ ମହିଳା ବକ୍ସରଙ୍କର 75 କିଲୋଗ୍ରାମ ଭାର ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ହେତୁ ଲଭଲିନା ବୋରଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ବକ୍ସରଙ୍କ 57 କିଲୋଗ୍ରାମ ଭାର ବର୍ଗର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ବକ୍ସର ପରବୀନ ହୁଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 04th, 08:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ୍ ଗେମ୍ ରେ ମହିଳା ବକ୍ସରଙ୍କ 57 କିଲୋଗ୍ରାମ ଭାର ବର୍ଗର ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ବକ୍ସର ପରବୀନ ହୁଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ତାସକେଣ୍ଟ ଠାରେ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ପ୍ରଥମ ଥର ପାଇଁ ପଦକ ଜିତିଥିବା ମୁଷ୍ଟିଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
May 11th, 06:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତାସକେଣ୍ଟ ଠାରେ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ପ୍ରଥମ ଥର ପାଇଁ ପଦକ ଜିତିଥିବା ଦୀପକ ଭୋରିଆ, ହୁସାମୁଦ୍ଦିନ ଓ ନିଶାନ୍ତ ଦେବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ବକ୍ସର ଲୋଭଲିନା ବୋର୍ଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 26th, 09:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବକ୍ସିଂ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ବକ୍ସର ଲୋଭଲିନା ବୋର୍ଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।