ଶ୍ରୀ ବିଶ୍ୱବନ୍ଧୁ ସେନଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

December 26th, 11:46 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିପୁରା ବିଧାନସଭାର ବାଚସ୍ପତି ଶ୍ରୀ ବିଶ୍ୱବନ୍ଧୁ ସେନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ତ୍ରିପୁରାର ପ୍ରଗତି ପାଇଁ ତାଙ୍କର ପ୍ରୟାସ ଏବଂ ଅନେକ ସାମାଜିକ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ସେ ସ୍ମରଣୀୟ ହୋଇ ରହିବେ।