ମାନବପ୍ରେମୀ ତଥା ମାନବବାଦୀ ବିଲକିସ୍ ଏଧିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି

April 16th, 07:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାନବପ୍ରେମୀ ତଥା ମାନବବାଦୀ ବିଲକିସ୍‍ ଏଧିଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ମାନବିକତା କାର୍ଯ୍ୟରେ ତାଙ୍କର ଦୀର୍ଘ ଦିନର ଉତ୍ସର୍ଗୀକୃତ ସେବା ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନକୁ ଛୁଇଁଛି ।