ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି

May 11th, 06:34 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳ ରାଷ୍ଟ୍ରପତି ଶ୍ରୀମତୀ ବିଦ୍ୟା ଦେବୀ ଭଣ୍ଡାରୀ ଏବଂ ଉପରାଷ୍ଟ୍ରପତି ଶ୍ରୀ ନନ୍ଦ ବାହାଦୂର ପୁନଙ୍କ ସହ ଫଳପ୍ରଦ ଆଲୋଚନା କରିଛନ୍ତି । ଦୁଇ ବୈଠକ ଅବସରରେ ଫଳପ୍ରଦ ଆଲୋଚନା ହୋଇଛି । ଏହି ଅବସରରେ ଦୁଇ ଦେଶ ଭାରତ-ନେପାଳ ସମ୍ପର୍କକୁ ଆଗକୁ ବଢ଼େଇବାର ପ୍ରକ୍ରିୟା ଉପରେ ଆଲୋଚନା ହୋଇଛି ।