ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କରନ୍ତୁ 'ଭୁଜଙ୍ଗାସାନ' ର ଅଭ୍ୟାସ !

May 07th, 09:37 am

ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ଯୋଗାଭ୍ୟାସ ପାଇଁ ଲୋକମାନଙ୍କୁ 'ଫିଟ ଇଣ୍ଡିଆ' ଆନ୍ଦୋଳନରେ ସାମିଲ ହେବା ଲାଗି ପ୍ରୋତ୍ସାହିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗାଭ୍ୟାସର ଆଉ ଗୋଟିଏ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି । ନୂଆ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ 'ଭୁଜଙ୍ଗାସାନ' ଅଭ୍ୟାସ କରିବା ଦେଖାଯାଉଛନ୍ତି ।